ପରମବୀର ସିଂଙ୍କୁ ମହାରାଷ୍ଟ୍ର ଗୃହମନ୍ତ୍ରୀ କହିଥିଲେ, ପ୍ରତି ମାସରେ ୧୦୦ କୋଟି ଯୋଗାଡ କର !
ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂ ଏକ ବୟାନ ଏବେ ରାଜନୈତିକ ମହଲରେ ଝଡ ସୃଷ୍ଟି କରିଛି । ଏପରି କି ଏହି ଝଡ ମହାରାଷ୍ଟ୍ର ସରକାର ପତନର କାରଣ ହୋଇପାରେ ବୋଲି ଅନୁମାନ କରାଯାଉଛି । ପରମବୀର କହିଛନ୍ତି ସଚିନ ବଝେଙ୍କୁ ଗୃହମନ୍ତ୍ରୀ ଅନୀଲ ଦେଶମୁଖ କହିଥିଲେ, ପ୍ରତି ମାସରେ…