Latest Odisha News

BREAKING NEWS

ରାଜ୍ୟସଭାରୁ ବ୍ୟାଙ୍କ ନିୟାମକ ବିଲ୍ ପାସ୍ ହୋଇଛି, ଜାଣନ୍ତୁ – ବ୍ୟାଙ୍କ ଗ୍ରାହକ ଭାବରେ ଆପଣଙ୍କ ଉପରେ କ’ଣ…

ନୂଆଦିଲ୍ଲୀ: ରାଜ୍ୟସଭାର ଅନୁମୋଦନ ପରେ ବ୍ୟାଙ୍କ ନିୟାମକ ବିଲ୍ ବର୍ତ୍ତମାନ ଆଇନରେ ପରିଣତ ହୋଇଛି। ଗତ ସପ୍ତାହରେ ଲୋକସଭା ଦ୍ୱାରା ଏହି ବିଲ୍ ଅନୁମୋଦନ କରାଯାଇଥିଲା। ଏହି ନୂତନ ନିୟମ ଅନୁଯାୟୀ ଦେଶର ସମବାୟ ବ୍ୟାଙ୍କଗୁଡିକ ଆରବିଆଇର ତତ୍ୱାବଧାନରେ କାର୍ଯ୍ୟ କରିବେ। ଆର୍ଥିକ ଅବନତି ଏବଂ ଦେଶରେ…

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ବଲିଉଡ୍ ଟାଲେଣ୍ଟ ଏଜେନ୍ସି କ୍ୱାନର ସିଇଓଙ୍କୁ ଏନସିବି ସମନ୍‌

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଟାଲେଣ୍ଟ ଏଜେନ୍ସି କ୍ୱାନର ସିଇଓ ଧ୍ରୁବ୍ ଚିତଗୋପେକରଙ୍କୁ ସମନ କରିଛି । ଏସମ୍ପର୍କରେ ଏନସିବିର ଡେପୁଟି ଡାଇରେକ୍ଟର କେପିଏସ୍ ମଲହୋତ୍ରା ସୂଚନା ଦେଇ…

ପ୍ରବଳବର୍ଷା ଯୋଗୁଁ ବାଲେଶ୍ୱରରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ବାଲେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ପରେ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତ ୨୪ ଘଣ୍ଟାରୁ ରାସଗୋବିନ୍ଦପୁର, ମୋରାଡା, ସୁଲିଆପଡା ଏବଂ ଚିତ୍ରାଡା ଉପର ପ୍ରବାହିତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳକା ନଦୀର ଜଳସ୍ତର ମଥାନିରେ ବିପଦ ସଙ୍କେତ…

ତିନି ମାସ ମଧ୍ୟରେ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି ସେଲ ରାଉରକେଲା ଇସ୍ପାତ କାରଖାନା

ରାଉରକେଲା: ସେଲ ରାଉରକେଲା ଇସ୍ପାତ କାରଖାନା ୨୦୨୦ ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବର ମାସ ମଧ୍ୟରେ ଏସୀୟ ଓ ୟୁରୋପୀୟ ଦେଶଙ୍କୁ ୩୪ ହଜାର ଟନରୁ ଉର୍ଦ୍ଧ୍ଵ ପ୍ଳେଟ ରପ୍ତାନୀ କରିଛି। ଚଳିତ ମାସ ଆଉ ୧୦୦୦ ଟନ ରପ୍ତାନୀ ନିମନ୍ତେ ପ୍ରସ୍ତୁତ ରହିଛି । ଏଥିସମେତ ଇସ୍ପାତ କାରଖାନା ୟୁରୋପୀୟ ବଜାରକୁ…

ନିଲମ୍ବିତ ସାଂସଦଙ୍କୁ ସମର୍ଥନ କରି ଗୋଟିଏ ଦିନ ଉପବାସରେ ଶରଦ ପାୱାର

ନୂଆଦିଲ୍ଲୀ: ନିଲମ୍ବନଙ୍କୁ ବିରୋଧ କରି ସଂସଦ ପରିସରରେ ସୋମବାର ରାତିରେ ଧାରଣା ବସିଥିଲେ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା ୮ ସଦସ୍ୟ । ଏବେ ସେମାନଙ୍କୁ ସମର୍ଥନ କରି ଏନସିପି ମୁଖ୍ୟ ଶରଦ ପାୱାର ଗୋଟିଏ ଦିନ ଉପବାସରେ ରହିଥିବା ମଙ୍ଗଳବାର ଦିନ କହିଛନ୍ତି । ସୂଚନାନୁଯାୟୀ, ଲୋକସଭାରେ ପାରିତ…

ଶରଦ ପାୱାର ଓ ଉଦ୍ଧବ ଠାକରେଙ୍କୁ ଆୟକର ନୋଟିସ୍‌; ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ସଂସଦରେ ସରକାର ଓ ବିରୋଧି ଦଳଙ୍କ ମଧ୍ୟରେ ରାଜନୈତିକ ବାକବିତର୍କ ଜାରି ରହିଛି । ଏଭଳି ସମୟରେ ଏନସିପି ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ପାୱାରଙ୍କୁ ଆୟକର ନୋଟିସ୍ ପଠାଯାଇଛି । ଏହାବ୍ୟତିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ମନ୍ତ୍ରୀ ଆଦିତ୍ୟ ଠାକରେ,…

ରିଲିଜ ହେଲା ଆଇବିପିଏସ୍ ପ୍ରୋବେସନାରୀ ଅଫିସର ନିଯୁକ୍ତି ପରୀକ୍ଷା, ୨୦୨୦ର ଆଡମିଟ୍ କାର୍ଡ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) ମଙ୍ଗଳବାର ଦିନ ପ୍ରୋବେସନାରୀ ଅଫିସର (ପିଓ) ପଦବୀ ପାଇଁ ଆଇବିପିଏସ୍ ପ୍ରାଥମିକ ନିଯୁକ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପ୍ରକାଶ କରିଛି। ନାମଲେଖା ହୋଇଥିବା ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍…

ମୁସଲିମ ଝିଅ କଣ୍ଠରୁ ଅନର୍ଗଳ ଝରି ପଡୁଛି ହିନ୍ଦୁ ବେଦ ମନ୍ତ୍ର…

କେନ୍ଦ୍ରାପଡା: ହିନ୍ଦୁ ଧର୍ମର ବେଦ ମନ୍ତ୍ରକୁ ମନେ ରଖିବା ଯେତିକି କଷ୍ଟ ଏହାକୁ ସଠିକ ଭାବେ ଉଚ୍ଚାରଣ କରି ଗାନ କରିବା ଆହୁରି ମଧ୍ୟ କଷ୍ଟକର । ତେବେ କେନ୍ଦ୍ରାପଡା ଜିଲ୍ଲାରେ ଦେଖିବାକୁ ମିଳିଛି ଏକ ବିରଳ ଦୃଶ୍ୟ । ସ୍ଥାନୀୟ ଅଞ୍ଚଳର ଜଣେ ମୁସଲିମ ଝିଅ କଣ୍ଠରୁ ଝରି ପଡୁଛି ଅନର୍ଗଳ ହିନ୍ଦୁ…

ରାଜ୍ୟସଭାରେ ପାସ ହେଲା ଆଇଆଇଆଇଟି ସଂଶୋଧନ ବିଲ: ଜାତୀୟ ଗୁରୁତ୍ୱ ଟ୍ୟାଗ୍ ପାଇବେ ପାଞ୍ଚଟି ନୂତନ ଅନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ସଂସଦ ମଙ୍ଗଳବାର ଏକ ବିଲ୍ ପାରିତ କରିଛି ଯେଉଁଥିରେ ପାଞ୍ଚଟି ନୂତନ ଭାବରେ ଗଠିତ ଭାରତୀୟ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (ଆଇଆଇଆଇଟି) କୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ ଭାବରେ ଘୋଷଣା କରାଯିବ। ଏକ ସାର୍ବଜନୀନ-ବେସରକାରୀ ଭାଗିଦାରୀ ମଡେଲରେ…

ଭୁବନେଶ୍ୱରରେ କରୋନା ସ୍ଥିତିରେ ସୁଧାର ଆସିଛି: ବିଏମସି କମିଶନର

ଭୁବନେଶ୍ୱର : ରାଜଧାନୀରେ ବର୍ତ୍ତମାନ କରୋନା ସ୍ଥିତି ପିକ୍‌ରେ ନାହିଁ ବରଂ ଫ୍ଲାଟ୍‌ରେ ଅଛି । ପୂର୍ବରୁ ୪ରୁ ୫ ଶହ କେସ୍ ଆସୁଥିବା ବେଳେ ଏବେ ଦୁଇ ଶହ ଭିତରେ ରହୁଛି । ଆଗାମୀ ଦିନରେ ଏହା ଆହୁରି ତଳକୁ ଖସିବ ବୋଲି ଆଇସିଏମ୍‌ଆର କହିଛି । ଏ ନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର…