Latest Odisha News

BREAKING NEWS

ରାଜଧାନୀର ଲେଡି ଡନ ବସିରନ୍, ରହିଛି ୧୧୩ ଅପରାଧିକ ମାମଲା

ନୂଆଦିଲ୍ଲୀ:  ଦେଶରେ ଏମିତି ଜଣେ କୁଖ୍ୟାତ ମମି ଲେଡି ଡନ ଅଛନ୍ତି ଯାହାର ବୟସ ବର୍ତ୍ତମାନ ୬୫ ବର୍ଷ । ବୃଦ୍ଧାବସ୍ଥାରେ ବି ତାଙ୍କର ଦବଦବା ରହିଛି । ଏହି ଲେଡି ଡନଙ୍କ ଘର ରାଜଧାନୀ ଦିଲ୍ଲୀରେ ।  କମ୍ ବୟସରେ ତାଙ୍କର ବାହାଘର ହୋଇଥିଲା। ବାହାଘର ପରେ ସ୍ୱାମୀ ସହ ଆଗ୍ରାରୁ ଦିଲ୍ଲୀକୁ ପଳେଇ…

ଆସିଲା ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଦସ୍‌ଭି’ର ପ୍ରଥମ ଝଲକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ସୋମବାର ଦିନ ଦୀନେଶ ଭିଜାନଙ୍କ ଆଗାମୀ ସାମାଜିକ କମେଡି 'ଦସ୍‌ଭି'ରେ ନଜର ଆସିବେ ବୋଲି ଘୋଷଣା କରିଛନ୍ତି। ଏଥିରେ ସେ ଗଙ୍ଗା ରାମ ଚୌଧୁରୀଙ୍କ ଚରିତ୍ରରେ ଅଭିନୟ କରିବେ। ଯେଉଁଥିରେ ୟାମି ଗୌତମ ଏବଂ ନିମ୍ରତ କୌର ମଧ୍ୟ ଅଭିନୟ କରିବେ।…

ରାଜ୍ୟ ବଜେଟର ଫୋକସରେ କୃଷି ଓ କୃଷକ

ଭୁବନେଶ୍ୱର: ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ପାଇଁ ବ୍ୟୟ ଅଟକଳ ରହିଛି ୧ ଲକ୍ଷ ୭୦ ହଜାର କୋଟି ଟଙ୍କା । ଏଥର ବଜେଟରେ କୃଷି ପାଇଁ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଉପସ୍ଥାପନ ହୋଇଥିବା ବଜେଟରେ ୧ ହଜାର ଉଠା ଜଳସେଚନ ପଏଣ୍ଟ ପୁନଃଉଦ୍ଧାର ପାଇଁ ୧ଶହ ୬୦ କୋଟି…

ଏହି ଦିନ ମୁକ୍ତିଲାଭ କରିବ ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ଅନେକ’

ନୂଆଦିଲ୍ଲୀ: ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମର ରିଲିଜ୍ ତାରିଖ ଖୋଲାଯାଇଛି। ୨୦୨୧ ରେ ଏହା ଆୟୁଷ୍ମାନଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ହେବ, ଯାହା ପ୍ରେକ୍ଷାଳୟକୁ ଆସିବ। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଅନେକ ୧୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଆୟୁଷ୍ମାନ ଏହି…

୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର

ଭୁବନେଶ୍ବର:ଗଣମାଧ୍ୟମ ଆଗରେ ୨୨ ବର୍ଷର କଳା କାହାଣୀକୁ ନେଇ ସାମ୍ବାଦିକ ସମ୍ମିଳନୀ କଲେ ଅଞ୍ଜନା ମିଶ୍ର । ସେ କହିଛନ୍ତି ୨୨ ବର୍ଷ ହେବ ମୁଁ ମରି ମରି ବଞ୍ଚିଛି । ଘରେ ପାଟି ଚୁପ କରି ବସିବା ପାଇଁ ଧମକ ଦିଆଯାଇଛି । ମୋତେ ଓ ମୋ ଘର ଉପରକୁ ବାରମ୍ବାର ଆକ୍ରମଣ କରାଯାଇଛି । ମୁଁ କେସ ଫାଇଲ…

ଘରୋଇ ପରିବେଶରେ ଧୋନୀଙ୍କ ରେକର୍ଡ ଭାଙ୍ଗିବା ପାଇଁ କୋହଲିଙ୍କ ନିକଟରେ ସୁଯୋଗ

ମୋଟେରା: ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନିକଟରେ ଆଉ ଏକ ରେକର୍ଡ ଭାଙ୍ଗିବା ସୁଯୋଗ ଉପନୀତ ହୋଇଛି । ଘରୋଇ ପରିବେଶରେ ଅଧିନାୟକ ଭାବେ ସର୍ବାଧିକ ଟେଷ୍ଟ ଜିତିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ସହ ସେ ସମକକ୍ଷ ହୋଇଛନ୍ତି ।…

କେନ୍ଦୁଝର ଯୋଡାରେ ଗୋଷ୍ଠୀ ସଂଘର୍ଷ : ଜଣେ ମୃତ, ଜଣେ ଆହତ

ଯୋଡା: ଦୁର୍ଘଟଣାରୁ ଗୋଷ୍ଠୀ ସଂଘର୍ଷ । କେନ୍ଦୁଝର ଯୋଡାରେ ଗୋଷ୍ଠୀ ସଂଘର୍ଷ । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି । ଏହି ଘଟଣାରେ ଯୋଡ଼ା ପୋଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି…

ଟୁଲ୍କିଟ୍ ମାମଲା: ଏକ ଦିନିଆ ପୋଲିସ ହେପାଜତକୁ ଗଲେ ଦିଶା

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲ୍କିଟ୍ ମାମଲାରେ ସୋମବାର ଦିନ ଦିଲ୍ଲୀର ଏକ କୋର୍ଟ ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କୁ ଏକ ଦିନିଆ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ୨୨ ବର୍ଷିୟା ଦିଶାଙ୍କୁ ପାଞ୍ଚ ଦିନିଆ ହେପାଜତ ପାଇଁ ଦିଲ୍ଲୀ ପୋଲିସର ଅନୁରୋଧକୁ ପଟିଆଲା ହାଉସ କୋର୍ଟ…

୧ .୭୦ ଲକ୍ଷ କୋଟି ଟଙ୍କାର ବଜେଟ ଆଣିଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛନ୍ତି । ଏଥି ମଧ୍ୟରେ ରହିଛି ପ୍ରଶାସନିକ ବ୍ୟୟ ବାବଦରେ ୮୫ ହଜାର କୋଟି, ଯୋଜନା ବ୍ୟୟ ବାବଦରେ ୭୫ ହଜାର ଟଙ୍କା କୋଟି, ବିପର୍ଯ୍ୟୟ ପରିଚାଳନା ବାବଦରେ…

ଭୀମା କୋରେଗାଁଓ ହିଂସା: ବାରବାରା ରାଓଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଭୀମା କୋରୋଗାଁଓ ହିଂସା ମାମଲାରେ ସୋମବାର ୮୧ ବର୍ଷୀୟ ବାରବାରା ରାଓଙ୍କୁ ଅଢ଼େଇ ବର୍ଷ ପରେ ଜାମିନ ମିଳିଛି । ୫୦,୦୦୦ ପର୍ସନାଲ ବଣ୍ଡ ଏବଂ ୬ ମାସ ପର୍ଯ୍ୟନ୍ତ ମୁମ୍ବାଇ ନ ଛାଡି ଯିବା ପାଇଁ ନିର୍ଦ୍ଦେଶ ସହ ତାଙ୍କୁ ଏହି ସର୍ତମୂଳକ ଜାମିନ ମିଳିଛି । ନକ୍ସଲଙ୍କ ସହ ସମ୍ପର୍କ ରଖିବା…