ସିଙ୍ଗଡାକୁ ମିସ୍ କରୁଛନ୍ତି ହ୍ରିତିକ
ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ସିଙ୍ଗଡାକୁ ମିସ୍ କରୁଛନ୍ତି ବୋଲି କହିଛନ୍ତି । ସେ ତାଙ୍କର ଇଚ୍ଛାକୁ ଏକ ଫଟୋ ମାଧ୍ୟରେ ସୋସିଆଲ ସାଇଟରେ ଶେୟାର କରିବା ପରେ ଏହା ଭାଇରାଲ ହେବା ସହ ମିଶ୍ର ପ୍ରତିକ୍ରିୟା ଆସିଛି । ଏହି ଫଟୋରେ ହ୍ରିତିକ ଲ୍ୟାପଟପ ଧରି କୌଣସି ଏକ ବସ୍ତୁକୁ ଗୁରୁତ୍ୱ…