Latest Odisha News

BREAKING NEWS

ସେୟାର ବଜାରରେ ଉତ୍ସାହ: ପ୍ରଥମ ଥର ୫୦ ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ବଜାରରେ ଜବରଦସ୍ତ ଉତ୍ସାହ । ଆଜି କାରବାର ଆରମ୍ଭରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚିଥିଲା ସେନସେକ୍ସ । ପ୍ରଥମ ଥର ବମ୍ବ ଷ୍ଟକ ଏକ୍ସଚେଞ୍ଜ ସୂଚକାଙ୍କ ୫୦ ହଜାର ପାର କରିଛି । ସେହିପରି ନିଫଟ୍ ସୂଚକାଙ୍କ ଟପିଥିଲା ୧୪ ହଜାର । ବିଏସଇ ସୂଚକାଙ୍କ ୨୨୩ ପଏଣ୍ଟ ବଢ଼ି ୫୦ହଜାର ୧୫ ପାର…

ରାଷ୍ଟ୍ରପତି ଗାଦିରେ ବସିବା ପରେ ଆକ୍ସନ ମୁଡରେ ବାଇଡେନ୍, ବଦଳାଇଲେ ଟ୍ରମ୍ପଙ୍କ ଏସବୁ ଫୈସଲା

ଓ୍ୱାଶିଂଟନ: ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍ ଯୁଗ । ଦେଶରେ ୪୬ତମ ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । କାର୍ୟ୍ୟଭାର ଗ୍ରହଣ କରିବା ପରେ ଆକ୍ସନ ମୁଡକୁ ଆସିଛନ୍ତି ନୂଆ ରାଷ୍ଟ୍ରପତି । ପ୍ରଥମ ଦିନରେ ଅନେକ କାର୍ଯ୍ୟକାରୀ ନିର୍ଦ୍ଦେଶନାମାରେ ସେ ଦସ୍ତଖତ କରିଛନ୍ତି…

କୋରାଇ ବ୍ଲକର ଅଚଳାବସ୍ଥା ନେଇ ତେଜିଲା ଅସନ୍ତୋଷ

ଯାଜପୁର : ଯାଜପୁର ଜିଲ୍ଲା କୋରାଇ ବ୍ଲକରେ ଦିର୍ଘଦିନ ହେବ ଲାଗିରହିଛି ଅଚଳାବସ୍ଥା। ବିଗତ ୨ ବର୍ଷ ୮ ମାସ ହେବ ବସିନି ପଞ୍ଚାୟତ ସମିତି ବୈଠକ। ବୈଠକ କରିବା ପାଇଁ ବିଡିଓ ଙ୍କ ନିକଟରେ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ବିଡିଓ ଏହାକୁ କାର୍ଯ୍ୟକାରୀ କରୁ ନାହାନ୍ତି। ଫଳରେ ଏହାକୁ ନେଇ…

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…

ବ୍ରହ୍ମପୁରରେ ଠାବ ହେଲା ନକଲି ହଳଦୀ ଓ ଲଙ୍କା ଗୁଣ୍ଡ କାରଖାନା

ବ୍ରହ୍ମପୁର: ପ୍ରଥମେ କଟକ, ପରେ ଭୁବନେଶ୍ୱର ଏବଂ ପର୍ଯ୍ୟାୟକ୍ରମେ ଯାଜପୁର, ଭଦ୍ରକ , ଆଉ ଏବ ଗଞ୍ଜାମ ଜିଲ୍ଲାରୁ ଠାବ ହୋଇଛି ନକଲି ଖାଦ୍ୟ ପ୍ରସ୍ତୁତି ସାମଗ୍ରୀର କାରଖାନା । ବ୍ରହ୍ମପୁର ବଡ଼ବଜାର ଅଞ୍ଚଳରୁ ନକଲି ହଳଦୀ ଗୁଣ୍ଡ ଓ ଲଙ୍କା ଗୁଣ୍ଡ ତିଆରି କରୁଥିବା କାରଖାନା ଧରିଛି ପୋଲିସ ।…

ବାଇଡେନ୍ ଓ କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି ଜୋ ବାଇଡେନ୍ । ଉପରାଷ୍ଟ୍ରପତି ଭାବରେ କମଳା ହାରିସ ଶପଥ ନେଇଛନ୍ତି । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି ଲେଖିଛନ୍ତି, ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ…

ଗଜପତି: ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡି ନଷ୍ଟ କଲା ପୋଲିସ

ଗଜପତି: ଗଞ୍ଜେଇ ଚାଷର ଗନ୍ତାଘର ସାଜିଛି ଗଜପତି ଜିଲ୍ଲା। ପ୍ରତିଦିନ ପ୍ରାୟ ଏଠାରେ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ସୂଚନା ମିଳୁଛି। ପ୍ରାୟ ୬୦ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୨ କୋଟି ଟଙ୍କା ହେବ । ସୁଚନାନୁଯାୟୀ,…

ଭିଜିଲାନ୍ସ ଜାଲରେ ନବରଙ୍ଗପୁର ସିଙ୍ଗିଶାରୀ ପଞ୍ଚାୟତ ଜିଆରଏସ୍

ଉମରକୋଟ: ଭିଜିଲାନ୍ସ ଜାଲରେ ପଞ୍ଚାୟତ ଜିଆରଏସ୍ । ନବରଙ୍ଗପୁର ସିଙ୍ଗିଶାରୀ ଜିଆରଏସ୍ ହିମାଂଶୁ ବାଘଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ଚାଲିଛି । ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ଏକାକାଳୀନ ରେଡ୍ ଜାରି ରଖିଛନ୍ତି । ବର୍ତ୍ତମାନ ସୁଦ୍ଧା…

ଓଡ଼ିଶାର ‘କଳାବୁଦା’ ଗାଁ; ଜାଣନ୍ତୁ କାହିଁକି ହୋଇଛି ଏପରି ନାମକରଣ

ଭୁବନେଶ୍ୱର: କଳା, ସଂସ୍କୃତିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡିଶା। ଏହାର ପ୍ରତିଟି କୋଣ ଅନୁକୋଣରେ ଭାରି ରହିଛି ଲୋକକଳାର ନିଚ୍ଛକ ନିଦର୍ଶନ। ଏହାର ଗୋଡିମାଟିରେ ବି ଲେଖା ଅନେକ କାହାଣୀ। ପ୍ରତିଟି ଦିଗବଳୟରୁ ଛୁଟି ଆସେ ଅନେକ ରହସ୍ୟର ଆଭାସ। ଏହାର ପ୍ରତିଟି କଥାରେ ଭରି ରହିଥାଏ ଅନେକ ନଥା।…

ସୁରୁଖୁରୁରେ ଜଗା ଦର୍ଶନ: ଆଜିଠୁ ଦରକାର ନାହିଁ କୋଭିଡ୍ ନେଗେଟିଭ୍ ରିପୋର୍ଟ

ପୁରୀ: ଶ୍ରୀମନ୍ଦିରରେ ଆଜିଠୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହୋଇଛି । ସମସ୍ତେ ରତ୍ନସିଂହାସନରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ । କୋଭିଡ୍ ନେଗେଟିଭ୍ ରିପୋର୍ଟକୁ ହଟାଇ ଦେଇଥିଲେ ବି ଦର୍ଶନ ପାଇଁ ଜାରି ହୋଇଥିବା କୋଭିଡ୍ ଗାଇଡଲାଇନକୁ ସମସ୍ତେ ମାନିବେ ।…