Latest Odisha News

BREAKING NEWS

ମୁମ୍ବାଇ ମାନିଆ, ଚୁଲିକି ଯାଉ କରୋନା ସଚେତନତା !

ମୁମ୍ବାଇ: କରୋନା ମହାମାରୀରେ ଛଟପଟ ହେଉଥିଲା ସାରା ବିଶ୍ୱ । କିଛିଦନର ତ୍ରାହି ପରେ ପୁଣି କଡ ଲେଉଟିଲାଣି କରୋନା । ତଥାପି ସଚେତନ ହେବାକୁ ନାରାଜ ଆଜିର ଆଧୁନିକ ମଣିଷ । ମାସ୍କ ପିନ୍ଧିବାକୁ କହିବାରୁ ପୌରପାଳିକା ମହିଳା କର୍ମଚାରୀ ନିସ୍ତୁକ ମାଡ ମାରିଛନ୍ତି ଅନ୍ୟ ଜଣେ ମହିଳା । ମୁମ୍ବାଇ…

ଟିକା ନେବାର ଦୁଇ ଦିନ ପରେ କରୋନା ସଂକ୍ରମିତ ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ଟିକା ନେବାର ମାତ୍ର ଦୁଇ ଦିନ ପରେ ପାକିସ୍ତାନ ପିଏମ କରୋନା ସଂକ୍ରମିତ ହୋଇଛନ୍ତି। ସେ ଘରେ ସଙ୍ଗରୋଧରେ ଅଛନ୍ତି। ସ୍ୱାସ୍ଥ୍ୟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହକାରୀ ଡାକ୍ତର…

ସ୍ୱଚ୍ଛ ଭାରତ ମିଶନରେ ଦୁର୍ନୀତିର ଗନ୍ଧ

ମାଲକାନଗରି: ଆଦିମ ଜନଜାତି ବଣ୍ଡା ଲୋକଙ୍କ ଉନ୍ନତି ପାଇଁ ରହିଛି ବିଭିନ୍ନ ଯୋଜନା । ହେଲେ ବାସ୍ତବରେ ତାହା କେତେଦୂର କାର୍ଯ୍ୟକାରୀ ହେଉଛି, ଏହାର ଉତ୍ତର ବୋଧ ହୁଏ କେବଳ ଏହି ସରଳ ଲୋକଙ୍କ ନିକଟରେ ରହିଛି । ସ୍ୱଚ୍ଛ ଭାରତ ମିଶନରେ ଅଧିନରେ ନିର୍ମାଣ ହୋଇଥିଲା ଶହଶହ ପାଇଖାନା । ହେଲେ…

ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ; ୨ ମାଓବାଦୀ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ଦାନ୍ତେୱାଡା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଦୁଇ ମାଓବାଦୀ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଦାନ୍ତେୱାଡା ଜିଲ୍ଲାର କୁଆକୋଣ୍ଡା ଥାନା ଅନ୍ତର୍ଗତ ଗୁଡରା ଜଙ୍ଗଲରେ ମାଓବାଦୀ ମାନେ ଏକ…

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ; ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ

ଟୋକିଓ: ଶନିବାର ଜାପାନରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି ଯାହା ରାଜଧାନୀ ଟୋକିଓରେ ଥିବା ବଡ଼ ବଡ଼ ଅଟ୍ଟାଳିକାକୁ ଥରାଇ ଦେଇଛି। ଏ ନେଇ ଦେଶର ଉତ୍ତର-ପୂର୍ବ ଉପକୂଳରେ ସୁନାମି ଚେତାବନୀ ଦିଆଯାଇଛି। ଏହି ଶକ୍ତିଶାଳୀ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୨ ରହିଛି। USGS କହିଛି ଯେ…

କରୋନା ଟିକା ନେଲେ ଅଭିନେତା ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ଏଭରଗ୍ରୀନ୍ ବଲିଉଡ୍‌ ଅଭିନେତା ଧର୍ମେନ୍ଦ୍ର କରୋନାଭାଇରସ୍ ଟିକାର ପ୍ରଥମ ଡୋଜ ଗ୍ରହଣ କରିଛନ୍ତି। ଏହାପୂର୍ବରୁ ତାଙ୍କ ପତ୍ନୀ ହେମା ମଲିନୀ ମଧ୍ୟ କରୋନା ଟିକା ନେଇଥିଲେ। ଏ ନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି ଏବଂ ଲୋକଙ୍କୁ ଟିକା ନେବା ସହିତ କରୋନା କଟକଣାକୁ…

ଜାଣନ୍ତୁ କ’ଣ ରହିବ ପ୍ରିୟଙ୍କାଙ୍କ ରେସ୍ତୋରାଁର ସିଗ୍‌ନେଚର୍‌ ଡିସ୍‌

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରା ନିକଟରେ ନ୍ୟୁୟର୍କରେ ନିଜର ନୂତନ ଭାରତୀୟ ରେସ୍ତୋରାଁ 'ସୋନା'କୁ ଉନ୍ମୋଚନ କରିଥିଲେ। ତେବେ ପ୍ରିୟଙ୍କାଙ୍କ ଏହି ଭାରତୀୟ ରେସ୍ତୋରାଁରେ କଣ ରହିଛି ଖାଦ୍ୟ ତାଲିକା ଜାଣିବାକୁ ଚାହୁଁଛନ୍ତି କି? ତେବେ ସୋନା ରେସ୍ତୋରାଁର ସେଫ୍‌ ହରି ନାୟକ…

ସ୍ପାଇସ୍‌ଜେଟ୍‌ ପକ୍ଷରୁ ସୋନୁ ସୁଦଙ୍କୁ ମିଳିଲା ଏହି ସ୍ୱତନ୍ତ୍ର ସମ୍ମାନ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କୁ ମିଳିଲା ସ୍ବତନ୍ତ୍ର ସମ୍ମାନ। କରୋନା ମହାମାରୀ ସମୟରେ ତାଙ୍କ ଉଦ୍ୟମ ପାଇଁ ସ୍ପାଇସଜେଟ ଦ୍ୱାରା ସ୍ୱତନ୍ତ୍ର ବିମାନରେ ତାଙ୍କ ପ୍ରତିଛବି ଅଙ୍କାଯାଇ ତାଙ୍କୁ ସମ୍ମାନିତ କରାଯାଇଛି। ସ୍ପାଇସଜେଟ୍ ଏହାର ବୋଇଙ୍ଗ ୭୩୭ ବିମାନରେ ଆବୃତ ସୋନୁ ସୁଦଙ୍କ…

ଏଣିକି ମେଟ୍ରୋ କୋଚ୍‌ରେ ବି କରିପାରିବେ ବାର୍ଥ ଡେ ସେଲିବ୍ରେସନ୍‌

ଜୟପୁର: ଜୟପୁର ମେଟ୍ରୋ ଗୁରୁବାର ଦିନ କହିଛି ଯେ ଲୋକମାନେ ବର୍ତ୍ତମାନ ଜନ୍ମଦିନ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଳନ କରିବା ପାଇଁ ମେଟ୍ରୋ କୋଚ୍ ଭଡାରେ ନେଇପାରିବେ। ତେବେ ଅତିରିକ୍ତ ରାଜସ୍ୱ ଆଦାୟ ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। ଜୟପୁର ମେଟ୍ରୋ ମଧ୍ୟ ପୂର୍ବରୁ ଛୋଟ…

କବିତା : ମୂଳ

 ରାମକୃଷ୍ଣ  ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ ଏବେ ମୋର ଶୋଇବା ଘର ନିବୁଜ ସିନ୍ଦୁକ, ଗୁପ୍ତ ଡାଏରୀର ପ୍ରତି ପୃଷ୍ଠା ଓ ଛାତି ତଳ ଢବା ଘରକୁ ଧସେଇ ପଶିଛି ପୃଥିବୀ ନିଜକୁ ପଛ କରି ସମୟର ଚିତ୍ର ଆଙ୍କିବା ବେଳେ ଖୋଲି ଯାଇଛି ସବୁ ଝରକା କବାଟ ଗୁପ୍ତ ଖମାରର, ହୃଦୟ ଓ ଆୟୂଷର,…