Latest Odisha News

ୟୁପିରେ ବଢିଲା ଲକ୍‌ଡାଉନ୍‌ ଅବଧି

ଉତ୍ତରପ୍ରଦେଶ: କୋଭିଡ ମାମଲା ବଢିବା ସହ ରାଜ୍ୟରେ ଉତ୍ତେଜନା ଦେଖାଦେଇଥିବା ବେଳେ ଉତ୍ତରପ୍ରଦେଶ ସରକାର ବୁଧବାର ରାଜ୍ୟରେ ଲାଗୁ ହୋଇଥିବା ଆଂଶିକ କର୍ଫ୍ୟୁକୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂଙ୍କ ସମେତ ବରିଷ୍ଠ ସରକାରୀ କର୍ମଚାରୀମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.