ଆସନ୍ତୁ ଜାଣିବା କେଉଁଠାରେ ଗଣେଶଙ୍କ ପ୍ରତିମା ବଢ଼ିବାରେ ଲାଗିଛି
ଚିତୋର: ଆନ୍ଧ୍ରପ୍ରଦେଶର ଚିତୋର ଜିଲ୍ଲାର ଇରାଲା ମଣ୍ଡଳରେ ଗଣେଶ ମହାପ୍ରଭୂଙ୍କ ମନ୍ଦିର ଅଛି । ବାହୁଦା ନଦୀ କୂଳରେ ଥିବା ଏହି ମନ୍ଦିରରେ ପୂଜାର୍ଚ୍ଚାନା କଲେ ରୋଗ ବୈରାଗ ଓ ପାପ ନାଶ ହୁଏ । ତିରୁପତି ମନ୍ଦିର ଯିବା ପୂର୍ବରୁ ଭକ୍ତମାନେ ଏଠାକୁ ପ୍ରଥମେ ଆସିଥାନ୍ତି । ୧୧ଶ ଶତାବ୍ଦୀରେ ନିର୍ମିତ…