Latest Odisha News

BREAKING NEWS

ଆସନ୍ତାକାଲିଠୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ତଥା ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏପରିକି ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ ।

BjdElectrycity

କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ ୨ ଘଣ୍ଟା ଧରି ପରୀକ୍ଷା କରାଯିବ । ସକାଳ ପ୍ରାୟ ୯ରୁ ୧୧, ମଧ୍ୟାହ୍ନ ୧୨ଟା ୩୦ମିରୁ ୨ଟା ୩୦ମି. ଏବଂ ଅପରାହ୍ନ ୪ଟାରୁ ୬ଟା ଯାଏଁ ପରୀକ୍ଷା ହେବ ।

ଗଣମାଧ୍ୟମକୁ ସୂଚନା ଦେଇ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ପରୀକ୍ଷା କରିବା ଏକ ଚାଲେଞ୍ଜ ସ୍ୱରୂପ । ହେଲେ ସୁରୁଖୁରୁରେ ପରୀକ୍ଷା ଆୟୋଜିତ କରିବା ପାଇଁ ସରକାରଙ୍କ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହରଣ କରାଯାଇଛି ।

ଅଧିକ ପଢନ୍ତୁ- ଓଡିଶା ବାହାରେ ହେବ ୩ ସେଣ୍ଟର: ଓଜେଇଇ

ଶ୍ରୀ ଚାନ୍ଦ ଆହୁରି ମଧ୍ୟ କହିଛନ୍ତି ଯେ ଓଜେଇଇ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ପ୍ରକାଶ କରାଯାଇଛି ।

ଅଧିକ ପଢନ୍ତୁ- ଓଜେଇଇ ୨୦୨୦: ପ୍ରକାଶ ପାଇଲା ପରୀକ୍ଷା ସୂଚୀ, ଜାଣନ୍ତୁ ସବିଶେଷ ବିବରଣୀ

ଅଧିକ ପଢନ୍ତୁ- ଅକ୍ଟୋବର ୧୨ରୁ ଓଜେଇଇ ପରୀକ୍ଷା

Leave A Reply

Your email address will not be published.