ଅନୁରାଗ କଶ୍ୟପଙ୍କ ସପୋର୍ଟରେ ତାପସୀ ପନ୍ନୁ; କ’ଣ କହିଲେ ଜାଣନ୍ତୁ…
ନୂଆଦିଲ୍ଲୀ: ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଅନୁରାଗ କଶ୍ୟପ ପୁଣି ଥରେ ବିବାଦରେ ଫସିଛନ୍ତି।
ସୂଚନା ଅନୁଯାୟୀ ନିକଟରେ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗଙ୍କ ବିରୋଧରେ ଯୋୖନ ନିର୍ଯ୍ୟାତନା ଭଳି ଅଭିଯୋଗ ଆଣିଥିଲେ। ଯାହା ପରେ ଅଭିନେତ୍ରୀ ତାପସୀ ପନ୍ନୁ ଅନୁରାଗ କଶ୍ୟପଙ୍କୁ ସମର୍ଥନ କରି…