Latest Odisha News

BREAKING NEWS

ସୋସିଆଲ ସାଇଟରେ ଲିକ୍ ହେଲା ଥାଇଲାଣ୍ଡ ରାଜାଙ୍କ ପ୍ରେମିକାଙ୍କ ଉଲଗ୍ନ ଫଟୋ

ବ୍ୟାଙ୍କକ: ଥାଇଲାଣ୍ଡର ବିବାଦୀୟ ରାଜା ମହା ବାଜିରାଲୋଙ୍ଗକୋର୍ନଙ୍କ ପ୍ରେମିକା ସିନିତ ୱଙ୍ଗଜିରାକପଡିଙ୍କ ଉଲଗ୍ନ ଫଟୋ ସୋସିଆଲ ସାଇଟରେ ଲିକ୍ ହୋଇଛି । ରାଣୀ ସୁଥିଡାଙ୍କ ହାତ ଏଥିରେ ଅଛି ବୋଲି ଅନୁମାନ କରାଯାଉଛି । ରାଜା ତାଙ୍କ ପତ୍ନୀ ଏବଂ ପ୍ରେମିକାଙ୍କୁ ନେଇ କିଛି ଦିନ ହେବ ଅଶାନ୍ତି ଲାଗି ରହିଥିଲା ।

ସିନିଥଙ୍କୁ ଜେଲରେ ରଖାଯାଇଥିଲା । ସେଥିରୁ ମୁକୁଳିବା ପରେ ପୁନର୍ବାର ରାଜାଙ୍କ ନିକଟତର ହେବାକୁ ଚେଷ୍ଟା କରିବାରୁ ଏହି ଫଟୋ ଉଦ୍ଦେଶ୍ୟମୂଳକ ଭାବେ ଲିକ୍ କରାଯାଇଛି । ଫଟୋଗୁଡିକ ୨୦୧୨ରୁ ୨୦୧୪ ମଧ୍ୟରେ ଉଠା ଯାଇଥିଲଶ । ୬୮ ବର୍ଷୀୟ ଥାଇଲାଣ୍ଡ ରାଜା ୪ଜଣଙ୍କୁ ବିବାହ କରିଛନ୍ତି । ୨୦୧୯ରେ ସେ ସୁଥିଡାଙ୍କୁ ବିବାହ କରିଥିଲେ । ପୂର୍ବ ୩ ପତ୍ନୀଙ୍କ ସହ ତାଙ୍କର ବିବାହ ବିଚ୍ଛେଦ ଘଟିଛି ।

Leave A Reply

Your email address will not be published.