ନୂଆଦିଲ୍ଲୀ: ଓଡିଶା କ୍ୟାଡର୍ ଆଇଏସ୍ ଅଫିସର୍ ସନ୍ତୋଷ କୁମାର ଷଡଙ୍ଗୀ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରାଳୟ ଅଧିନରେ ବୈଦେଶିକ ବାଣିଜ୍ୟ (ଫରେନ୍ ଟ୍ରେଡ୍) ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି । ସଦ୍ୟ ସ୍ଥିତିରେ ସେ ଶିକ୍ଷା ମନ୍ତ୍ରାଳୟ ଅଧିନସ୍ଥ ଡିପାର୍ଟମେଣ୍ଟ ଅଫ୍ ସ୍କୁଲ୍ ଏଜୁକେସନ ଆଣ୍ଡ ଲିଟେରାସି ବିଭାଗରେ ଆଡିସ୍ନାଲ୍ ସେକ୍ରୋଟାରୀ ଭାବେ କାର୍ଯ୍ୟରତ ଅଛନ୍ତି ।
BREAKING NEWS
- Shivraj Patil passes away: ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କ ପରଲୋକ
- ସଂସଦରେ TMC ସାଂସଦ କରୁଛନ୍ତି ଧୂମପାନ, ଅଭିଯୋଗ ଆଣିଲେ ଅନୁରାଗ ଠାକୁର
- କଥା ହେଲେ ମୋଦି ଓ ଟ୍ରମ୍ପ, ବାଣିଜ୍ୟ ଚୁକ୍ତି ଉପରେ କଲେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
- first hydrogen-powered:ଦେଶର ପ୍ରଥମ ହାଇଡ୍ରୋଜେନ ଚାଳିତ ଜାହାଜ…
- ରାଜଧାନୀର ଏକ ବାର୍ରେ ଭୟାବହ ଅଗ୍ନିକାଣ୍ଡ
- Cold Wave: ହାଡ଼ଭଙ୍ଗା ଶୀତରେ ଥରୁଛି ଓଡ଼ିଶା: ଆହୁରି କଲବଲ କରିବ ଥଣ୍ଡା
- ମୋକିମଙ୍କ ବୟାନକୁ ନେଇ ତେଜୁଛି କଂଗ୍ରେସ କନ୍ଦଳ, ଦଳ ଭିତରେ ଛକାପଞ୍ଝା
- ‘ମାଲ୍ୟବନ୍ତ ମହୋତ୍ସବ’ ସ୍ଥଗିତ, ହଟିନି ଇଣ୍ଟରନେଟ୍ କଟକଣା
- ବାଂଲାଦେଶରେ ଘୋଷଣା ହେଲା ସାଧାରଣ ନିର୍ବାଚନ ତାରିଖ, ଏହି ଦିନ ପଡିବ ଭୋଟ୍…
- ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ‘ଓଡିଶା ମାଷ୍ଟର୍ସ ୨୦୨୫’; ଯୋଗଦେଲେ ମୁଖ୍ୟମନ୍ତ୍ରୀ
Comments are closed.