Latest Odisha News

BREAKING NEWS

୪ଟି ଜିଲ୍ଲାରେ କରୋନା ସ୍ଥିତି ପରଖିବେ ୧୫ ଓଏଏସ ଅଧିକାରୀ

ଭୁବନେଶ୍ୱର: କରୋନା ସ୍ଥିତି ପରଖିବା ଲାଗି ରାଜ୍ୟ ସରକାର ମଙ୍ଗଳବାର ଦିନ ୪ଟି ଜିଲ୍ଲା ଲାଗି ୧୫ଜଣ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛନ୍ତି ।

ଏହି ଅଧିକାରୀମାନଙ୍କୁ ଯାଜପୁର, ବାଲେଶ୍ୱର, କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲ୍ଲା ଲାଗି ଦାୟିତ୍ୱ ଅର୍ପଣ କରାଯାଇଛି । ପ୍ରବାସୀ ଓଡ଼ିଆମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ଆସିବା ପରେ ଦ୍ରୁତଗତିରେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Leave A Reply

Your email address will not be published.