Latest Odisha News

BREAKING NEWS

ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ପରୀକ୍ଷଣ କଲା ପାକିସ୍ତାନ

ଇସଲାମବାଦ: ପାକିସ୍ତାନ ବୁଧବାର ପରମାଣୁ କ୍ଷମତା ସମ୍ପନ୍ନ ଶାହୀନ-୩ ମିସାଇଲର ସଫଳ ପରୀକ୍ଷଣ କରିଛି । ଏହାର ରେଂଜ ୨୭୫୦ କିଲୋମିଟର ରହିଛି । ପାକିସ୍ତାନରୁ ଚେନ୍ନାଇ ପର୍ଯ୍ୟନ୍ତ ଏହି ମିସାଇଲ ଟାର୍ଗେଟ କରିପାରିବ । ସଫଳ ପରୀକ୍ଷଣ ପରେ ରାଷ୍ଟ୍ରପତି ଆରିଫ ଅଲଭି ଓ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ…

ନଇଁଲେ ସରକାର: ଦେଢ଼ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ରାଜି

ନୂଆଦିଲ୍ଲୀ: ଶେଷରେ ନଇଁଲେ କେନ୍ଦ୍ର ସରକାର। କୃଷକ ଆନ୍ଦୋଳନରୁ ବାହାରିପାରେ ସମାଧାନର ବାଟ। ଆଜି କୃଷକ ସଂଗଠନ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା। ଏହାପରେ ଦେଢ଼ ବର୍ଷ ଯାଏଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତୁତ ଅଛନ୍ତି। ଆଜିର ବୈଠକରେ କୃଷକ ସଂଗଠନକୁ…

ଆଇପିଏଲ ୨୦୨୧ ଅଙ୍କକଷା ଆରମ୍ଭ : ଆସନ୍ତୁ ଜାଣିବା କେଉଁ ଖେଳାଳି ରହିଲେ କିଏ ବିଦା ହେଲେ

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୧ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଷ୍ଟିଭ ସ୍ମିଥ, ଲସିଥ ମାଲିଙ୍ଗା, ଗ୍ଲେନ ମ୍ୟାକ୍ସୱେଲ ପରି ଖେଳାଳି ସେମାନଙ୍କ ଦଳ ପାଇଁ ଅଲୋଡା ହୋଇ ପଡିଛନ୍ତି । ୮ଟି ଯାକ ଫ୍ରାଂଚାଇଜ ଦଳ କେଉଁ ଖେଳାଳିଙ୍କୁ ଦଳରେ ରଖିଛନ୍ତି ଓ କାହାକୁ ବିଦା…

ନୟାଗଡ଼ ନାବାଳିକା ହତ୍ୟା ମାମଲା: ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର କଲେ ଜୁଭେନାଇଲ ଜଷ୍ଟିସ ବୋର୍ଡ

ନୟାଗଡ଼: ବହୁଚର୍ଚ୍ଚିତ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଚିଲଡ୍ରେନ କୋର୍ଟକୁ ମାମଲା ସ୍ଥାନାନ୍ତର। ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲାକୁ ସ୍ଥାନାନ୍ତର କରାଯାଇଛି। ପ୍ରିଲିମିନାରୀ ଆସେସମେଣ୍ଟ ଓ ସୋସିଆଲ ବ୍ଯାକଗ୍ରାଉଣ୍ଡ ଆଧାରରେ ମାମଲାକୁ ସ୍ଥାନାନ୍ତର କରାଯାଇଛି। ସଙ୍ଗୀନ…

ତାଣ୍ଡବ ବିରୋଧରେ ବିବାଦୀୟ ମନ୍ତବ୍ୟ ଯୋଗୁ କଙ୍ଗନାଙ୍କ ଟ୍ୱିଟର ଆକାଂଉଟ ଅସ୍ଥାୟୀ ରୂପେ ବନ୍ଦ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତଙ୍କ ଟ୍ୱିଟର ଆକାଂଉଟକୁ ଅସ୍ଥାୟୀ ରୂପେ ବନ୍ଦ କରାଯାଇଛି । ତାଣ୍ଡବ ୱେବ ସିରିଜ ନେଇ କଙ୍ଗନା ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଆକାଂଉଟ ବନ୍ଦ ହେବା ପରେ କଙ୍ଗନା ତୀବ୍ର ପ୍ରତ୍ରକ୍ରିିୟା ପ୍ରକାଶ କରିଛନ୍ତି ।…

ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି

ପିପିଲି: ନିର୍ବାଚନ ତାରିଖ ଘୋଷଣା ହୋଇନି, ହେଲେ ପିପିଲି ଉପନିର୍ବାଚନକୁ ନେଇ ସରଗରମ ହେଲାଣି ରାଜନୀତି । ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହେବାକୁ ଯାଉଛି । ଉପନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ଥିର ହୋଇନଥିବା ବେଳେ, ଏବେ…

ଘଂଟାକ ମଧ୍ୟରେ ବୁଲେଟ ଥାଳି ଖାଆନ୍ତୁ, ଏନଫିଲ୍ଡ ବୁଲେଟ ଗାଡି ଘରକୁ ନିଅନ୍ତୁ

ପୁଣେ: ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀମାନେ ବିଭିନ୍ନ ପ୍ରକାର ଅଫର ଦେଇଥାନ୍ତି । ତେବେ ପୁଣେର ଶିବରାଜ ହୋଟେଲ ନିଆରା ସ୍କିମ ବାହାର କରିଛନ୍ତି । ତାଙ୍କ ହୋଟେଲରେ ପ୍ରସ୍ତୁତ ବୁଲେଟ ଥାଳିକୁ ଯଦି ଜଣେ ଘଂଟାକ ମଧ୍ୟରେ ଖାଇବେ ତାହାହେଲେ ନୂଆ ଏନଫିଲ୍ଡ ବୁଲେଟ ଗାଡି ଘରକୁ…

ବଢିଲା ବସ ଭଡ଼ା

ଭୁବନେଶ୍ବର : ପୁଣି ବଢିଲା ବସ ଭଡ଼ା । ରାଜ୍ୟ ସରକାର ବୁଧବାର ବସ ଭଡା ବଢାଇଛନ୍ତି । ଅଡିନାରୀ ବସ ଭଡ଼ା କିଲୋମିଟର ପିଛା 73ରୁ 74 ପଇସା ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍ ଭଡା 76ରୁ 77 ପଇସାକୁ ବୃଦ୍ଧି ହୋଇଛି ।  ସେହିପରି ଡିଲକ୍ସ ବସ 107 ପଇସାରୁ 109କୁ ବୃଦ୍ଧି ହୋଇଥିବା…

ପ୍ରଫେସର ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର: ସମ୍ବଲପୁର ଜିଲ୍ଲାର ନୂଆ କୁଳପତି ନିଯୁକ୍ତ। ପ୍ରଫେସର ସଞ୍ଜୀବ ମିତ୍ତଲ ନୂଆ କୁଳପତି ଭାବରେ ନିଯୁକ୍ତି ପାଇଛନ୍ତି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ତାଙ୍କୁ ନିଯୁକ୍ତି ଦେଇଛନ୍ତି। ଆସନ୍ତା ୪ବର୍ଷ ପାଇଁ ସେ ପଦରେ ରହିବେ। ପ୍ରଫେସର ସଞ୍ଜୀବ ମିତ୍ତଲ ବର୍ତ୍ତମାନ…

ଭିନ୍ନମୋଡ଼ ନେଲା ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା

ଭୁବନେଶ୍ବର : ବାଲିପାଟଣା ଥାନା ପୋଲିସ ଜଣେ ଶିଶୁକୁ ଗିରଫ କରି କୋର୍ଟ ଚାଲାଣ କରିବା ଘଟଣା ଏବେ ଭିନ୍ନମୋଡ ନେଇଛି । ଶିଶୁକୁ ନ୍ୟାୟ ଦେବା ପାଇଁ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଓ ରାଜ୍ୟ ମାନବାଧିକାର କମିଶନରେ ପହଞ୍ଚିଛି ମାମଲା । ଚାଇଲ୍ଡ ଲାଇନ୍ ଓ ସୂଚନା ଅଧିକାର କର୍ମୀଙ୍କ…