Latest Odisha News

BREAKING NEWS

ପାଣିପାଗ ବିଭାଗର ସତର୍କ ସୂଚନା; ଏହି ୯ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୯ ଟି ଜିଲ୍ଲାରେ ବର୍ଷା ସହ ଘଡଘଡି ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ, କୋରାପୁଟ, ରାୟଗଡା, ଗଜପତି, କନ୍ଧମାଳ, ଗଞ୍ଜାମ, ନୂଆପଡା,…

ସୁଶାନ୍ତଙ୍କ ପାଇଁ ନ୍ୟାୟ ଦାବି କରି ହଙ୍ଗର ଷ୍ଟ୍ରାଇକ କରିବାକୁ ଧମକ ଦେଲେ ତାଙ୍କ ୨ ବନ୍ଧୁ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାରେ ସିବିଆଇ ତରଫରୁ କୌଣସି ଦୃଷ୍ଟାନ୍ତ ମୂଳକ ତଥ୍ୟ ସାମ୍ନାକୁ ଆସୁନାହିଁ। ତେବେ ଏଭଳି ପରିସ୍ଥିତିରେ ମୃତ ସୁଶାନ୍ତଙ୍କୁ ନ୍ୟାୟ ଦେବା ଜିଦରେ ଆଗକୁ ଆସିଛନ୍ତି ତାଙ୍କର ଦୁଇ ବନ୍ଧୁ । ଯଥାଶୀଘ୍ର ସୁଶାନ୍ତଙ୍କୁ ନ୍ୟାୟ ନମିଳିଲେ ତାଙ୍କର ଦୁଇ ବନ୍ଧୁ…

ବିଧାନସଭା ଉପ ବାଚସ୍ପତିଙ୍କୁ କରୋନା

ଅନୁଗୁଳ: ବିଧାନସଭା ଉପ ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସୂଚନା ଅନୁସାରେ, ତାଙ୍କୁ ଅଳ୍ପ ଜ୍ଵର ଥିବା ଯୋଗୁଁ ସେ ଟେଷ୍ଟ କରାଇଥିଲେ। ପରେ ତାଙ୍କୁ କରୋନା ଥିବା ସ୍ପଷ୍ଟ ହୋଇଥିଲା । ସେ ଭୁବନେଶ୍ୱରର ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇ…

ଖେଳକୁଦ ବୟସରେ ବିଛଣାରେ ପଡି ରହିଛି କୁନି ଝିଅ; କାରଣ ଜାଣିଲେ ଆଖିରୁ ଝରି ଆସିବ ଲୁହ !

ଯାଜପୁର: ଅସହ୍ୟ ହେଉଛି ଯନ୍ତ୍ରଣା । ତଥାପି ମୁକୁଳିବାକୁ ବାଟ ନାହିଁ । ଖେଳକୁଦ ବୟସରେ ଅକାମୀ ହୋଇଯାଇଛି ଶରୀର । ଯନ୍ତ୍ରଣାରେ ଛଟପଟ ହେଉଛି ଜୀବନ । ବିଦ୍ୟୁତ୍ ଆଘାତରେ ପୋଡିଯାଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି ଯାଜପୁର ବାରଗଡିଆ ଅଂଚଳର ୧୨ ବର୍ଷିୟା ପ୍ରିୟାଗ୍ନୀ ଦେଓ । ବିଦ୍ୟୁତ୍ ଆଘାତ…

ଡ଼ାକ୍ତରଖାନାର ଆଇସିୟୁରେ ନିଆଁ; ଅଳ୍ପକେ ବଞ୍ଚିଲେ ରୋଗୀ

କୋହ୍ଲାପୁର: ପୁଣି ଏକ ଡାକ୍ତରଖାନାରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତିଗଲେ ପାଖାପାଖି ୧୫ ରୋଗୀ । ସୂଚନାନୁସାରେ, ମହାରାଷ୍ଟ୍ରର କୋଲହାପୁର ଜିଲ୍ଲାର ଛତ୍ରପତି ପ୍ରମିଳା ରାଜେ ଜେନେରାଲ ହସ୍ପିଟାଲର ଆଇସିୟୁ ବିଭାଗରେ ଘଟିଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଘଟିବା ସଂଗେ ସଙ୍ଗେ…

ସେପ୍ଟେମ୍ବର ୩୦ ଯାଏଁ ଗାନ୍ଧୀ ମାର୍ଗରେ ବିକ୍ଷୋଭ ମନା : ଡିଜିପି

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଓଡିଶା ବିଧାନସଭା ନିକଟରେ କୌଣସି ବିକ୍ଷୋଭ ପ୍ରଦର୍ଶନ, ଧାରଣା ତଥା ପ୍ରତିବାଦ ପ୍ରଦର୍ଶନକୁ ଅନୁମତି ଦିଆଯିବ ନାହିଁ ବୋଲି ପୋଲିସ ମହାନିର୍ଦ୍ଦେଶକ ଅଭୟ ସୋମବାର ଦିନ ସୂଚନା ଦେଇଛନ୍ତି। କୋଭିଡକୁ ନଜରରେ ରଖି ଚଳିତ ଅଧିବେଶନରେ ଧାରଣା ପାଇଁ…

ମହାନଦୀରେ ୨ଟି ସେତୁର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତିର୍ତ୍ତୋଲ ଅଞ୍ଚଳରେ ମହାନଦୀ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୧୧୮.୫୬ କୋଟି ଟଙ୍କା ବ୍ୟୟରେ ସୋମବାର ଦିନ ତିର୍ତ୍ତୋଲ-ପୋଷଳ ହାଇ ଲେବେଲ ସେତୁ ଏବଂ ପୂର୍ତ୍ତ ବିଭାଗ ପକ୍ଷରୁ ମହାନଦୀ ଉପରେ ୮୨ କୋଟି ୫୫ ଲକ୍ଷ ଟଙ୍କା ବ୍ୟୟରେ ଜଇପୁର-କଟିକଟା ହାଇଲେବେଲ ସେତୁର ଶିଳାନ୍ୟାସ…

ଆଗାମୀ ତିନିବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ତିନି ବର୍ଷରେ ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଆଜି ଫକୀରମୋହନଙ୍କ ଭୂମି, ଓଡିଆ ଭାଷା ସୁରକ୍ଷା ଭୂମି ବାଲେଶ୍ବରରୁ ବସ୍ତି ଉନ୍ନତୀକରଣ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହରର…

ଅନ୍ତର୍ଜାତୀୟ ସୂଚନା ଅଧିକାର ଦିବସ; କେବେଠୁ ହେଉଛି ପାଳିତ, ଜାଣନ୍ତୁ

ଭୁବନେଶ୍ୱର: ୟୁନେସ୍କୋ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୮ରେ 'ଅନ୍ତର୍ଜାତୀୟ ସୂଚନା ଅଧିକାର' ଦିବସ ପାଳନ କରାଯାଏ। ଏହାକୁ ଇଣ୍ଟରନ୍ୟାସନାଲ୍ ‘ରାଇଟ୍ ଟୁ ନୋ ଡେ’ ଓ ‘ଆକ୍‌ସେସ୍ ଟୁ ଇନ୍‌ଫର୍‌ମେସନ୍ ଡେ’ ମଧ୍ୟ କୁହାଯାଏ । ଜାଣନ୍ତୁ, କେବେଠୁ ହେଉଛି ପାଳିତ ସମଗ୍ର ବିଶ୍ୱରେ ସର୍ବ…

ରିୟା ଚକ୍ରବର୍ତ୍ତୀଙ୍କ ବାୟୋପିକ ନିର୍ମାଣ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି ଚଳଚ୍ଚିତ୍ର ନିର୍ମାତା !

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ପରଠାରୁ ରିୟା ଚକ୍ରବର୍ତ୍ତୀ ଚର୍ଚ୍ଚାର ପରିସର ମଧ୍ୟରେ ରହି ଆସିଛନ୍ତି ମୁମ୍ବାଇ ଦର୍ପଣର ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ମୃତ୍ୟ ମାମଲା ଜାତୀୟ ସହ ବହୁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ପ୍ରସାରିତ ହେଉଛି । ଏଭଳି ପରିସ୍ଥିତିରେ…