Latest Odisha News

BREAKING NEWS

ଭଦ୍ରକରେ ଦ୍ୱିତୀୟ ଦିନରେ ୭ଟି ବ୍ଲକରେ ୯ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି

ଭଦ୍ରକ : ରେକର୍ଡ ଭାଙ୍ଗୁଛି ବିଜେଡି । ଦ୍ୱିତୀୟ ଦିନରେ ଭଦ୍ରକରେ ୭ ଟି ବ୍ଲକରେ ୯ ଟି ଜିଲ୍ଲା ପରିଷଦ ଜୋନକୁ ପୋଛିନେଲା ବିଜେଡି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବିଜେଡି ବାଜିମାତ କରୁଥିବା ବେଳେ ।ଭଦ୍ରକରେ ମଧ୍ୟ ବିଜେଡିର ବିଭିନ୍ନ ଜୋନରେ ବିଜୟ ଲାଭ କରିଛି ।

୧ _ଚାନ୍ଦବାଲି ବ୍ଲକର ୨ ନମ୍ବର ଜୋନରେ ବିଜେଡିର ରଞ୍ଜନ ସାହୁ ୩୦୯୯ ଭୋଟରେ ବିଜୟୀ
୨ _ଚାନ୍ଦବାଲି ବ୍ଲକର ୩ ନମ୍ବର ଜୋନରେ ବିଜେଡିର ଗୀତାଞ୍ଜଳି ଦାସ ୩୦୭୩ ଭୋଟରେ ବିଜୟୀ
୩_ତିହିଡି଼ ବ୍ଲକର ୭ ନମ୍ବର ଜୋନରେ ବିଜେଡ଼ିର ବିଦ୍ୟୁତଲତା ନାୟକ ୩ ୩୪୪ ଭୋଟରେ ବିଜୟୀ
୪_ଧାମନଗର ବ୍ଲକର ୧୧ ନମ୍ବର ଜୋନରେ ବିଜେଡ଼ିର ଉର୍ମିଳା ବିଶ୍ୱାଳ ୩ ୫୭୪ ଭୋଟରେ ବିଜୟୀ
୫ _ବନ୍ତ ବ୍ଲକର ୧୫ ନମ୍ବର ଜୋନରେ ବିଜେଡିର ପ୍ରଫୁଲ୍ଲ ଜେନା ୮୩୦୯ ଭୋଟରେ ବିଜୟୀ
୬_ବାସୁଦେବପୁର ବ୍ଲକର ୧ ୮ ନମ୍ବର ଜୋନର ବିଜେଡ଼ିର ଜୟକୃଷ୍ଣ ନାୟକ ୨୫୬୫ ଭୋଟରେ ବିଜୟୀ
୭_ବାସୁଦେବପୁର ବ୍ଲକର ୧୯ ନମ୍ବର ଜୋନରେ ବିଜେଡ଼ିର ଯଦୁନାଥ ନାୟକ ୨୪୬୩ ଭୋଟରେ ବିଜୟୀ
୮_ଭଣ୍ଡାରିପୋଖରୀ ବ୍ଲକର ୨୩ ନମ୍ବର ଜୋନରେ ବିଜେଡ଼ିର ଲକ୍ଷ୍ମୀଧର ସାହୁ ୪୧୪୦ ଭୋଟରେ ବିଜୟୀ
୯_ଭଦ୍ରକ ବ୍ଲକର ୨୬ ନମ୍ବର ଜୋନରେ ବିଜେଡ଼ିର ଗୀତାରାଣୀ ମଲ୍ଲିକ ୧୧ ,୪୧୫ ଭୋଟରେ ବିଜୟୀ

Comments are closed, but trackbacks and pingbacks are open.