Latest Odisha News

BREAKING NEWS

ଝଲସିଲାଣି IPL ଗ୍ରାଉଣ୍ଡ, ୩ ଦିନ ପରେ ମୁହାଁମୁହିଁ ହେବେ ମୁମ୍ବାଇ-ଚେନ୍ନାଇ

ନୂଆଦିଲ୍ଲୀ: ଆଇପିଏଲକୁ ଆଉ ମାତ୍ର ୩ ଦିନ ବାକି । ଏହା ମଧ୍ୟରେ ପ୍ରସ୍ତୁତ ହୋଇଯାଇଛି ୟୁଏଇ । ରଙ୍ଗୀନ ଲାଇଟରେ ଝଲସୁଛି ଆବୁଧାବି ଓ ଦୁବାଇ ଷ୍ଟାଡିୟମ । ତେବେ ଚଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚ ମୁମ୍ବାଇ ଓ ଚେନ୍ନାଇ ମଧ୍ୟରେ ହେବ । ଏହି ମ୍ୟାଚ ଆବୁଧାବିରେ ଖେଳାଯିବ। ସେପ୍ଟେମ୍ବର ୧୯ରୁ…

କରୋନା ଯୋଗୁଁ ଜନଗଣନା-୨୦୨୧ ସ୍ଥଗିତ

ନୂଆଦିଲ୍ଲୀ: କରୋନାଭାଇରସ୍ ମହାମାରୀ ହେତୁ ଜନଗଣନା ୨୦୨୧ର ପ୍ରଥମ ପର୍ଯ୍ୟାୟ ସ୍ଥଗିତ ରଖାଯାଇଛି ବୋଲି ଗୃହ ମନ୍ତ୍ରଣାଳୟ ବୁଧବାର ସଂସଦକୁ ସୂଚନା ଦେଇଛି। ଏହାକୁ ଏପ୍ରିଲ ୧ ରୁ ସେପ୍ଟେମ୍ବର ୩୦, ୨୦୨୦ ମଧ୍ୟରେ ଧାର୍ଯ୍ୟ କରାଯାଇଥିଲା। ଏହି କାର୍ଯ୍ୟକଳାପ କେବେ ହେବ ସେନେଇ ଚୂଡ଼ାନ୍ତ…

ସୁଜୈନ ଖାଁଙ୍କ ପୋଷ୍ଟକୁ ହ୍ରିତିକଙ୍କ ପ୍ରଶଂସା

ମୁମ୍ବାଇ:ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜୈନ ଖାଁ ସୋସିଆଲ ସାଇଟରେ କରିଥିବା ଏକ ପୋଷ୍ଟ ଏବେ ଚର୍ଚ୍ଚାରେ । ସୋସିଆଲ ସାଇଟରେ ସର୍ବଦା ଆକ୍ଟିଭ ରହୁଥିବା ସୁଜୈନ ଶେୟାର କରିଥିବା ପୋଷ୍ଟରେ ଆକର୍ଷଣୀୟ ଢ଼ଙ୍ଗରେ ଚୌକି ଉପରେ ବସିଛନ୍ତି । ନିକଟରେ ଏକ କଳାକୃତି ରହିଛି । ଯାହାକୁ ଏକ ଲୟରେ…

ଭୁବନେଶ୍ୱରରୁ ଆଜି ଆଉ ୩୬୨ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଆଜି ପୁଣି ରାଜଧାନୀ ଭୁବନେଶ୍ୱରରୁ ବାହାରିଛନ୍ତି ପଜିଟିଭ । ଭୁବନେଶ୍ୱର ମହାନଗର ନିଗମରୁ ୩୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୭୬ ଜଣ ରହିଥିବା ବେଳେ ୨୮୬ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୪୦୬ ଜଣ…

ଗଣିତ ଖେଳ : ମ୍ୟାଜିକ ନମ୍ବର ୬୧୭୪

ସବୁ ସଂଖ୍ୟାର ଗୁରୁତ୍ବ ରହିଛି । ତେବେ ଏଭତରୁ କିଛି ସଂଖ୍ୟାର ବିଶେଷତା ରହିଛି । ଏହି ଗୋଟିଏ ସଂଖ୍ୟା ହେଉଛି ୬୧୭୪ । ମ୍ୟାଜିକ ନମ୍ବର ୬୧୭୪ର କୁହୁକ କଣ ? ଏହି ନମ୍ବରକୁ କଣ କୁହାଯାଏ ? ସଂଖ୍ୟାର ମହାସାଗର ଭିତରୁ ଆଉ କିଏ ଏହି ମ୍ୟାଜିକ ନମ୍ବରକୁ ଖୋଜି ପାଇଥିବା ଗାଣିତିକଙ୍କ ନାଁ କଣ ? ଏସବୁ…

ଦିଲ୍ଲୀଦଙ୍ଗା ମାମଲା: ୧୫ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କଲା ପୋଲିସ

ଦିଲ୍ଲୀ: ଦିଲ୍ଲୀ ଦଙ୍ଗା ମାମଲାରେ ଚାର୍ଜ ସିଟ ଦାଖଲ କରିଛି ଦିଲ୍ଲୀ ପୋଲିସ । ବେଆଇନ କାର୍ଯ୍ୟକଳାପ (ପ୍ରତିରୋଧ) ଅଧିନିୟମ, ଅସ୍ତ୍ରଶସ୍ତ୍ର ଅଧିନିୟମ ଏବଂ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ବିଭିନ୍ନ ବିଭାଗ ଅଧୀନରେ ୧୫ ଅଭିଯୁକ୍ତଙ୍କ ବିରୋଧରେ ବୁଧବାର ଦିନ ସ୍ୱତନ୍ତ୍ର ଚାର୍ଜ ସିଟ…

‘ଉପଯୁକ୍ତ ମେଡିକାଲ ବ୍ୟବସ୍ଥା ସହ ଟ୍ୱିନସିଟିକୁ ଆସନ୍ତୁ କରୋନା ରୋଗୀ’

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଥିସହ କଟକରେ ମଧ୍ୟ ସମାନ ସ୍ଥିତି ରହିଛି । ଟ୍ୱିନସିଟିରେ ଦିନକୁ ଦିନ କରୋନା ପ୍ରକୋପ ଦ୍ରୁତ ଗତିରେ ବଢ଼ିଛି । ଏହାମଧ୍ୟରେ ଟ୍ୱିନ୍‌ ସିଟିକୁ ଆସୁଥିବା କୋଭିଡ୍‌ ରୋଗୀଙ୍କୁ ପରାମର୍ଶ…

ବାବ୍ରି ମସଜିଦ ଭଙ୍ଗା ମାମଲା: ସେପ୍ଟେମ୍ବର ୩୦ରେ ଆସିବ ରାୟ

ଲକ୍ଷ୍ନୌ: ସେପ୍ଟେମ୍ବର ୩୦ରେ ଆସିବା ବହୁ ଚର୍ଚ୍ଚିି ବାବ୍ରି ମସଜିଦ ଭଙ୍ଗା ପ୍ରସଙ୍ଗର ରାୟ । ଏହି ମାମଲାର ରାୟ ଶୁଣାଇବେ ସ୍ୱତନ୍ତ୍ର ସିବିଆଇ କୋର୍ଟ । ଏହି ମାମଲାରେ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ବିଜେପି ନେତା ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ ଏବଂ ଉମା ଭାରତୀଙ୍କ…

ଏହି ଖେଳାଳି ହେଉଛନ୍ତି ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ଶ୍ରେଷ୍ଠ ୧୦ ରନ ସ୍କୋରର

ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍) ପ୍ରିମିୟର୍ ଫ୍ରାଞ୍ଚାଇଜ୍ ଆଧାରିତ ଏକ ଟୁର୍ନାମେଣ୍ଟ , ଯାହା ୨୦୦୮ ରୁ ହୋଇଆସୁଛି । ବ୍ୟାଟ୍ସମ୍ୟାନ୍ ସବୁବେଳେ ଛୋଟ ଫର୍ମାଟରେ ନିଜ ଦବଦବା ଜାହିର କରିଆସୁଛନ୍ତି ଏବଂ ଏଠାରେ ଆମେ ବର୍ଷ ବର୍ଷ ଧରି ଆଇପିଏଲର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ…

ତାଲାବନ୍ଦ ସମୟରେ ପୁଷ୍ଟି ବଗିଚା

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’… କରୋନା ଭୂତାଣୁ ସଂକ୍ରମଣ ଜନିତ ଲକ୍ ଡାଉନ୍ ବା ତାଲାବନ୍ଦ ଯୋଗୁ ସାରା ରାଜ୍ୟର ଲୋକମାନେ ଯେଉଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି, ସେଥିମଧ୍ୟରୁ ଦୈନିକ ଉପଯୁକ୍ତ ପରିମାଣର ଓ ପ୍ରକାରର ଖାଦ୍ୟର ଅଭାବ ତଥା ଖାଦ୍ୟରେ ବିବିଧତାର ଅଭାବ…