ଆଜି ଭାରତ ପହଞ୍ଚିପାରେ ସ୍ପୁଟ୍ନିକ-ଭିର ପ୍ରଥମ ଡୋଜ
ନୂଆଦିଲ୍ଲୀ: ଆଜି ଭାରତକୁ ଆସିପାରେ ରୁଷିଆ ଟିକା ସ୍ପୁଟ୍ନିକ-ଭି ପ୍ରଥମ ଡୋଜ। କରୋନାଭାଇରସ୍ ରୋଗ ବିରୁଦ୍ଧରେ ରୁଷିଆରେ ନିର୍ମିତ ଟିକା ଗ୍ରହଣ କରିବାକୁ ଯାଉଛି। କାରଣ ଦେଶରେ କୋଭିଡ୍-୧୯ ରୋଗ ଏବଂ ମୃତ୍ୟୁ ସଂଖ୍ୟା ବଢିଚାଲିଛି ଏବଂ ଗତ ୯ ଦିନ ଧରି ଦେଶରେ ୩ ଲକ୍ଷରୁ ଅଧିକ ନୂତନ ସଂକ୍ରମଣ…