Latest Odisha News

BREAKING NEWS

ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର: ମାସ୍କ ଓ ପିପିଇ କିଟ ପରେ ଏବେ ନିବୁଲାଇଜର କିଣାରେ ଦୁର୍ନୀତି ଅଭିଯୋଗ ଆଣିଛି କଂଗ୍ରେସ । କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ନିବୁଲାଇଜର କିଣିବା ସମୟରେ ଗୋଟିଏ କମ୍ପାନୀ ୨ଥର କୋଟେସନ ଦେଇଥିଲା । ୨୧ ତାରିଖରେ ଦେଇଥିବା ପ୍ରଥମ କୋଟେସନରେ ଏହାର ଦାମ ୩୧ଶହ ଟଙ୍କା ଥିବା ବେଳେ ୨୩ ତାରିଖରେ ଦେଇଥିବା କୋଟେସନରେ ଏହାର ଦାମ ଥିଲା ୫ହଜାର ୯୦୦ଟଙ୍କା । ଦ୍ୱିତୀୟ କୋଟେସନ ଆଧାରରେ ରାଜ୍ୟ ସରକାର ୫୦୦ ଟି ନିମୁଲାଇଜର କିଣିଥିବା ଅଭିଯୋଗ ଆଣିଛି କଂଗ୍ରେସ ।

Leave A Reply

Your email address will not be published.