[ଭିଡ଼ିଓ] ପୋଲିସ କବ୍ଜାରେ କୁଖ୍ୟାତ ଲୁଟେରା ଗ୍ୟାଙ୍ଗ !
କଟକ: କରୋନା କଟକଣାରେ ଅମାନିଆ ଲୁଟେରା । ଦିନରେ ହେଉ କି ରାତି । ଲୁଟେରାଙ୍କ ଦୌରାତ୍ମ୍ୟରେ ବିଚଳିତ ସାଧାରଣ ଜନତା । ଚାଉଳିଆଗଂଜରେ ଏକ ଚୋରି ମାମଲା ସାମ୍ନାକୁ ଆସିବା ପରେ ଗିରଫ ହୋଇଛନ୍ତି ୩ ଅଭିଯୁକ୍ତ ।
ଚାଉଳିଆଗଂଜର ଦିନବନ୍ଧୁ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗତମାସ ୨୨ତାରିଖରେ ଘରୁ…