Latest Odisha News

BREAKING NEWS

ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ

ସୁନ୍ଦରଗଡ: ସୁନ୍ଦରଗଡରେ କରୋନା ମାମଲା ବୃଦ୍ଧି ପାଉଥିବା ବେଳେ ବୁଧବାର ଦିନ ସୁନ୍ଦରଗଡ଼ରେ ସର୍ବାଧିକ ୧୪୭ଟି କରୋନା ମାମଲା ରିପୋର୍ଟ ହୋଇଛି।

ସୂଚନାନୁସାରେ, ସୁନ୍ଦରଗଡ ଏସପି ସାଗରିକା ନାଥ କରୋନା ପଜିଟିଭ୍ ହୋଇଛନ୍ତି। ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ପୃଥକ୍‌ ରଖିଛନ୍ତି।

ଉଲ୍ଲେଖ ଥାଉ କି, ସୁନ୍ଦରଗଡରେ ସୋମବାର ଠାରୁ ଏହି ଭୂତାଣୁ ବିସ୍ତାର ପାଇଁ ରାତ୍ରି କର୍ଫ୍ୟୁ ଲାଗୁ କରାଯାଇଛି।

Leave A Reply

Your email address will not be published.