ସାଧାରଣତନ୍ତ୍ର ଦିବସ; କେଉଁଠି କିଏ କରିବେ ପତାକା ଉତ୍ତୋଳନ, ଜାଣନ୍ତୁ
ଭୁବନେଶ୍ୱର: ଆଉ କିଛି ଦିନ ପରେ ସାଧାରଣତନ୍ତ୍ର ଦିବସ। ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଥିବା ବେଳେ କେଉଁଠି କିଏ କରିବେ ପତାକା ଉତ୍ତୋଲନ ଜାଣନ୍ତୁ।
ରାଜ୍ୟ ସ୍ତରୀୟ ସାଧାରଣତନ୍ତ୍ର ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଭୁବନେଶ୍ବରରେ ଜାତୀୟ ପତାକା…