Latest Odisha News

BREAKING NEWS

ପୁରୀରୁ ସେକ୍ସ ରାକେଟ ଠାବ : ଆପାର୍ଟମେଣ୍ଟରୁ ୨ ଯୁବତୀ ଉଦ୍ଧାର, ୨ ଯୁବକ ଗିରଫ

ପୁରୀ: ବଳିଆପଣ୍ଡାର ଏକ ଆପାର୍ଟମେଣ୍ଟରେ ଚାଲିଥିଲା ଅନୈତିକ କାମ । କୌଣସି ସୂତ୍ରରୁ ଖବର ପାଇ ପୋଲିସ କଲା ଚଢଉ । ଚଢଉ ବେଳେ ସେଠାରେ ସେକ୍ସ ରାକେଟ ଠାବ ହୋଇଛି । ଏଥି ସହ ସେକ୍ସ ରାକେଟ ସହ ଜଡ଼ିତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅନ୍ୟ ଜଣେ କୌଶଳ କ୍ରମେ ପୋଲିସ ଠାରୁ ଖସି ଫେରାର…

ଆଦିବାସୀ ଝିଅ ନମିତାକୁ ବ୍ରେକ୍ ଦେବେ ବର୍ଷା !

ଭୁବନେଶ୍ୱର: ମାଓ ଇଲାକାର ସିଙ୍ଗିଙ୍ଗ ସେନ୍‌ସସନ୍ । ଆଦିବାସୀ ଝିଅ ନମିତା ମେଲେକା । ତାଙ୍କ କଣ୍ଠରେ ରହିଛି କୁହୁକ ଭରା ଯାଦୁ । ଯିଏ ଶୁଣିବ ସିଏ ମତୁଆଲା ହୋଇଯିବ । ଆଦିବାସୀ ଝିଅ ହେଲେ ବି ଭଏସ୍ ତାଙ୍କର କୌଣସି ବଲିଉଡ ସିଙ୍ଗରଠାରୁ କମ୍ ନୁହେଁ । ଗାଁଠାରୁ ସହର ଚାରିଆଡେ କେବଳ ନମିତାଙ୍କର…

ଓଡ଼ିଶା ସମେତ ୩ଟି ରାଜ୍ୟକୁ ଯୋଗ ଓ ନେଚରପ୍ୟାଥି କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ପାଇଁ ପାଣ୍ଠି ପ୍ରଦାନ

ଭୁବନେଶ୍ୱର: ଓଡିଶା, ହରିଆନା ଓ କର୍ଣ୍ଣାଟକରେ କେନ୍ଦ୍ରୀୟ ଯୋଗ ଓ ନେଚରପ୍ୟାଥି ପ୍ରତିଷ୍ଠାନ କେନ୍ଦ୍ର ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପାଣ୍ଠି ଯୋଗାଣ ଆରମ୍ଭ କରିଛନ୍ତି । ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, କେରଳ, ପଶ୍ଚିମବଙ୍ଗ, ରାଜସ୍ଥାନ, ଝାଡଖଣ୍ଡ, ଛତିଶଗଡ, କର୍ଣ୍ଣାଟକ ଏବଂ ହରିଆନା…

ରାଜ୍ୟରୁ ସୁସ୍ଥ ହେଲେ ପୁଣି ୩୭୧୪ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୭୧୪ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଜାଣନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି। ଖୋର୍ଦ୍ଧାରୁ ୭୪୪, ବରଗଡରୁ ୩୯୭, କଟକରୁ ୩୭୫,…

ଆସନ୍ତୁ ଜାଣିବା ଆଇପିଏଲର କେତେକ ସର୍ବକାଳୀନ ରେକର୍ଡ ସମ୍ପର୍କରେ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗର ୧୩ତମ ସଂସ୍କରଣ ସପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ୟୁଏଇରେ ଆୟୋଜିତ ହେବ । ଆସନ୍ତୁ ଜାଣିବା ଆଇପିଏଲର କେତେକ ସର୍ବକାଳୀନ ରେକର୍ଡ ସମ୍ପର୍କରେ । ୧. ମୁମ୍ବାଇ ଇଣ୍ଡିଆନ୍ସ ସର୍ବାଧିକ ୪ଥର ଓ ଚେନ୍ନାଇ ସୁପର କିଙ୍ଗସ ୩ ଥର ଚାମ୍ପିୟନ ହୋଇଛି ।…

ଓଡିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ଆକ୍ଟ: କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯କୁ ରାଜ୍ୟ ବିଧାନସଭାରେ ବିନା ଆଲୋଚନାରେ ରାଜ୍ୟ ସରକାର ଏଥିରେ ବ୍ୟାପକ ପରିବର୍ତନ ଆଣିବା ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପଖୋରାୟାଲ ନିଶଙ୍କଙ୍କ ପାଖକୁ ଚିଠି ଲେଖିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ…

କଟିବ ସାଂସଦଙ୍କ ୩୦ % ଦରମା, ଲୋକସଭାରେ ବିଲ୍ ପାରିତ

ନୂଆଦିଲ୍ଲୀ: କଟିବ ଲୋକସଭା ସାଂସଦଙ୍କ ବେତନ।  ସାଂସଦଙ୍କ ଦରମାରେ ଗୋଟିଏ ବର୍ଷ ପାଇଁ ୩୦ ପ୍ରତିଶତ କାଟ୍ କରିବାକୁ ସଂସଦରେ ଆଜି ଏହି ସଂପର୍କିତ ବିଲ୍ ଲୋକସଭାରେ ପାରିତ ହୋଇଛି। ଏହି ଟଙ୍କାର ଉପଯୋଗ କୋଭିଡ୍-୧୯ ମହାମାରୀ କାରଣରୁ ଉତ୍ପନ ସ୍ଥିତିର ମୁକାବିଲା ପାଇଁ କରାଯିବ। ନିମ୍ନ ସଦନରେ…

ବଲିଉଡ ପାଇଁ ବଢୁଛି ଦୁଷ୍କର୍ମ ଭଳି ମାମଲା: ଇମ୍ରାନ୍ ଖାନ୍‌

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ବଲିଉଡକୁ ନେଇ ଭିନ୍ନ ବୟାନ ଦେଇଛନ୍ତି । ବଲିଉଡ ପାଇଁ ଦୁଷ୍କର୍ମ ଭଳି ମାମଲା ବଢୁଛି ବୋଲି ଇମ୍ରାନ୍ ଆକ୍ଷେପ କରିଛନ୍ତି । ଏକ ଘରୋଇ ଟିଭି ଚାନେଲରେ ଦେଇଥିବା ସାକ୍ଷାତକାରରେ ଇମ୍ରାନ୍ କହିଛନ୍ତି ଯେ ବଲିଉଡ ଫିଲ୍ମରେ ଚିତ୍ରିତ…

ପାକିସ୍ତାନ ଭୁଲ ମ୍ୟାପ ଦେଖାଇବାରୁ ଭାରତ ଏସସିଓ ବୈଠକ ପରିତ୍ୟାଗ କଲା

ସାଂଘାଇ: ସାଂଘାଇ କୋଅପେରଶନ ଅର୍ଗାନାଇଜେଶନ (ଏସସିଓ)ର ନ୍ୟାଶନାଲ ସିକ୍ୟୁରିଟି ଆଡଭାଇଜର୍ସ (ଏନଏସଏ)ସ୍ତରୀୟ ବୈଠକରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ମଙ୍ଗଳବାର ଏହି ଭର୍ଚୁଆଲ ବୈଠକରେ ପାକିସ୍ତାନ ପ୍ରକୃତ ମ୍ୟାପ ନ ଦେଖାଇବାରୁ ଭାରତ ଏନଏସଏ ମୁଖ୍ୟ ଅଜିତ ଡୋଭାଲ ଅସନ୍ତୋଷ ବ୍ୟକ୍ତ…

ଦେଶରେ ଟ୍ରାଏଲ୍ ଫେଜ୍‌ରେ ରହିଛି ୩ଟି ଟିକା: ICMR

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ରୁତ ଗତିରେ ମାଡି ଚାଲିଛି । ମହାମାରୀକୁ ଲାଗୁନି ବ୍ରେକ । ମହାମାରୀର ସମୂଳେ ଧ୍ୱଂସ ପାଇଁ କେବେ ଟିକା ଆସିବା ତାକୁ ନେଇ ପୁରା ଦେଶ ଚାହିଁ ବସିଛି । ଏହାରି ଭାରତରେ ଏବେ ୩ଟି ଟିକା କ୍ଲିନିକାଲ ଟ୍ରାଏଲ୍‌ରେ ଫେଜ୍‌ରେ ରହିଛି । ଏନେଇ ଆଜି ସୂଚନା ଦେଇଛନ୍ତି…