Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ ଅକ୍ଷୟଙ୍କ ଫଟୋ !

ମୁମ୍ବାଇ: ଲଣ୍ଡନରେ ଅଛନ୍ତି ଖିଲାଡି ଷ୍ଟାର ଅକ୍ଷୟ । ଚାଲିଛି ଫିଲ୍ମ ବେଲ୍ ବଟମ୍‌ର ସୁଟିଂ । ହେଲେ ଭାରତରେ ତାଙ୍କ ଫଟୋ ଭାଇରାଲ୍ ହୋଇଛି । କରୋନା ମହାମାରୀ ଭିତରେ ପ୍ରଥମ ବଲିଉଡ କଳାକାର ଭାବେ ଅକ୍ଷୟ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି । ଫିଲ୍ମର ସୁଟିଂ ସ୍କଟଲ୍ୟାଣ୍ଡରେ ଚାଲିଥିଲାବେଳେ…

ଜାଣନ୍ତୁ, କେବେଠୁ ଆରମ୍ଭ ହେବ ଯୁକ୍ତ ୩ ଇ-ଆଡମିଶନ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୮ ତାରିଖରୁ ଯୁକ୍ତ ୩ ଅନଲାଇନ୍ ଆଡମିଶନ ଆରମ୍ଭ ହେବାକୁ ଯାଉଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସାମସ ଅଧିନରେ ପରିଚାଳିତ ୨୦୨୦-୨୧ ଶିକ୍ଷା ବର୍ଷରେ ରାଜ୍ୟର ସମସ୍ତ ଡିଗ୍ରୀ ଓ ସ୍ୱଂୟଶାସିତ କଲେଜ ଗୁଡିକରେ ଯୁକ୍ତ ୩…

ଡ୍ରଗ୍ସ କାରୋବାର: କନ୍ନଡ ଫିଲ୍ମ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀ ଗିରଫ

ବାଙ୍ଗାଲୋର: ଡ୍ରଗ୍ସ କାରୋବାରରେ ଶୁକ୍ରବାର ସ୍ଥାନୀୟ ପୋଲିସ କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ରାଗିଣୀ ଦ୍ୱିବେଦୀଙ୍କୁ ଗିରଫ କରିଛି । ଏହି ଖବର ପ୍ରସାରିତ ହେବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପଡିଛନ୍ତି । ଆଡିଶିନାଲ କମିଶନର ରାଗିଣୀଙ୍କୁ ଗିରଫ କରିଥିବା କଥା ବାଙ୍ଗାଲୋର କମିଶନର କମଲ ପନ୍ଥ…

ଭୁବନେଶ୍ୱରରେ ୧୨ ହଜାର ଟପିଲା କରୋନା ସଂକ୍ରମଣ; ପୁଣି ୫୫୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୫୦ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)।…

ଆଇପିଏଲ ଭାଷ୍ୟକାର ତାଲିକାରେ ସଞ୍ଜୟ ମଂଜ୍ରେରକରଙ୍କ ନାମ ନାହିଁ !

ମୁମ୍ବାଇ:ଇଣ୍ଡିଆନ ପ୍ରିମିୟର ଲିଗ୍‌-୨୦୨୦ ସଂସ୍କରଣ ପାଇଁ ଭାଷ୍ୟକାରଙ୍କ ନାମ ଘୋଷଣା କରାଯାଇଛି । ଏଥିରେ ସିନିୟର ଭାଷ୍ୟକାର ସଞ୍ଜୟ ମଂଜ୍ରେକରଙ୍କ ନାମ ନାହିଁ । ସେପ୍ଟେମ୍ବର ୧୯ରୁ ଆଇପିଏଲ ୟୁଏଇରେ ଆରମ୍ଭ ହେବ । ଦୁବାଇ ଓ ଆବୁଧାବିରେ ୨୧ ଲେଖାଏଁ ଏବଂ ଶାରଜାରେ ୧୪ ମ୍ୟାଚ ଖେଳାଯିବ ।…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୯୮୦ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୯୦ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୯୮୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୨୯୮୦ ଜଣଙ୍କ ମଧ୍ୟରୁ ୬୫୪ ଜଣ କଟକରୁ, ୨୬୩ ଜଣ ଖୋର୍ଦ୍ଧା, ୨୧୨ ଜଣ ଗଞ୍ଜାମରୁ, ୨୦୭ ଜଣ ମୟୁରଭଞ୍ଜରୁ,…

ଘରେ ଶୋଇଥିଲା ୧୮ବର୍ଷୀୟା, ମରି ପଡ଼ିଥିଲେ ୬୮ ବର୍ଷୀୟ !

ତାମିଲନାଡୁ: ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ଘଟଣା । ଏକ ରହସ୍ୟମୟ ଅପମୃତ୍ୟୁ ମାମଲାର ପର୍ଦ୍ଦାଫାସ ହୋଇଛି । ଇମ୍ପୋର୍ଟେଡ ଗାଡି ପାର୍କ କରି ଗିରଫ ହୋଇଥିଲା ଜଣେ ୧୮ବର୍ଷୀୟା ଯୁବତୀ । ଗାଡି ପାର୍କିଂବେଳେ କିଛି ଜଣାପଡିନଥିଲା । ହେଲେ ସିସିଟିଭି ଫୁଟେଜ ଦେଖି ତାଜୁବ ହୋଇଥିଲା ପୋଲିସ ।…

ତାଇୱାନ ବିମାନ ଖସାଇବା ଖବରକୁ ଖଣ୍ଡନ କଲା ଚୀନ

ବେଜିଂ: ତାଇୱାନ ଆମର କୌଣସି ବିମାନ ଖସାଇ ନାହିଁ ବୋଲି ଚୀନ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଚୀନର ସିସିପିଏସୟୁ-୩୫ ବିମାନକୁ ତାଇୱାନ ଖସାଇଦେଇଥିବା ନେଇ ବିଭିନ୍ନ ଖବର ପ୍ରସାରିତ ହୋଇଥିଲା । ତେବେ ଏହାର କୌଣସି ସତ୍ୟତା ନାହିଁ ଏହା ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଖବର ବୋଲି ଚୀନର ପ୍ରତିରକ୍ଷା…

ପବଜିର ବିକଳ୍ପ ଫୌଜି!

ନୂଆଦିଲ୍ଲୀ: ଭାରତ ସରକାରଙ୍କ ପକ୍ଷରୁ ନିକଟରେ ୧୧୮ଟି ଚୀନ୍ ଆପକୁ ବ୍ୟାନ୍ କରାଯାଇ ପଡୋଶୀ ଦେଶ ଉପରେ ଏକପ୍ରକାର ଡିଜିଟାଲ୍ ଷ୍ଟାଇକ୍ କରାଯାଇଛି । ଯେଉଁଥିରେ ରହିଥିଲା ଲୋକପ୍ରିୟ ଗେମିଂ ଆପ୍ ପବଜି । ପବଜି ଆପକୁ ବ୍ୟାନ କରାଯିବା ପରେ ଶୁକ୍ରବାର ଦିନ ବଲିଉଡ ଅଭିନେତା ଅକ୍ଷୟ କୁମାର ଏକ ବଡ…

ଜଗତସିଂହପୁର ବିଧାୟକ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ବିଜେଡି ନେତା ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏସମ୍ପର୍କରେ ସେ ସୂଚନା ଦେଇ କହିଛନ୍ତି ଯେ, ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ମୁଁ କରୋନା ଟେଷ୍ଟ କରାଇଥିଲି, ଯାହା ପଜିଟିଭ ଆସିଛି । ମୁଁ ଏବେ ହୋମ୍ ଆଇସୋଲେସନରେ ଅଛି ଏବଂ…