ଭୁବନେଶ୍ୱର : ଚାଲିଗଲେ ସାମ୍ବାଦିକ ମନୋଜ ପାତ୍ର । ରାୟଗଡାର ଜିଲ୍ଲାର ଓଡିଭି ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ମନୋଜ ପାତ୍ରଙ୍କ ଆଜି ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ମନୋଜଙ୍କୁ ୫୫ ବର୍ଷ ବୟସ ହୋଇଥିଲା । ଅସୁସ୍ଥ ହେବାରୁ ମୋନଜଙ୍କ ଚିକିତ୍ସା ଚାଲିଥିଲା ।ହେଲେ ଆଜି ଚିକିତ୍ସାଧିନ ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏନେଇ ବିଭିନ୍ନ ମହଲରୁ ତାଙ୍କର ଅମର ଆତ୍ମାର ସଦଗତି କାମନା କରାଯାଇଛି ।
BREAKING NEWS
- ଜୁଲାଇ-୨୦୨୬ ଶିକ୍ଷାବର୍ଷ ପାଇଁ ‘ଇଗ୍ନୋ’ର ନାମଲେଖା ୩୧କୁ ବୃଦ୍ଧି
- ବିଶ୍ୱକପର ନୂଆ ଫର୍ମାଟ ନେଇ ଡବ୍ଲ୍ୟୁସିଏ ଅସନ୍ତୁଷ୍ଟ, ବଢ଼ିପାରେ ବିବାଦ
- ରଥଯାତ୍ରା ଦଳାଚକଟା ଘଟଣା; ପୁରୀ ଜିଲ୍ଲାପାଳଙ୍କୁ ଜବାବ ତଲବ କଲେ ମାନବାଧିକାର କମିଶନ
- ୩ ଟ୍ରକ୍ରେ ଚାଲାଣ କରୁଥିଲେ ମଇଁଷି…ବନ୍ଧାହେଲେ ୩
- ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
- ଏସସିବି ମେଡିକାଲ ଆଇସିୟୁ ଅଗ୍ନିକାଣ୍ଡ ଘଟଣା: ପୁଣି ୨ ମାସ ବଢିଲା ଲକ୍ଷ୍ମୀଧର ବିଶ୍ୱାଳ କମିଶନଙ୍କ କାର୍ଯ୍ୟକାଳ
- ନାବାଳକକୁ କଙ୍ଗାରୁ କୋର୍ଟ ମାମଲା: ଜଣେ ଗିରଫ, ୩ ଅଭିଯୁକ୍ତ ଚିହ୍ନଟ
- ୧୩ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା
- ଡିଜିଟାଲାଇଜେସନ ହେବ ସ୍ୱାସ୍ଥ୍ୟ ବିଭାଗ, Aarogya 2.0 ଆପରେ ଯୋଡି ହେବ ସମସ୍ତ ଘରୋଇ ଓ ସରକାରୀ ମେଡିକାଲ
- ଏପ୍ରିଲରୁ ଜୁନ ମଧ୍ୟରେ ଏକାସାଙ୍ଗରେ ହୋଇପାରେ ପଞ୍ଚାୟତ ଓ ପୌର ନିର୍ବାଚନ
Comments are closed.