Latest Odisha News

BREAKING NEWS

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

ବାଲେଶ୍ୱର: କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳରୁ ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଜବତ ହୋଇଛି ୧ କେଜି ୩୬୦ ଗ୍ରାମ ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩୬ ଲକ୍ଷ…

ଭାରତୀୟଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ନୂଆଦିଲ୍ଲୀ: ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି। ଆମେରିକା ମଧ୍ୟ ଭାରତୀୟଙ୍କ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛି। ଏ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦ୍ବାରା ଘୋଷଣା କରାଯାଇଛି। ତେବେ ଏହି ପ୍ରତିବନ୍ଧକରୁ…

ଆଗପଛ ହୋଇ କରୋନାରେ ଚାଲିଗଲେ ସାମ୍ବାଦିକ ଦମ୍ପତି

ନୂଆଦିଲ୍ଲୀ: ଆଉ କେତେ ନିଷ୍ଠୁର ହେବ କରୋନା ? କେତେ ଲୋକଙ୍କ ଜୀବନ ନେବ ମହାମାରୀ ? ରୋହିତ ଶରଦାନାଙ୍କ ଦେହାନ୍ତକୁ ୨୪ ଘଣ୍ଟା ପୂରି ନଥିବା ବେଳେ କରୋନାରେ ଆଖି ବୁଜିଲେ ଆସାମର ସାମ୍ବାଦିକ ଦମ୍ପତି । ଦିଲ୍ଲୀରେ କାର୍ୟ୍ୟରତ ବରିଷ୍ଠ ସାମ୍ବାଦିକ କଲ୍ୟାଣ ବରୁଆ ଓ ତାଙ୍କ ପତ୍ନୀ ନୀଲାକ୍ଷୀ…

ଭାରତକୁ ୩୦୦୦ ଅଜ୍ସିଜେନ କନ୍‌ସେନ୍‌ଟ୍ରେଟର ପଠାଇବ ୟୁନିସେଫ୍‌

ନୂଆଦିଲ୍ଲୀ: ମିଳିତ ଜାତିସଂଘ ଚିଲ୍‌ଡ୍ରେନ୍ସ ଏଜେନ୍ସି ଗୁରୁତ୍ବପୂର୍ଣ୍ଣ ଜୀବନ ରକ୍ଷାକାରୀ ସାମଗ୍ରୀ ଭାରତ ପଠାଇବ।  ଯେଉଁଥିରେ ୩୦୦୦ ଅକ୍ସିଜେନ କନ୍‌ସେନ୍‌ଟ୍ରେଟର, ଡାଇଗ୍ନୋଷ୍ଟିକ୍ ଟେଷ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। କରୋନା ସଙ୍କଟ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢାଇଛି…

କରୋନାରେ ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ

ନୂଆଦିଲ୍ଲୀ: ଚଳଚ୍ଚିତ୍ର, ଟିଭି ସୋ ଏବଂ ୱେବ୍ ସିରିଜରେ ଅଭିନୟ କରିଥିବା ଲୋକପ୍ରିୟ ଅଭିନେତା ବିକ୍ରମଜିତ୍ କନୱାରପାଲଙ୍କ କୋଭିଡ-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ହୋଇଥିଲା। ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଟ୍ୱିଟରରେ…

ଏସ୍‌ପି ନେତା ମହମ୍ମଦ ଆଜାମ ଖାନ କରୋନା ପଜିଟିଭ

ନୂଆଦିଲ୍ଲୀ: ବର୍ତ୍ତମାନ ସୀତପୁର ଜେଲରେ ରହୁଥିବା ବରିଷ୍ଠ ସମାଜବାଦୀ ପାର୍ଟି ସାଂସଦ ମହମ୍ମଦ ଆଜାମ ଖାନ ଶୁକ୍ରବାର ରାତିରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜାମ ଖାନ ଜେଲ ପରିସରରେ ଥିବା ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଯୋଗୀ ଆଦିତ୍ୟନାଥ ସରକାରଙ୍କ ବିରୋଧରେ ଜମି…

ଭାରତ ଫେରନ୍ତାଙ୍କ ଉପରେ ବ୍ୟାନ୍ ଲଗାଇଲା ଅଷ୍ଟ୍ରେଲିଆ, ଉଲ୍ଲଂଘନ କଲେ ଜେଲ୍ ଓ ଜରିମାନା

ସିଡନୀ: ଭାରତରେ କରୋନା ସଂକ୍ରମଣ ବ୍ୟାପୁଛି । ବିଭିନ୍ନ ଦେଶ ଭାରତକୁ ବିମାନସେବା ଉପରେ ପ୍ରତିବନ୍ଧକ ଲଗାଉଛନ୍ତି । ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତରୁ ଆସୁଥିବା ଯାତ୍ରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି ଅଷ୍ଟ୍ରେଲିଆ । ଏପରିକି ନିୟମ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ ।…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୮ ମୃତ

ଭାରୁଚ: ଗୁଜୁରାଟର ଭାରୁଚର ଏକ ଡାକ୍ତରଖାନାରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଚାରି ମହଲା ବିଶିଷ୍ଟ ୱେଲଫେୟାର ହସ୍ପିଟାଲରେ ପ୍ରାୟ ୫୦ ଜଣ ରୋଗୀ ଥିବା ବେଳେ ରାତି ୧ଟାରେ କୋଭିଡ ୱାର୍ଡରେ ନିଆଁ ଲାଗିଥିଲା। ସୌଭାଗ୍ୟବଶତଃ ସେମାନଙ୍କୁ…

ଆଜିଠୁ ଆରମ୍ଭ ହେବ ଝାରସୁଗୁଡା-ପାଟନା ମଧ୍ୟରେ ବିମାନ ଚଳାଚଳ

ଝାରସୁଗୁଡା: ଦେଶର ଦ୍ୱିତୀୟ ବୃହତ୍ତମ ବିମାନ କମ୍ପାନୀ ସ୍ପାଇସଜେଟ୍ ପଶ୍ଚିମ ଓଡିଶା ସହରର ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛି। ଶନିବାର ଦିନ ଅର୍ଥାତ୍‌ ଆଜିଠୁ ଝାରସୁଗୁଡା ଏବଂ ପାଟନା ମଧ୍ୟରେ ବିମାନ ସେବା ଆରମ୍ଭ କରିଛି। ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଅଧିକାରୀ କିଶୋର କୁମାର…

ମାଲକାନଗିରିରେ ଲସି ପିଇ ଶତାଧିକ ଅସୁସ୍ଥ

ମାଲକାନଗିରି: କାଳ ହେଲା ଲସି । ସାପ୍ତାହିକ ହାଟରୁ ଲସି ପିଇ ଶତାଧିକ ଅସୁସ୍ଥ । ମାଲକାନଗିରି ଜିଲ୍ଲାରୁ ଏଭଳି ଖବର ସାମନାକୁ ଆସିଛି । କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ଶହେରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ୬୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା…