ଆଜି ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପିଏମ୍ ମୋଦୀ
ନୂଆଦିଲ୍ଲୀ: ରବିବାର ସକାଳ ୧୧ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାସିକ ରେଡିଓ କାର୍ଯ୍ୟକ୍ରମ 'ମନ କୀ ବାତ୍'ର ୭୬ ତମ ଏପିସୋଡକୁ ସମ୍ବୋଧିତ କରିବେ। ଦେଶବାସୀଙ୍କୁ କରୋନାଭାଇରସ୍ର ଦ୍ୱିତୀୟ ତରଙ୍ଗ ଦେଶକୁ ଗ୍ରାସ କରିଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସମ୍ବୋଧନ କରିବେ।…