Latest Odisha News

BREAKING NEWS

ସତ୍ୟବାଦୀ ବିଧାୟକ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋମବାର ଦିନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଏସମ୍ପର୍କରେ ଖୋଦ୍ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ।

ଏଥିସହିତ କହିଛନ୍ତି ଯେ “ମୁଁ କରୋନା ପଜିଟିଭ ଚିହ୍ନଟ ହୋଇଛି । ନିକଟ ଅତୀତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସଛନ୍ତି, ସେମାନେ ସମସ୍ତେ ନିଜକୁ ଆଇସୋଲେଟ୍ କରନ୍ତୁ” ବୋଲି ସେ ଅନୁରୋଧ କରିଛନ୍ତି ।

ଅଧିକ ପଢନ୍ତୁ- ବିଧାନସଭା ଅଧିବେଶନ ପୂର୍ବରୁ ୧୩୬ କର୍ମୀଙ୍କୁ କରୋନା

Leave A Reply

Your email address will not be published.