ଭୁବନେଶ୍ୱର: ଟିକାକରଣରେ ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି ବିଏମସି । ୨୭ଲକ୍ଷ ଟିକାକରଣ ଲକ୍ଷ୍ୟ ହାସଲ କରିଛି ବିଏମସି । ଆଜି ପର୍ଯ୍ୟନ୍ତ ବିଏମସିରେ ମୋଟ୍ ୨୭ଲକ୍ଷ ୩ ହଜାର ୩୩୩ଜଣଙ୍କୁ ଟିକା ଦିଆଯାଇଛି । ୧୪ଲକ୍ଷ ୧୫ହଜାର ୫୦୬ ଜଣ ପ୍ରଥମ ଡ଼ୋଜ୍ ନେଇଛନ୍ତି । ୧୨ ଲକ୍ଷ ୮୭ହଜାର ୮୨୭ଜଣ ଦୁଇଟି ଯାକ ଡ଼ୋଜ୍ ନେଇଛନ୍ତି । ଏବେବି ବିଏମସିରେ ଟିକାକରଣ ଜାରି ରହିଛି ।
BREAKING NEWS
- ଆସନ୍ତାକାଲି ରାଜ୍ୟର ୭ଟି ଷ୍ଟେସନର ଶୁଭ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
- ପହଣ୍ଡି ବେଳେ ଟାହିଆ ଶୂନ୍ୟ ମହାପ୍ରଭୁ; ଓଡ଼ିଆ ଜାତିର ଭାବାବେଗକୁ ଆଘାତ, ଉଚ୍ଚ ସ୍ତରୀୟ ତଦନ୍ତ ଦାବି…
- ଆହୁରି ସୁଦୃଢ ହେଲା ଭାରତୀୟ ସେନା; DRDO ବିକଶିତ କଲା ଏହି ଖାସ୍ ନେଟଓ୍ବର୍କ
- ମମତା ବାନାର୍ଜୀଙ୍କୁ ଆଉ ଏକ ଝଟକା; ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ କୋଏଲ ମଲ୍କିକ
- ଜାଡେଜାଙ୍କ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବା ଆଶା ପ୍ରାୟତଃ ଧୂଳିସାତ
- ବିଶ୍ବ ପ୍ରସିଦ୍ଧ ରଥଯାତ୍ରା: ପୁରୀରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୋନୁ ନିଗମ
- ହୃଦୟ ବିଦାରକ ଘଟଣା: ୪ ବର୍ଷର ପୁଅକୁ ହତ୍ୟା କଲେ ବାପା
- ରଥଯାତ୍ରାରେ ଅଘଟଣ; ଦଳା ଚକଟାରେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରଦ୍ଧାଳୁ ମୃତ, ଅନେକ ଗୁରୁତର
- କଣ୍ଟାବାଡ଼-ମଲ୍ଲିପଦରକୁ ଯୋଗାଯୋଗ ହେଲା ବିଛିନ୍ନ;ମୁଖ୍ୟ ରାସ୍ତା ଉପରେ ୩ଫୁଟର ପାଣି
- ISROରେ ବଡ଼ ସଙ୍କଟ; ଇସ୍ତଫା ଦେଲେଣି ୧୦୦ରୁ ଅଧିକ ଅଭିଜ୍ଞ, କାହିଁକି ଇସ୍ରୋ ଛାଡ଼ୁଛନ୍ତି ବୈଜ୍ଞାନିକ?
Comments are closed.