ନୂଆ ଲକର ନିୟମ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆରବିଆଇକୁ ୬ ମାସ ମହଲତ
ନୂଆଦିଲ୍ଲୀ: ବ୍ୟାଙ୍କ ଗୁଡିକରେ ନୂଆ ଲକର ନିୟମ ଆଣିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ୬ମାସ ମଧ୍ୟରେ ନିୟମ ପ୍ରସ୍ତୁତ କରିବାକୁ ଆରବିଆଇକୁ ମହଲତ ଦିଆଯାଇଛି।
ସୁପ୍ରିମକୋର୍ଟ କହିଛନ୍ତି ଯେ ବ୍ୟାଙ୍କ ଗୁଡିକ ହେଉଛନ୍ତି ଲୋକଙ୍କ ସମ୍ପତ୍ତିର ଜଗୁଆଳି। ୟୁନାଇଟେଡ୍…