ପଟ୍ଟାମୁଣ୍ଡାଇ: କେନ୍ଦ୍ରାପଡା ଜିଲ୍ଲା ଆଳି ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । ନଦୀରେ ଗାଧୋଉଥିବା ବେଳେ ଏକା ସଙ୍ଗେ ଦୁଇ ଜଣଙ୍କୁ ଟାଣିନେଲା କୁମ୍ଭୀର । ଏଭଳି ଅଭାବନୀୟ ଘଟଣା ଘଟିଛି ବରୁଣା ପଞ୍ଚାୟତ ପାରି ମୁକୁନ୍ଦପୁର ଗାଁରେ । ସୂଚନାଯୋଗ୍ୟ ଯେ, ଖରସ୍ରୋତା ନଦୀରେ ୧୬ବର୍ଷର ବାଳକ ରୁଦ୍ର ନାରାୟଣ ବେହେରାଙ୍କୁ କୁମ୍ଭୀର ଟାଣି ନେଇଥିବା ବେଳେ ୩୦ ବର୍ଷର ଯୁବକ ଲିପନ ବେହେରାଙ୍କୁ ଉଦ୍ଧାର କରାଯାଇଛି । ଆହତ ଲିପନ ବେହେରାଙ୍କୁ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ରୁଦ୍ର ନାରାୟଣଙ୍କୁ ଉଦ୍ଧାର ପାଇଁ ଦମକଳ ବାହିନୀର କର୍ମଚାରୀମାନେ ଉଦ୍ୟମ ଜାରି ରଖିଛନ୍ତି ।
BREAKING NEWS
- ଶେଷ ହୋଇନାହିଁ ଜାଡେଜାଙ୍କ ୨୦୨୭ ବିଶ୍ୱକପ୍ ଖେଳିବା ଆଶା
- ପାର୍ବଣରେ ଗ୍ରାହକଙ୍କୁ ଝଟ୍କା ଦେଇପାରେ ଆରବିଆଇ: ମହଙ୍ଗା ହୋଇପାରେ ଘର ଓ ଗାଡ଼ି ଋଣ
- ‘ଭୁଲ୍ ଭୁଲୈୟା ୩’ ପରେ ଏବେ ତାମିଲ ସିନେମା: ବିଦ୍ୟା ବାଲନ୍ ଦେଲେ ନୂଆ ଫିଲ୍ମର ସୁଟିଂ ହିଣ୍ଟ
- ଅକ୍ଟୋବର ୨ରେ ବୁଧ-ମଙ୍ଗଳଙ୍କ ବିରଳ ‘କେନ୍ଦ୍ର ଦୃଷ୍ଟି ଯୋଗ’: ଏହି ୪ଟି ରାଶିର ଖୋଲିବ ଭାଗ୍ୟ
- ଏସିଆନ୍ ଗେମ୍ସ ୨୦୨୬: ମହିଳା ୪ଗୁଣନ୪୦୦ ମିଟର ରିଲେରେ ଭାରତକୁ ଐତିହାସିକ ସ୍ୱର୍ଣ୍ଣ, ୫୦ ଅତିକ୍ରମ କଲା ମେଡାଲ୍ ସଂଖ୍ୟା
- ଆସିଗଲା ଆରବିଆଇର ନୂଆ ତାଲିକା: ଅକ୍ଟୋବରରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ
- ଅକ୍ଟୋବରରୁ ହ୍ୱାଟସ୍ଆପ୍ରେ ମେସେଜ୍ କଲେ ଗଣିବେ ଟଙ୍କା
- ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସପେଣ୍ଡ ହେଲେ ରାୟଗଡ଼ା ପୌରାଧ୍ୟକ୍ଷ ଓ କାଉନସିଲର
- ଛକା ମାରିବାରେ କୋହଲିଙ୍କ ପ୍ରଥମ ପସନ୍ଦ ୪୭ ବର୍ଷୀୟ କ୍ରିସ ଗେଲ
- କଟକରେ ନକଲି ପନିର କାରବାର: ୧୧ ଜଣଙ୍କ ନାମରେ ଏତଲା, ତଦନ୍ତ ଜୋରଦାର

Comments are closed.