Latest Odisha News

BREAKING NEWS

ପୁରୀକୁ ‘ବିଶ୍ୱ ଐତିହ୍ୟ’ ସହରରେ ରୂପାନ୍ତରିତ କରିବା ଉପରେ କ’ଣ କହିଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ, ଦେଖନ୍ତୁ

ଭୁବନେଶ୍ୱର: ପୁରୀରେ ଭିତ୍ତିଭୂମିର ବିକାଶ ତଥା ପୁଷ୍କରିଣୀ ଗୁଡିକର ପୁନଃରୁଦ୍ଧାର ଲାଗି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫୦୦ କୋଟି ଟଙ୍କାର ପ୍ୟାକେଜ ଅର୍ଥରାଶି ଘୋଷଣା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମାଧ୍ୟମରେ ଓଡିଆ ଜାତିର ଗର୍ବ ଓ ଗୌରବ ଶ୍ରୀଜଗନ୍ନାଥଙ୍କ କଥା ବଖାଣିଛନ୍ତି ।

Leave A Reply

Your email address will not be published.