Latest Odisha News

BREAKING NEWS

ଦିଶା ରବିଙ୍କ ସମର୍ଥନରେ ଆଉ ଜଣେ ଆମେରିକୀୟ କିଶୋରୀ କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: ଟୁଲ୍କିଟ୍ ମାମଲାରେ ଗିରଫ ହୋଇଥିବା ଦିଶା ରବିଙ୍କୁ ସ୍ବିଡେନ୍‌ର ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ସମର୍ଥନ ମିଳିବା ପରେ ଆମେରିକାର ଜଣେ କିଶୋରୀ କାର୍ଯ୍ୟକର୍ତ୍ତା ଆଲେକ୍ସଜାଣ୍ଡାରିଆ ଭିଲେସୋର ମଧ୍ୟ ୨୧ ବର୍ଷୀୟା ଦିଶା ରବିଙ୍କୁ ସମର୍ଥନ କରିଛନ୍ତି। ଶନିବାର ଦିନ…

କଣ୍ଟେନରକୁ ଧକ୍କା ଦେଲା ଆମ୍ବୁଲାନ୍ସ ରୋଗୀ ସହ ୩ ମୃତ

କଟକ: ଟାଙ୍ଗୀ ବନ୍ଦୋଳୋ ଟୋଲ୍ ଗେଟ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ରୋଗୀ ନେଇ ଆସୁଥିବା ଆମ୍ବୁଲାନ୍ସ ଏକ କଣ୍ଟେନରକୁ ଧକ୍କା ଦେଇଛି । ସୂଚନା ଅନୁସାରେ ଆମ୍ବୁଲାନ୍ସଟି ରୋଗୀ ନେଇ ପଶ୍ଚିମବଙ୍ଗରୁ ଆସୁଥିଲା । ଭୋର୍ ସମୟରେ ଆମ୍ବୁଲାନ୍ସଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ…

ମହିଳାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ

ଭବାନୀପାଟଣା: ଭିଡିଓ ଭାଇରାଲ୍ କରି ଶିକ୍ଷକ ଗିରଫ । ମହିଳାଙ୍କ ଅଶ୍ଲୀଳ ଭିଡିଓ ହ୍ୱାଟ୍ସଆପ୍ ଗ୍ରୁପରେ ଭାଇରାଲ୍ ଅଭିଯୋଗରେ କଳାହାଣ୍ଡି ଜିଲ୍ଲା ପୋଲିସ ପ୍ରାଥମିକ ଶିକ୍ଷକଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଶିକ୍ଷକ ଜଣଙ୍କ ହନୁମାନ ମାଝୀ । କଲମପୁର ବ୍ଲକର ପିପଳିଝପର ପ୍ରାଥମିକ ବିଦ୍ୟାଳୟର…

ଅଗଷ୍ଟରେ ପ୍ରେକ୍ଷାଳୟକୁ ଆସିବ ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଅତ୍‌ରଙ୍ଗୀ ରେ’

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ଅନ୍ନନ୍ଦ ଏଲ୍ ରାୟ ଆସନ୍ତା ଅଗଷ୍ଟ ୬ ରେ ଅକ୍ଷୟ କୁମାର, ସାରା ଅଲି ଖାନ ଏବଂ ସାଉଥ୍‌ ହିରୋ ଧନୁଷଙ୍କ ଅଭିନୀତ ତାଙ୍କର ଆଗାମୀ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଅତ୍‌ରଙ୍ଗୀ ରେ' ମୁକ୍ତିଲାଭ କରିବ। ଅଗଷ୍ଟ ୬, ୨୦୨୧ ରେ ଆର୍ ରହମାନ ମ୍ୟୁଜିକାଲ୍ ପରଦାରେ ଆସିବ…

ଡିଜିଟାଲ ପରାମର୍ଶ ବଦଳାଇଲା ଅନୁଗୁଳର ଚାଷୀ ସରୋଜଙ୍କ ଭାଗ୍ୟ ଜାଣନ୍ତୁ କେମିତି?

ଅନୁଗୁଳ : ସଠିକ ସୂଚନାର ଅଭାବ ଓ ପରାମର୍ଶ ଅଭାବରୁ ଚାଷ କାମରେ ଅନେକ କ୍ଷତିର ସମ୍ମୁଖୀନ ହେଉଥିଲେ ଅନୁଗୁଳ ଆଠମଲ୍ଲିକ ବ୍ଲକ ପାତ୍ରପଡା ଗାଁର ଚାଷୀ ସରୋଜ କୁମାର ପାତ୍ର । କିନ୍ତୁ ହଠାତ୍ ଚମତ୍କାର ହେଲା ଭଳି କିଛି ହେଲା ତାଙ୍କ କ୍ଷେତ୍ରରେ ଯାହା ତାଙ୍କ ସମସ୍ୟାର ସମାଧାନ ଆଣିଦେଲା । ଆଉ ଏବେ…

ଆଜି ବିଜେପିରେ ଯୋଗ ଦେବେ ମେଟ୍ରୋ ମ୍ୟାନ୍ ଇ ଶ୍ରୀଧରନ୍

ଥିରୁଅନନ୍ତପୁରମ୍: ମେଟ୍ରୋ ମ୍ୟାନ୍ ଭାବରେ ଜଣାଶୁଣା ଇ ଶ୍ରୀଧରନ୍ ଆଜି ବିଜେପିରେ ଯୋଗଦେବେ। ଆଜି କେରଳ ବିଜେପି ସଭାପତି କେ ସୁରେନ୍ଦ୍ରଙ୍କ ନେତୃତ୍ୱରେ ହେବାକୁ ଥିବା ବିଜୟ ଯାତ୍ରା ସମୟରେ ଇ ଶ୍ରୀଧରନ୍ ଦଳରେ ଯୋଗଦେବେ। ଚଳିତ ବର୍ଷ ଏପ୍ରିଲ-ମେ ମାସରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନରେ…

ଭାରତରେ ୨୪ ଘଣ୍ଟାରେ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୧ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୧,୦୯,୭୭,୩୮୭କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ଖୁଣ୍ଟରେ ବାନ୍ଧି ପିଟିଲେ ଲୋକ

ଢେଙ୍କାନାଳ: ପିଲା ଚୋର ସନ୍ଦେହରେ ଯୁବକଙ୍କୁ କାବୁ କରି ନିସ୍ତୁକ ପିଟିଲେ ଲୋକ । ଖୁଣ୍ଟରେ ବାନ୍ଧି ମାଡ଼ ମାରିଥିଲେ । ଢେଙ୍କାନାଳ ଟାଉନ୍ ଥାନା ଅନ୍ତର୍ଗତ କଣ୍ଟାନାଳୀ ବାଇପାସ୍ ନିକଟ ଏକ ବସ୍ତିରେ ଏଭଳି ଘଟଣା ଘଟିଛି । ରାତିରେ ପାଖାପାଖି 3ଟା ବେଳେ ଜଣେ ଅଜଣା ଯୁବକ ବସ୍ତିର ଜଣେ ଲୋକଙ୍କ…

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗ ବୈଠକ, ସାମିଲ ହେବେନି ମମତା ବାନାର୍ଜୀ ଓ ଅମରିନ୍ଦର ସିଂହ !

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ନୀତି ଆୟୋଗର ଗଭର୍ଣ୍ଣିଂ କାଉନସିଲ୍ ବୈଠକ । ଏଠାରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ସର୍ବନିମ୍ନସ୍ତରରେ ସେବା ଯୋଗାଣ, ସ୍ୱାସ୍ଥ୍ୟ ଓ ପୃଷ୍ଟିହୀନତା ଆଦି ପ୍ରସଙ୍ଗରେ ଆଲୋଚନା ହେବ ।…

ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି, ମାଲକାନଗିରିରେ ୯୬ ଛୁଇଁବ ପେଟ୍ରୋଲ

ଭୁବନେଶ୍ୱର: ଦରବୃଦ୍ଧି ସହ ବଢ଼ୁଛି ଆକ୍ରୋଶ । ଲଗାତାର ୧୨ ଦିନ ଧରି ତୈଳଦର ବୃଦ୍ଧି ଘଟିଛି । ଆଜି ପେଟ୍ରୋଲ ଲିଟର ପିଛା ୩୯ ପଇସା ବଢ଼ିଥିବା ବେଳେ ଡିଜେଲ୍ ଲିଟର ପିଛା ୩୭ ପଇସା ବଢ଼ିଛି । ଏଥସହ ରାଜ୍ୟରେ ପେଟ୍ରୋଲ ଓ ଡିଜେଲର ସର୍ବାଧିକ ଦର ଥିବା ମାଲକାନଗିରିରେ ପେଟ୍ରୋଲ ୯୬ ଟଙ୍କା ପାର୍…