Latest Odisha News

BREAKING NEWS

ଓଡ଼ିଶାରେ ପଶିଲା ଓମିକ୍ରନ, ୨ ଜଣ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ ପଶିଲା ଓମିକ୍ରନ୍ । ଚିହ୍ନଟ ହେଲା ପ୍ରଥମ ଓମିକ୍ରନ ଆକ୍ରାନ୍ତ । ୨ ଜଣ ବିଦେଶ ଫେରନ୍ତା ଓମିକ୍ରନ ସଂକ୍ରମିତ ହୋଇଛନ୍ତି । ଜିନୋମ୍ ସିକ୍ୱେନ୍ସିଂରୁ ସେମାନେ ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣା ପଡିଛି ।

ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନାଇଜେରିଆ ଓ ଅନ୍ୟ ଜଣେ କାତାରରୁ ଓଡିଶାକୁ ଫେରିଥିଲେ । ସେମାନେ କୋଭିଡ୍ ପଜିଟିଭ୍ ଚିହ୍ନଟ ପରେ ଜିନୋମ୍ ସିକ୍ୱେନ୍ସିଂ କରାଯାଇଥିଲା । ୨ ଜଣଙ୍କ ପାଖରେ ଓମିକ୍ରନ୍ ଭୂତାଣୁ ଥିବା ସ୍ପଷ୍ଟ କରିଛି ଆଇଏଲ୍‌ସ । ଜିନମ ଟେଷ୍ଟିଂ ପାଇଁ ୯ଜଣଙ୍କର ନମୂନା ଯାଇଥିଲା । ସେଥିମଧ୍ୟରୁ ୨ଜଣଙ୍କର ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.