Latest Odisha News

BREAKING NEWS

୧୦୨.୩୯ କ୍ୟାରେଟର ହୀରା ନିଲାମ ହେବ, ସର୍ବନିମ୍ନ ମୂଲ୍ୟ ଶୁଣିଲେ ହୋସ୍ ଉଡିଯିବ !

ନ୍ୟୁୟର୍କ: ହଂକଂର ସୋଥୱାଇ ଅକ୍ସନ ହାଉସ ଶନିବାର ୧୦୨.୩୯ କ୍ୟାରେଟର ଏକ ହୀରା ନିଲାମ କରିବା ପାଇଁ ଘୋଷଣା କରିଛି । ଏହି ଅଣ୍ଡାକୃତି ହୀରାର ସର୍ବନିମ୍ନ ମୂଲ୍ୟ ୨୨୦ କୋଟି ଟଙ୍କା ଆକଳନ କରାଯାଇଛି । ଆସନ୍ତା ମାସରେ ଏହାକୁ ନିଲାମ କରାଯିବ । ୨୦୧୮ରେ କାନାଡାର ଆଟୋଂରିୟା ଅଂଚଳର ଏକ ଖଣିରୁ ୨୭୧…

ଏଚଡିଏଫସି ବ୍ୟାଙ୍କ ମାର୍ଚ୍ଚ ସୁଦ୍ଧା ୨୫,୦୦୦ ବ୍ୟାଙ୍କ ମିତ୍ର ବୃଦ୍ଧି କରିବ , କିପରି ଆବେଦନ କରିବେ ଜାଣନ୍ତୁ

ନୂଆଦିଲ୍ଲୀ: ଗ୍ରାମାଞ୍ଚଳରେ ଉପଲବ୍ଧତା ବୃଦ୍ଧି ପାଇଁ ଏହି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏଚଡିଏଫସି ବ୍ୟାଙ୍କ ଏହାର ବ୍ୟାଙ୍କ ମିତ୍ରଙ୍କ ସଂଖ୍ୟାକୁ ୨୫,୦୦ କୁ ବୃଦ୍ଧି କରିବାକୁ ଯୋଜନା କରୁଛି। ଶୁକ୍ରବାର ଦିନ ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସମ୍ପ୍ରତି, ବ୍ୟାଙ୍କ ମିତ୍ରଙ୍କ…

‘ବିନା ଭୟରେ ପରୀକ୍ଷା ଦିଅନ୍ତୁ ଛାତ୍ରଛାତ୍ରୀ’

ଭୁବନେଶ୍ୱର: ଆସନ୍ତାକାଲି ହେବ ନିଟ୍ ପରୀକ୍ଷା । ତେବେ ଏହାପୂର୍ବରୁ ସରକାରଙ୍କ ପକ୍ଷରୁ ପରୀକ୍ଷା ନେଇ ସବୁ ପ୍ରକାର ପ୍ରସ୍ତୁତି ସରିଛି । ଆସନ୍ତାକାଲି ରାଜ୍ୟର ୭ଟି ଜିଲ୍ଲାର ୭ଟି ସହରରେ ନିଟ୍ ପରୀକ୍ଷା ହେବ । ଏନେଇ ସବୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସୂଚନା ଦିଆଯାଇଛି ।…

ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ପ୍ରଖ୍ୟାତ ଜଲିଉଡ କଳାକାର ମହେନ୍ଦ୍ର ଦାସ ଓରଫ ଭିକୁ ସେଠ୍‌ଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ବିଶିଷ୍ଟ ଯାତ୍ରା ଅଭିନେତା ମହେନ୍ଦ୍ର ଦାସଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ ଯାତ୍ରା ଜଗତ ପାଇଁ ଏକ ଅପୂରଣୀୟ…

ଭୁବନେଶ୍ୱରରେ ଆଜି ୪୮୦ ପଜିଟିଭ, ୬୪୨ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୦ ଜଣ କରୋନା ପଜିଟିଭ୍ । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୨ ଜଣ ରହିଥିବା ବେଳେ ୨୯୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୬୪୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…

ଉଦ୍‌ଘାଟିତ ହେଲା ବ୍ରହ୍ମପୁରର ରେଲୱେ ଫ୍ଲାଏଓଭର ବ୍ରିଜ

ଭୁବନେଶ୍ୱର: ଉଦ୍‌ଘାଟିତ ହେଲା ବ୍ରହ୍ମପୁର ସହରର ବହୁ ପ୍ରତିକ୍ଷିତ ରେଲୱେ ଓଭରବ୍ରିଜ ।  ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲାଞ୍ଜିପଲ୍ଲୀ-ଇଞ୍ଜିନିୟର ସ୍କୁଲ ମଝିରେ ୨୭.୪୨ କୋଟି ଟଙ୍କାରେ ଏହି ବ୍ରିଜ ନିର୍ମିତ ହୋଇଛି । ସେହିପରି…

ଆସନ୍ତୁ ଜାଣିବା କିଏ କହିଲେ କରୋନା ଭାଇରସ ମାନବ ନିର୍ମିତ ବୋଲି ମୋ ପାଖରେ ପ୍ରମାଣ ଅଛି

ୱାଶିଂଟନ: ଚୀନରୁ ଉହାନ ଲ୍ୟାବରୁ କରୋନା ଭାଇରସ ବ୍ୟାପିଥିବା ଅନୁମାନ କରାଯାଉଛି । ପୂର୍ବରୁ ଚୀନର କେତେକ ଡାକ୍ତର ଏଥିନେଇ ମୁହଁ ଖୋଲିବା ପରେ ରହସ୍ୟମୟ ଢ଼ଙ୍ଗରେ ମୃତ୍ୟୁବରଣ କରିଥିଲେ । ତେବେ ଚୀନରୁ ଲୁଚି ପଳାଇ ଆସିଥିବା ଭାଇରୋଲୋଜିଷ୍ଟ ଲି ମେଙ୍ଗ ୟାନ ପୁନର୍ବାର ମୁହଁ ଖୋଲିଛନ୍ତି ।…

ଲାଲୁଙ୍କୁ ଭେଟିଲେ ହେମନ୍ତ ସୋରେନ, ମିଳିତ ଭାବେ ଲଢ଼ିବେ କି ବିହାର ନିର୍ବାଚନ??

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଭେଟିଛନ୍ତି । ମିଳିତ ଭାବେ ବିହାର ନିର୍ବାଚନ ଲଢ଼ିବା ଲାଗି ଆଲୋଚନା କରିଛନ୍ତି । ଶନିବାର ସ୍ଥାନୀୟ ଆରଆଇଏମଏସ ରେ ଆରଜେଡି ସଭାପତି ଲାଲୁ ପ୍ରସାଦଙ୍କୁ ଭେଟି କହିଛନ୍ତି ଯେ ସେମାନେ ବିହାର…

ଡୋପ ଟେଷ୍ଟରେ ଧରାପଡିଥିବା ରେସଲର ପଦକ ଫେରାଇବେ

ନୂଆଦିଲ୍ଲୀ:ଡୋପ ଟେଷ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୨ଜଣ ରେସଲରଙ୍କୁ ଭାରତୀୟ କୁସ୍ତି ମହାସଂଘ ପଦକ ଫେରାଇବା ପାଇଁ କହିଛନ୍ତି । ଏହି ୧୨ ଜଣ ରେସଲର ହେଲେ ରୋହିତ ଦାହିୟା (୫୪କେଜି), ମନୋଜ (୫୫), କପିଳ ପି (୯୨), ଅଭିମନ୍ୟୁ (୫୮), ବିକାଶ କୁମାର (୬୫), ବିଶାଳ (୯୭), ଜଗଦୀଶ ରୋକଡେ (୪୨),…

୮ ଲୁଟେରା ଗିରଫ, ୫ଟି ବାଇକ ଓ ୮ଟି ସୁନା ଚେନ ଜବତ

ଭୁବନେଶ୍ୱର: କମିଶନରେଟ୍ ପୋଲିସକୁ ମିଳିଛି ବଡ ସଫଳତା । ଆଜି ରାଜଧାନୀର ବିଭିନ୍ନ ଅଚଂଳରୁ ବାଇକ୍ ଓ ସୁନା ଚେନ୍ ଲୁଟ୍ କରୁଥିବା ବଡ ଧରଣର ଲୁଟେରା ଗ୍ୟାଙ୍ଗକୁ ଧରିଛି ପୋଲିସ । ଏହି ଘଟଣାରେ ପୋଲିସ ଜଣେ ଗ୍ରାହକଙ୍କ ସମେତ ୮ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା…