Latest Odisha News

BREAKING NEWS

+୩ରେ ଆଡମିଶନ ଲାଗି ବିଜ୍ଞପ୍ତି ଜାରି

ଭୁବନେଶ୍ୱର: ଓଡ଼ିଶାର‌େ ଯୁକ୍ତ ତିନିର‌େ ଆଡମିଶନ ଲାଗି ସୋମବାର ଦିନ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତୃତୀୟ ପର୍ଯ୍ୟାୟ ବିଜ୍ଞପ୍ତି ଜାରି କରାଯାଇଛି।

ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ମାନଙ୍କୁ ଜାନୁଆରୀ ୨୯ରୁ ଫେବୃଆରୀ ୨ ତାରିଖ ମଧ୍ୟରେ ଆବେଦନ କରିବାକୁ ପଡିବ।

ତେବେ ମେରିଟ୍ ତାଲିକା ଫେବୃଆରୀ ୩ରେ ପ୍ରକାଶ ପାଇବାକୁ ଥିବା ବେଳେ ଫେବୃଆରୀ ୪ରେ ଆଡମିଶନ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Leave A Reply

Your email address will not be published.