ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକି : ୪୨ ଗୋଲ ବ୍ୟବଧାନରେ ଜିତିଲା ମଧ୍ୟପ୍ରଦେଶ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସବଜୁନିୟର ଏକାଡେମୀ ମହିଳା ହକିରେ ମଧ୍ୟପ୍ରଦେଶ କରିଛି ଗୋଲ ବର୍ଷା । ତାମିଲନାଡୁ ବିପକ୍ଷ ମୁକାବିଲାରେ ମଧ୍ୟପ୍ରଦେଶ ୪୨-୦ ଗୋଲରେ ବିଜୟ ହାସଲ କରିିଛି । ବିଜୟୀ ଦଳ ପକ୍ଷରୁ ଭୂମିକ୍ଷା ସାହୁ ୯ଟି, କ୍ରିଷ୍ଣା ଶର୍ମା ୭ଟି, ହୁଦା ଖାଁ ୫ଟି,…