Latest Odisha News

BREAKING NEWS

ପରମ୍ପରାକୁ ସମ୍ମାନ ଦେବାକୁ ଯାଇ ନାମ ବଦଳାଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ଜୋନାସ ସଂଗୀତଜ୍ଞ ନିକ ଜୋନାସଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପ୍ରିୟଙ୍କା ଚୋପ୍ରାଙ୍କରୁ ପ୍ରିୟଙ୍କା ଚୋପ୍ରା ଜୋନାସ ନାମ କାହିଁକି ବଦଳାଇଲେ ତାହା ପ୍ରକାଶ କରିଛନ୍ତି। ସେ ଏହି କାର୍ଯ୍ୟକୁ ତାଙ୍କ ପିତାମାତାଙ୍କ ପରମ୍ପରାକୁ ସମ୍ମାନ ଦେବାପାଇଁ…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୩.୭୦ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୭୦ ହଜାର ୭୩୪ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଏହା ପରେ ମୋଟ ମାମଲା ୧୦ କୋଟି ୭୩ ଲକ୍ଷ ୬୯ ହଜାର ୯୩୯ କୁ ବୃଦ୍ଧି ପାଇଛି। ଏଥିସହ କରୋନା କାରଣରୁ ୨୩ ଲକ୍ଷ ୪୮ ହଜାର ୭୧୩…

କଂଗ୍ରେସ-ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡରେ ୨ ମୃତ

ଚଣ୍ଡୀଗଡ: କଂଗ୍ରେସ- ଅକାଳୀଦଳ କର୍ମୀଙ୍କ ଭିତରେ ହିଂସାକାଣ୍ଡ । ପଞ୍ଜାବର ମୋଗା ଜିଲ୍ଲାରେ ସ୍ଥାନୀୟ ନିର୍ବାଚନ ପାଇଁ ପ୍ରଚାର କରୁଥିବା କଂଗ୍ରେସ ଓ ଅକାଳୀ ଦଳର କର୍ମୀଙ୍କ ଭିତରେ ହୋଇଥିବା ହିଂସାକାଣ୍ଡରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଓ ବହୁ ଲୋକଙ୍କୁ ସାମାନ୍ୟ ଆଘାତ ଲାଗିଛି । ପୋଲିସର…

‌ପିଏମ୍‌ ମୋଦୀଙ୍କ ମନ୍ତବ୍ୟକୁ ନେଇ ଏମିତି କହିଲେ ପି ଚିଦାମ୍ବରମ୍‌; କହିଲେ ‘ଆନ୍ଦୋଳନଜୀବୀ’…

ନୂଆଦିଲ୍ଲୀ: ରାଜ୍ୟସଭାରେ ଦେଇଥିବା ମନ୍ତବ୍ୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ଜବାବ୍‌ ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ୍‌। ସେ କହିଛନ୍ତି ଯେ ଦେଶ ଏକ ନୂତନ ସମ୍ପ୍ରଦାୟ ପ୍ରତି ସଚେତନ ହେବା ଉଚିତ, ଯାହାକୁ ସେ "ଆନ୍ଦୋଳନଜୀବୀ" ବୋଲି…

ଘରକୁ ଫେରିବେ ଚାଇନା ଜଳରେ ଫସି ରହିଥିବା ୧୬ ଭାରତୀୟ ନାବିକ

ନୂଆଦିଲ୍ଲୀ: ଚାରି ମାସରୁ ଅଧିକ ସମୟ ଧରି ଚାଇନାର ଜଳରେ ଫସି ରହିଥିବା ୧୬ ଜଣ ଭାରତୀୟ ନାବିକ ଫେବୃଆରୀ ୧୪ ରେ ନିଜ ଜାହାଜରେ କ୍ରୁ ପରିବର୍ତ୍ତନ ପରେ ଘରକୁ ଫେରିବେ ବୋଲି ବନ୍ଦର ତଥା ପରିବହନ ମନ୍ତ୍ରୀ ମନସୁଖ ମାନ୍ଦଭିଆ ବୁଧବାର କହିଛନ୍ତି। ଗତ ସପ୍ତାହରେ, ଚୀନ୍ କର୍ତ୍ତୃପକ୍ଷ…

ସାମୟିକ ପାଇଁ କଟକ ସନ୍‌ ହସ୍ପିଟାଲ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

କଟକ: କଟକ ସନ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା । ହସ୍ପିଟାଲକୁ ସାମୟିକ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ଏବେ ହସ୍ପିଟାଲରେ ଚିକିତ୍ସା ଓ ଡାକ୍ତରୀ ପରୀକ୍ଷା ବନ୍ଦ ରହିଛି । ସୂଚନାଯୋଗ୍ୟ, କନିକା ଛକ ସ୍ଥିତ ସନ୍‌ ହସ୍ପିଟାଲ୍‌ ଅଗ୍ନିକାଣ୍ଡର ଠିକ୍‌ ସପ୍ତାହକ…

ବିଜୟ ହଜାରେ ଟ୍ରଫି ପାଇଁ ୨୨ଜଣିଆ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ବାଙ୍ଗାଲୋରରେ ୨୦ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ପାଇଁ ବୁଧବାର ୨୨ ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଦଳର ନେତୃତ୍ୱ ଶାନ୍ତନୁ ମିଶ୍ର ନେବେ । ଚୟନ କମିଟି ମୂଖ୍ୟ ପ୍ରଭଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ଏହି ଦଳ ବଛା ଯାଇଥିଲା । ଖେଳାଳିଙ୍କ ନାମ:…

ଶ୍ରେଷ୍ଠ କଥା ଦଶକ ଲୋକାର୍ପିତ

ଭୁବନେଶ୍ୱର : ଫୁଲ ଭଗବାନ ଫାଉଣ୍ଡେସନ ତରଫରୁ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଅଚ୍ୟୁତାନନ୍ଦ ପତିଙ୍କ ଗଳ୍ପ ସଂକଳନ ଶ୍ରେଷ୍ଠ କଥା ଦଶକ ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ପତିଙ୍କ ସହ ପୌରୁଷର ସମ୍ପାଦକ ଅସିତ ମହାନ୍ତି , ଗାଳ୍ପିକ ରବି ସ୍ୱାଇଁ ,…

ଗୁରୁତର ଅବସ୍ଥାରେ ପୁରୀରୁ ବିଦେଶୀ ଉଦ୍ଧାର, କଣ୍ଟାବୁଦାରେ ବସି କରୁଥିଲେ ତପସ୍ୟା

ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ଜଣେ ବିଦେଶୀ ଇସ୍କନ ଶ୍ରଦ୍ଧାଳୁଙ୍କି ଉଦ୍ଧାର କରାଯାଇଛି । ବଳିଆପଣ୍ଡା ଥାନା ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ବିଦେଶୀ ଜଣଙ୍କ ଋଷିଆର ମହା ଆନନ୍ଦ ବୋଲି ଜଣାପଡ଼ିଛି । ସେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବେଳାଭୂମିରେ ଥିବା ଏକ କଣ୍ଟାବୁଦାରେ ବସି କିଛିଦିନ…

କୃଷି ଆଇନ ବିରୁଦ୍ଧରେ ଭୁଲ ତଥ୍ୟ ପ୍ରସାର କରୁଥିବା ଆକାଉଣ୍ଟ ବ୍ଲକ୍‌ ପାଇଁ ପ୍ରସ୍ତୁତ ଟ୍ୱିଟର

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୁଦ୍ଧରେ କୃଷକ ସଂଗଠନର ବିରୋଧ ସଂପର୍କରେ “ଭୁଲ ତଥ୍ୟ ଏବଂ ଉତ୍ତେଜନାମୂଳକ ବିଷୟବସ୍ତୁ” ପ୍ରସାରଣ ଅଭିଯୋଗରେ ଟ୍ୱିଟର କେନ୍ଦ୍ର ଦ୍ୱାରା ଆଦେଶ ଦିଆଯାଇଥିବା ଆକାଉଣ୍ଟଗୁଡିକୁ ହଟାଇବା ଆରମ୍ଭ କରିଛି। ଟ୍ୱିଟର ଏହା ମଧ୍ୟ କହିଛି ଯେ କ୍ଷତିକାରକ ବିଷୟବସ୍ତୁ ଧାରଣ…