Latest Odisha News

BREAKING NEWS

ଦାବି ପୂରଣ ନହେବାରୁ ନିଆରା ପ୍ରତିବାଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କଲେ ଅନଶନରେ ବସିଥିବା ଲୋକ

କେନ୍ଦ୍ରପଡ଼ା: କେନ୍ଦ୍ରାପଡା ବ୍ଲକ ବାରୋ ପଞ୍ଚାୟତବାସୀଙ୍କ ନିଆରା ପ୍ରତିବାଦ । ଦାବି ପୂରଣ ନହେବାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂକୀର୍ତ୍ତନ କରିଛନ୍ତି ଅନଶନରେ ବସିଥିବା ଲୋକେ । ହାତରେ ମୃଦଙ୍ଗ, ଝୁମୁକା ଓ ଝାଞ୍ଜ ଆଦି ଧରି ନାମ ସଂକୀର୍ତ୍ତନ  କରି ଅଭିବନ ଉପାୟରେ ପ୍ରତିବାଦ…

ସୁପ୍ରିମକୋର୍ଟର ଅର୍ଦ୍ଧେକ କର୍ମଚାରୀ କରୋନା ଆକ୍ରାନ୍ତ !

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ କରୋନା ତାର କାୟା ବିସ୍ତାର କରିଛି । ରିପୋର୍ଟ ମୁତାବକ ସୁପ୍ରିମକୋର୍ଟର ୫୦ ପ୍ରତିଶତରୁ ଅଧିକ କର୍ମଚାରୀ କରୋନା ପଜିଟିଭ ଅଛନ୍ତି । କୋର୍ଟର ନ୍ୟାୟିକ ପ୍ରକ୍ରିୟାରେ ଯେପରି ବାଧା ସୃଷ୍ଟି ନ ହେବ ସେଥିନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ଅଧିକାଂଶ କାର୍ଯ୍ୟ ଭିଡିଓ…

ବାଗ୍‌ଚି ଦମ୍ପତ୍ତିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ପ୍ରଶଂସା, ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଏବଂ କେୟାର ସେଣ୍ଟର ପାଇଁ…

ଭୁବନେଶ୍ବର: ସୁବ୍ରତ ବାଗଚି ଓ ସୁସ୍ମିତା ବାଗଚିଙ୍କ ସହ କଥା ହୋଇ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାଗଚି ଦମ୍ପତ୍ତିଙ୍କର ମହତ କାମ ପାଇଁ ସେ ଉଭୟଙ୍କୁ ପ୍ରଶଂସା କରିଛନ୍ତି । ଭୁବନେଶ୍ବରରେ କ୍ୟାନସର ହସ୍ପିଟାଲ ଓ ଏକ କେୟାର ସେଟର ପ୍ରତିଷ୍ଠା ପାଇଁ ୩୪୦ କୋଟି…

ମମତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଇସି, ୨୪ ଘଂଟା ପ୍ରଚାର କରି ପାରିବେନି

କୋଲକତା: ନିର୍ବାଚନ କମିଶନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମମତା ଏପ୍ରିଲ ୭ ଏବଂ ୮ ନିର୍ବାଚନ ରାଲୀରେ ମୁସଲିମ ଭୋଟକୁ ନେଇ ଜନତାଙ୍କୁ ଉସୁକାଉଥିବା ଅଭିଯୋଗ ହୋଇଥିଲା । ଏ ନେଇ ଇସିଙ୍କ ମମତାଙ୍କଠାରୁ ଉତର ଚାହିଁଥିଲା । ମାତ୍ର…

ଅସୁରଗଡର ଐତିହାସିକ କାନ୍ଥ

ସମ୍ବଲପୁରର ଅସୁରଗଡ । କାହିଁକି ଏହି ସ୍ଥାନକୁ କୁହାଯାଏ ଅସୁରଗଡ । କିଏ ଓ କାହିଁକି ଏପରି କରିଛି ନାମକରଣ । ଅସୁରଗଡର ଐତିହାସିକ କାନ୍ଥ ପଛରେ କଣ ରହିଛି ରହସ୍ୟ । ଏନେଇ ଆଜି ବି ଅନେକ କିମ୍ବଦନ୍ତୀ ଶୁଣିବାକୁ ମିଳେ । ଏମିତି ଏକ ରହସ୍ୟମୟ ଠିକଣା ହେଉଛି ଅସୁରଗଡ । କାନ୍ଥରୁ ପଥର ଚୋରି କଲେ…

ଅଲିମ୍ପିକ ଚାମ୍ପିୟନକୁ ହରାଇଲା ଭାରତୀୟ ହକି ଦଳ

ଭୁବନେଶ୍ୱର:ଏଫଆଇଏଚ ପ୍ରୋ ହକି ଲିଗରେ ଭାରତୀୟ ଖେଳାଳିମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । କ୍ରମାଗତ ଦ୍ୱିତୀୟ ଥର ଭାରତ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୦ ଗୋଲରେ ପରାସ୍ତ କରିଛି । ପୂର୍ବରୁ ସଂଘର୍ଷପୂର୍ଣ୍ଣ ପ୍ରଥମ ମ୍ୟାଚରେ ଭାରତ ଶୁଟଆଉଟରେ ୩-୨ ଗୋଲରେ ବିଜୟୀ ହୋଇଥିଲା ।…

ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ, ନିକଟରେ ସେମାନେ ରୁଷ୍‌ରୁ ତାଲିମ ନେଇ ଫେରିଛନ୍ତି 

ନୂଆଦିଲ୍ଲୀ: ଭାରତରେ ତାଲିମ ନେବେ ଗଗନଯାନ ପାଇଁ ମନୋନୀତ ୪ ମହାକାଶଚାରୀ । ସେମାନେ ରୁଷ୍‌ରୁ ସଫଳତାର ସହ ତାଲିମ ନେଇ ନିକଟରେ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି । ‘ଇସ୍ରୋ’ର କର୍ମଚାରୀ ଥିବା ଭାରତୀୟ ବାୟୁସେନାର ଏହି ୪ ଜଣ ଟେଷ୍ଟ୍‍ ପାଇଲଟ୍‌ ମହାକାଶଚାରୀଙ୍କ ନିମନ୍ତେ ଥିବା ମୌଳିକ ତାଲିମ ସହ…

ରାଜସ୍ଥାନ ବିପକ୍ଷରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ସୋମବାର ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଶୃଙ୍ଖଳିତ ଦଳ ପଞ୍ଜାବ କିଙ୍ଗ୍‌ସକୁ ଭେଟିବ । ଟସ୍ ଜିତି ରାଜସ୍ଥାନ ରୟାଲ୍ସ ଅଧିନାୟକ ସଞ୍ଜୁସାମସନ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଛି । ଷ୍ଟିଭ ସ୍ମିଥଙ୍କ ସ୍ଥାନରେ ସେ ଏବେ ଦଳର ନେତୃତ୍ୱ ଭାର…

ହରିଦ୍ୱାର ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି, ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ସାଧୁଙ୍କ ସମାଗମ, କରୋନା ନେଇ ସତର୍କ…

ହରିଦ୍ୱାର: ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଅବସରରେ ‘ହର୍ କି ପୋୖଡି’ରେ ଶାହୀ ସ୍ନାନ ଜାରି ରହିଛି । ଏଥିପାଇଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ କରୋନା ମହାମାରୀକୁ ଖାତିର ନ କରି ହରିଦ୍ୱାରରେ ପହଞ୍ଚିଛନ୍ତି । ଆଜି ହରିଦ୍ୱାର କୁମ୍ଭରେ ସୋମବତୀ ଅମାବାସ୍ୟାର ଦ୍ୱିତୀୟ ଶାହୀ ସ୍ନାନ…

କରୋନା ଯୋଗୁ ଚିନ୍ତାରେ ମହୁଲ ବିକାଳି

ଗରିବ ଆଦିବାସୀଙ୍କ ପେଟ ପାଟଣାର ମାଧ୍ୟମ ପାଲଟିଛି ମହୁଲ ଫୁଲ । ମହୁଲ ସିଜିନ୍ ଆସିଲେ କନ୍ଧମାଳ ଜିଲ୍ଲାରେ ଛୋଟରୁ ବଡ ସଭିଏଁ ଲାଗିପଡିଥାନ୍ତି ସଂଗ୍ରହରେ । ପୂର୍ବଥର କରୋନା ଯୋଗୁ କିଛି ଲାଭ ମିଳିନଥିବା ବେଳେ ଏଥର ବି କରୋନା ଚିନ୍ତା ବଢାଇଲାଣି । ହେଲେ ତାରି ଭିତରେ ବି ଗୁଜୁରାଣ ପାଇଁ କିଭଳି…