ଆଜି ବନ୍ଦ ରହିଛି ଶ୍ରୀଜିଉଙ୍କ ଦର୍ଶନ
ପୁରୀ: କୋଭିଡ ସଂକ୍ରମଣର ମୁକାବିଲା ପାଇଁ ରବିବାର ଦିନ ଶ୍ରୀମନ୍ଦିର ସାନିଟାଇଜ କରାଯାଉଛି। ଯାହା ଫଳରେ ବନ୍ଦ ରହିଛି ଶ୍ରୀମନ୍ଦିର ଦର୍ଶନ।
ପୂର୍ବ ନିଷ୍ପତି ଅନୁଯାୟୀ ଗତ ସପ୍ତାହରୁ ରବିବାର ଦିନ ମନ୍ଦିର ଦନ ବନ୍ଦ କରାଯାଇଛି। ଆଜି ସକାଳୁ ଶ୍ରୀମନ୍ଦିରକୁ ସମ୍ପୂର୍ଣ ଭାବେ ସାନିଟାଇଜ…