Latest Odisha News

BREAKING NEWS

ଦିନ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ

ଭୁବନେଶ୍ୱର: ପୌର ନିର୍ବାଚନ ଆଜି ସକାଳ ୮ରୁ ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଶନ୍ତିଶୃଙ୍କଳାର ସହ ଚାଲିଛି ମତଦାନ । ତେବେ ୧୨ଟା ସୁଦ୍ଧା ୩୨ ପ୍ରତିଶତ ମତଦାନ ହୋଇଛି । ରାଜ୍ୟ ନିର୍ବାଚନ କମିାନ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ରାଜ୍ୟର ୩ ମହାନଗର ନିଗମରେ ୧୨ଟା ସୁଦ୍ଧା ୨୧ ପ୍ରତିଶତ ମତଦାନ ହୋଇଛି । ଇଭିଏମ ତୃଟି ପାଇଁ କୌଣସି ସ୍ଥାନରେ ଭୋଟ ଗ୍ରହଣ ବନ୍ଦ ହୋଇନଥିବା ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନ ।

Leave A Reply

Your email address will not be published.