Latest Odisha News

BREAKING NEWS

ଆନ୍ତର୍ଜାତୀୟ ଓଡ଼ିଆ ଖେଳାଳି କୋଭିଡ ପଜିଟିଭ ଚିହ୍ନଟ

ବଲାଙ୍ଗୀର: ଓଡିଶା ବଲାଙ୍ଗୀର ଜିଲ୍ଲାର ଅନ୍ତର୍ଜାତୀୟ ମହିଳା କ୍ରିକେଟର ରା ସନାରା ପାରୱିନ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ତାଙ୍କ ମା ମଧ୍ୟ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ଏକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ କ୍ରିକେଟରଙ୍କ ମା ଜ୍ୱରରେ ପୀଡିତ ଥିଲେ। ତାଙ୍କ ନମୂନା ସଂଗ୍ରହ କରାଯାଇ ପରୀକ୍ଷଣ କରାଯାଇଥିଲା ଯାହା ପରେ ପଜିଟିଭ ବହାରିଥିବା ସୂଚନା ମିଳିଛି ।

Leave A Reply

Your email address will not be published.