Latest Odisha News

BREAKING NEWS

ବୃଦ୍ଧାଙ୍କୁ କଚାଡି ମାରିଲା ଦନ୍ତା

ତେଲକୋଇ: କେନ୍ଦୁଝର ତେଲକୋଇ ରେଞ୍ଜ୍ ଜଗମୋହନପୁର ଗାଁରେ ଅଭାବନୀୟ ଘଟଣା । ଘର ଭିତରୁ ଜଣେ ବୃଦ୍ଧାଙ୍କୁ ଟାଣି ଆଣି ଦାଣ୍ଡରେ ଏକ ଦନ୍ତା ହାତୀ କଚାଡି ଦେବାରୁ ତାଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଏଥି ସହ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ…

ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଗୋଟିପୁଅ ନାଚ ସମ୍ପର୍କରେ ଆସନ୍ତୁ ଜାଣିବା

ଭୁବନେଶ୍ୱର: ଓଡ଼ିଶାର ଲୋକନୃତ୍ୟ ଓଡ଼ିଶାର କଳା ଓ ସଂସ୍କୃତିର ପରିଚାୟକ । ଓଡ଼ିଆ ଜୀବନ ଶୈଳୀ ଏବଂ ପ୍ରଥା ସହିତ ଏହି ନୃତ୍ୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ । ଓଡ଼ିଶାର ଲୋକଙ୍କ ନୃତ୍ୟ ଜନମାନସର ପରିବର୍ତ୍ତନ ସହ ତାଳ ଦେଇ ଏହାର ରୂପରେ ଅନେକ ପରିବର୍ତ୍ତନ ଆଣିପାରିଛି । ମୁଖ୍ୟତଃ ଧର୍ମଚାର,…

ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି ରହୁଛନ୍ତି କି? ହୋଇପାରେ ଏହିସବୁ ଅସୁବିଧା

ଭୁବନେଶ୍ୱର: କର୍ମକ୍ଷେତ୍ରରେ ଦୀର୍ଘ ସମୟ ଧରି ବସି ରହିବା ଯୋଗୁଁ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା,ଯାଇଥାଏ। ଗୋଟିଏ ସ୍ଥାନରେ କିମ୍ବା କମ୍ପ୍ୟୁଟର ସାମ୍ନାରେ ଦୀର୍ଘ ସମୟ ଧରି ପର୍ଯ୍ୟନ୍ତ ବସି ରହିବା ହାର୍ଟ ପାଇଁ କ୍ଷତିକାରକ ହୋଇଥାଏ । ଏଥି ଯୋଗୁଁ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ…

ମହିଳା ଓ ଶିଶୁଙ୍କ ପାଇଁ ‘ଶ୍ରୀ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର : ମହିଳା ଓ ଶିଶୁଙ୍କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଚାର ଭାରତୀ ଟ୍ରଷ୍ଟ ପକ୍ଷରୁ "ଶ୍ରୀ " କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ସରସ୍ୱତୀ ପୂଜା ଅବସରରେ ଚନ୍ଦ୍ରଶେଖରପୁରର ପାଣିଟାଙ୍କି ବସ୍ତିରୁ ଏହାକୁ ଆରମ୍ଭ କରାଯାଇଛି । ବସ୍ତି ଗୁଡିକରେ ବାସ କରୁଥିବା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା୧୭-୨-୨୦୨୧ ବୁଧବାର ଆଜି ଦିନର ମହତ୍ତ୍ୱ  ଆଜି ୨୦୨୧ ମସିହା ଫେବୃୟାରୀ ତା ୧୭ ରିଖ ବୁଧବାର କୁମ୍ଭ ୬ ଦିନ ମାଘ ମାସ ଶୁକ୍ଳ ପକ୍ଷ ଷଷ୍ଠୀ ତିଥି ଅଶ୍ଵିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-: କର୍କଟ ରାଶିର ଘାତ ଚନ୍ଦ୍ର-: ମେଷ ରାଶିର ଆଜି: ପିତା ଦ୍ରବ୍ୟ ଖାଇବା ନିଷେଧ…

ଶ୍ରୀପଞ୍ଚମୀରେ ଘୋଷଯାତ୍ରା ପାଇଁ ପୂଜାର୍ଚ୍ଚନା ହେଲା ରଥ କାଠ

ପୁରୀ: ପବିତ୍ର ଶ୍ରୀପଞ୍ଚମୀ ତିଥି ଅବସରରେ ମହାପ୍ରଭୁଙ୍କ ଆଗାମୀ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା ପାଇଁ ରଥ କାଠ ପୂଜାର୍ଚ୍ଚନା ଶ୍ରୀନହର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ…

ଆସନ୍ତା ୨୧ରେ ବସିବ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ଆସନ୍ତା ୨୧ ତାରିଖରେ ବସିବ । ଏହି ବୈଠକରେ ସମସ୍ତ ରାଜ୍ୟର ସଭାପତି, ରାଜ୍ୟ ପ୍ରଭାରୀ ଓ ସହ-ପ୍ରଭାରୀଙ୍କ ସମେତ ରାଜ୍ୟରେ ଥିବା ସଂଗଠନର ମୁଖ୍ୟ ଉପସ୍ଥିତ ଥିଲେ । ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୈଠକରେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌକୁ ଥରାଇବା ଷଡଯନ୍ତ୍ର ଥିଲା, ପିଏଫଆଇର ଦୁଇ ଆତଙ୍କବାଦୀ ଗିରଫ

ଲକ୍ଷ୍ନୌ: ବୋମା ବିସ୍ଫୋରଣରେ ଲକ୍ଷ୍ନୌକୁ ଥରାଇବା ପାଇଁ ଷଡଯନ୍ତ୍ର ରଚିଥିଲା ପିଏଫଆଇ । ତେବେ ୟୁପି ଏସଟିଏଫ ସେମାନଙ୍କ ଯୋଜନା ବିଫଳ କରି ଦେଇଛନ୍ତି । ଏହି ୨ ଆତଙ୍କବାଦୀ ହେଲେ ପିଏଫଆଇ କମାଣ୍ଡର ଅନସଦ ବଦରୁଦ୍ଦିନ ଓ ଫିରୋଜ ଖାଁ । ସେମାନଙ୍କ ନିକଟରୁ ୧୬ ଏକ୍ସୋପ୍ଲୋଜିଭ ଡିଭାଇସ, ଗୋଟିଏ…

ଚାଷୀଙ୍କ ଚେତାବନୀ : ୧୮ରେ ଅଟକିବ ରେଳ

ନୂଆଦିଲ୍ଲୀ : କୃଷି ଆଇନକୁ ବିରୋଧ କରି ଜାରି ରହିଛି ଚାଷୀଙ୍କ ଆନ୍ଦୋଳନ । ଦୁଇ ମାସରୁ ଅଧିକ ହେଲାଣି ଚାଲିଛି ଆନ୍ଦୋଳନ । ବାରମ୍ବାର ବୈଠକ ପରେ ସମସ୍ୟାର ହେଉନି ସମାଧାନ । ଟ୍ରାକ୍ଟର ରାଲି, ଚକା ଜାମ୍ ପରେ ଏବେ ରେଳରୋକ କରିବେ ଆନ୍ଦୋଳନକାରୀ ଚାଷୀ । ଆସନ୍ତା ୧୮ ତାରିଖରେ ଦେଶବ୍ୟାପୀ…

ପୁଡୁଚେରୀ ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀର ଉପ ରାଜ୍ୟପାଳ ପଦରୁ କିରଣ ବେଦୀଙ୍କୁ ହଟାଇ ଦିଆଯାଇଛି । ମଙ୍ଗଳବାର ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ରାଷ୍ଟ୍ରପତି ଭବନରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ତେଲଙ୍ଗାନା ରାଜ୍ୟପାଳ ତାମିଲିସାଇ ସୁନ୍ଦରରାଜନଙ୍କୁ ଅତିରିକ୍ତ…