Latest Odisha News

BREAKING NEWS

ଖରାଦିନରେ ଏହିଭଳି ନିଅନ୍ତୁ ନିଜର ଯତ୍ନ; ଶରୀରରୁ କମ୍ ହେବ ନାହିଁ ଜଳିୟାଂଶ

ଭୁବନେଶ୍ୱର: ମାଘ ମାସ ନସରୁଣୁ ସାରା ରାଜ୍ୟରେ ଆରମ୍ଭ ହୋଇଗଲାଣି ପ୍ରବଳ ଗ୍ରୀଷ୍ଣ ପ୍ରଭାବ। ଲୋକେ ଘରୁ ବାହାରକୁ ବାହାରିିବାକୁ ଡରୁଛନ୍ତି ।କିନ୍ତୁ ଯେତେ ଖରା ହେଲେ ବି ଦୈନଦିନ କାର୍ଯ୍ୟ ତ କରିବାକୁ ପଡିଥାଏ । ଖରାକୁ ଅଟକାଇ ହେବନାହିଁ ମାତ୍ର ଏହା ଦାଉରୁ ନିଜକୁ କିପରି ରକ୍ଷା କରିବା ଆସନ୍ତୁ…

ବୁର୍ଲା ଭିସୁଟ୍ ସଟ୍ ଡାଉନ

ସମ୍ବଲପୁର: ବୁର୍ଲା ଭିସୁଟ୍ ରେ କରୋନା ପଜିଟିଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସଟ୍ ଡାଉନ ଘୋଷଣା କରାଯାଇଛି । ଏଠାରେ ୨୯ ଜଣ ଛାତ୍ରଛାତ୍ରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପଦକ୍ଷପେ ନିଆଯାଇଛି । ଭିସୁଟ୍‌ର ହଷ୍ଟେଲଗୁଡିକୁ…

କାର ଘଷି ହୋଇ ଯିବାରୁ ବରିଷ୍ଠ ନାଗରିକଙ୍କୁ ମାଡ ଅଭିଯୋଗ, ଜଣେ ଗିରଫ

ଭୁବନେଶ୍ୱର: ପେଟ୍ରୋଲ ପମ୍ପ ନିକଟରେ ପେଟ୍ରୋଲ ପକାଇବା ବେଳେ ଜଣେ ଯୁବକଙ୍କ କାର ମିରର୍ ସହ ଜଣେ ବରିଷ୍ଠ ନାଗରିକଙ୍କ କାର ଘଷି ହୋଇଯିବାରୁ ତୁମୁଳକାଣ୍ଡ । ଯୁବକ ଜଣକ ବରିଷ୍ଠ ନାଗରିକଙ୍କୁ ନିସ୍ତୁକ ମାଡ ମାରିବା ସହ ପାଞ୍ଚ ହଜାର ଟଙ୍କା ଦାବି କରିଥିଲା । ଏୟାରଫିଲ୍ଡ ଥାନାରେ ଅଭିଯୋଗ ପରେ…

ଓଡିଶାରେ ଗ୍ରୀଷ୍ମପ୍ରବାହ; ଲଗାତାର ଚତୁର୍ଥ ଦିନ ପାଇଁ ଭୁବନେଶ୍ବର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ଲଗାତାର କିଛି ଦିନ ଧରି ରାଜଧାନୀ ଭୁବନେଶ୍ବର ଦେଶର ସବୁଠୁ ଉତ୍ତପ୍ତ ସହର ଭାବେ ରେକର୍ଡ କଲାଣି। ଖରାର ପ୍ରଖରତା ଅତିଷ୍ଠ କରୁଥିବା ବେଳେ ଏବେଠୁ ଝାଞ୍ଜି ପବନ ବହିବା ଆରମ୍ଭ ହୋଇଗଲାଣି। ବେଶ୍ କିଛି ଦିନ ହେଲା ରାଜଧାନୀର ସର୍ବାଧିକ ତାପମାତ୍ରା ବଢ଼ି ଚାଲିଛି ଓ ସର୍ବନିମ୍ନ…

ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଭୁବନେଶ୍ୱର :  ଧଉଳି କଳା ମହୋତ୍ସବ ଅବସରରେ ଧଉଳି ଚାରୁକଳା ମହାବିଦ୍ୟାଳୟ ଦ୍ୱାରା ଆୟୋଜିତ ଚତୁର୍ଥ ଅନ୍ତର୍ଜାତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ-୨୦୨୧ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଧର୍ମପଦ ପୁରସ୍କାର ପ୍ରାପ୍ତ ଶିଳ୍ପୀ ବିନୋଦ ମହାରଣା , ଧଉଳି ସରପଞ୍ଚ…

ସୃଷ୍ଟିର ପ୍ରକୃତ ମୂଲ୍ୟାୟନ ହୁଏ ସର୍ବକାଳୀନ ପାଠକମାନଙ୍କ ଗ୍ରହଣଶୀଳତାରେ : ରାମକୃଷ୍ଣ

ସମକାଳୀନ ଓଡ଼ିଆ ସାହିତ୍ୟରେ ସୁପରିଚିତ ନାଁ କବି ରାମକୃଷ୍ଣ l ତାଙ୍କ ସୃଷ୍ଟିର ବଳୟ ମାପିବା ଖୁବ କଷ୍ଟକର l ତାଙ୍କ ରଚନାର ପ୍ରତିଟି ଅକ୍ଷରରେ ବାରି ହୋଇ ପଡ଼େ ତାଙ୍କ ସୃଜନଶୀଳତାର ନିଆରାପଣ l ପାଠକଙ୍କୁ ବାନ୍ଧିରଖେ ତାଙ୍କ ଶବ୍ଦ ଚାତୁରୀର ଚମତ୍କାରିତା l ଅନୁଭବ, ଅନୁଭୂତି ଓ କଳ୍ପନାର…

କବିତା : ନିଦାଘର ଯନ୍ତ୍ରଣା

ଅଶ୍ବିନୀ ତ୍ରିପାଠୀ ସରିଆସେ ଶୀତ ଆସିଲେ ବସନ୍ତ ଗୁଞ୍ଜରି ଉଠଇ ଧରା ମୃଦୁ ମଳୟରେ ଆସ ତୁମେ ବାରେ ପହିଲି ଫଗୁଣ ଖରା ।। ପ୍ରକ୍ରୁତିର ରାଣୀ ସୁନ୍ଦର ଧରଣୀ ଅସରନ୍ତି ଆଶା ନେଇ ଅପେକ୍ଷାର ଅନ୍ତ ହେ ଚିର ବସନ୍ତ କେତେ କଥା ଯାଅ କହି ।। ଫଗୁଣ ସକାଳ କେତେ ଯେ ସ୍ବପ୍ନିଳ ଅନୁଭବ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା ୨୮-୨-୨୦୨୧ ରବିବାର ଆଜି ଦିନର ମହତ୍ତ୍ଵ ଆଜି ୨୦୨୧ ମସିହା ଫେବୃୟାରୀ ତା ୨୮ ରିଖ ରବିବାର କୁମ୍ଭ ୧୭ ଦିନ ଫାଲଗୁନ ମାସ କୃଷ୍ଣପକ୍ଷ ପ୍ରତିପଦା ଭୁକ୍ତ ଦ୍ବିତୀୟା ତିଥି ପୂର୍ବ ଫାଲଗୁନୀ ନକ୍ଷତ୍ର ସକାଳ ୯ଟା ୩୮ମିନିଟ୍ ପର୍ଯ୍ୟନ୍ତ ଭୋଗ ହେବ ତାପରେ ଉତ୍ତରା…

ଆଇଏସଏଲ:ବାମ୍ବୋଲିନରେ ଗୋଲବର୍ଷା, ଇଷ୍ଟବେଙ୍ଗଲକୁ ହରାଇଲା ଓଡିଶା

ଭୁବନେଶ୍ୱର: ଗୋଆର ବାମ୍ବୋଲିନ ଷ୍ଟାଡିୟମରେ ଚାଲିଥିବା ଆଇଏସଏଲର ଏକ ମୁକାବିଲାରେ ଗୋଲ ବର୍ଷା ଦେଖିବାକୁ ମିଳିଛି । ଓଡିଶା ଏଫସି ଓ ଇଷ୍ଟବେଙ୍ଗଲ ମଧ୍ୟରେ ଅନୁଷ୍ଠିତ ଏହି ମୁକାବିଲାରେ ୧୧ ଗୋଲ ସ୍କୋର ହୋଇଥିଲା । ଓଡିଶା ୬-୫ ଗୋଲରେ ଅପେକ୍ଷାକୃତ ଶକ୍ତିଶାଳୀ ଇଷ୍ଟବେଙ୍ଗଲକୁ ପରାସ୍ତ କରି…

ଦର୍ଶକଙ୍କ ବିନା ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବ୍ୟାପୁଥିବାରୁ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଫଳରେ ପୁଣେରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ ସିରିଜ ଦର୍ଶକଙ୍କ ବିନା ଖେଳାଯିବ । ଏପରି କି ଯଦି ଆବଶ୍ୟକ ପଢ଼େ ଆୟୋଜନ ସ୍ଥଳ ମଧ୍ୟ ବଦଳାଯାଇ ପାରେ । ମାର୍ଚ୍ଚ ୨୩, ୨୬…