Latest Odisha News

BREAKING NEWS

ସ୍ବାଧୀନତା ଦିବସ ପାଳନ ଅବସରରେ କରୋନା ଯୋଦ୍ଧାଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ କୃତଜ୍ଞତା ଜ୍ଞାପନ  

ଯାଜପୁର: ଆଜି ସାରା ଦେଶରେ ପାଳନ ହୋଇଛି ୭୪ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଯାଜପୁର ଜିଲ୍ଲା ହକି ଷ୍ଟାଡିଅମରେ ଜିଲ୍ଲାସ୍ତରୀୟ ଜାତୀୟ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।…

ସ୍ୱାଧୀନତା ପୂର୍ବରୁ କେବେ ପାଳନ ହେଉଥିଲା ‘ସ୍ୱାଧୀନତା ଦିବସ’ ?

ଭୁବନେଶ୍ୱର: ଆଜି ହେଉଛି  ୭୪ ତମ ସ୍ଵାଧିନତା ଦିବସ । ସାରା ଦେଶ ଆଜି ଉତ୍ସବ ମୁଖର । ସ୍ୱାଧୀନତାର ଏହି ଦିନକୁ ବେଶ୍ ଧୁମଧାମରେ ପାଳନ କରୁଛନ୍ତି ଦେଶବାସୀ । ୧୯୪୭ ମସିହା ଆଜିର ଦିନରେ ବ୍ରିଟିଶ କବଳରୁ ସ୍ୱାଧୀନତା ପାଇଥିଲା ଆମ ଦେଶ ଭାରତ। ଦୀର୍ଘ ବର୍ଷ ଧରି ଇଂରେଜ ଅଧୀନରେ ରହିବା ପରେ…

ଢେଙ୍କାନାଳରେ ୮୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଢେଙ୍କାନାଳ: ଶନିବାର ଦିନ ଆଉ ୬୯ ପଜିଟିଭ ସହ ୮୬୩ ଛୁଇଁଛି ମୋଟ ପଜିଟିଭ ସଂଖ୍ୟା । ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଚିହ୍ନଟ ସମସ୍ତ ପଜିଟିଭ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୩୩ ଜଣ ଭୁବନ ବ୍ଲକରୁ ରିପୋର୍ଟ ହୋଇଛନ୍ତି। ଭୁବନ ଏନଏସିରୁ ୩୦…

ଦେଶରେ ଆକ୍ରନ୍ତଙ୍କ ସହ ବଢୁଛି ଆରୋଗ୍ୟ ହାର: ଗୋଟିଏ ଦିନରେ ୫୭ ହଜାରରୁ ଉର୍ଦ୍ଧ୍ବ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଜାରି ରାହିଛି କରୋନାର କୋପ । ଦିନକୁ ଦିନ ବହୁ ମାତ୍ରାରେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ସେହି ଅନୁସାରେ ସୁସ୍ଥ ହାର ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଭାରତରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।…

ପାକିସ୍ତାନୀ ୱେବସାଇଟ ହ୍ୟାକ କଲେ ଭାରତୀୟ ହ୍ୟାକର, ରାମଲାଲା ଆମେ ଆସିବୁ ଲେଖିଲେ

ନୂଆଦିଲ୍ଲୀ: ଭାରତୀୟ ହ୍ୟାକରମାନେ ସ୍ୱାଧୀନତା ଦିବସ ଅବସରରେ ପାକିସ୍ତାନୀ ୱେବସାଇଟ ହ୍ୟାକ କରିଛନ୍ତି । ଫାତିମା ଜିନ୍ନା ମହିଳା ବିଶ୍ୱବିଦ୍ୟାଳୟର ୱେବସାଇଟ ହ୍ୟାକ କରିବା ସହ ଇଣ୍ଡିଆନ ସାଇବର ଟ୍ରୁପ ନାମକ ହ୍ୟାକର ଗ୍ରୁପ ଭାରତୀୟ ସ୍ୱାଧୀନତା ଦିବସ ବାର୍ତା ଦେଇଥିଲେ । ଭାରତ ପତାକା ଭଗବାନ…

ସିନେମାରେ ଦେଶଭକ୍ତିର ଝଲକ

ଭୁବନେଶ୍ୱର: ସାରା ଦେଶରେ ଶନିବାର ଦିନ ୭୪ତମ ସ୍ୱାଧୀନତା ଦିବସ ପାଳନ କରାଯାଉଛି । ଚଳିତ ଥର କରୋନା କଟକଣା ମଧ୍ୟରେ ଉତ୍ସବ ପାଳିତ ହୋଇଛି । କରୋନା କଟକଣା ଯୋଗୁଁ କେହି ବାହାରକୁ ବାହାରି ପାରୁନାହାଁନ୍ତି । ଏହି ପରିପ୍ରେକ୍ଷୀରେ ଜାଣନ୍ତୁ ଏଭଳି କିଛି ଫିଲ୍ମ ସମ୍ପର୍କରେ ଯାହା ଆପଣଙ୍କ…

ଭିଡ଼ିଓ କଲିଂ ସମୟରେ ରୁହନ୍ତୁ ସବଧାନ; ଲାଗିପାରେ ଆଇଏସଡି ଚାର୍ଜ

ନୂଆଦିଲ୍ଲୀ: ଭିଡ଼ିଓ କଲିଂ କରୁଥିଲେ ହୋଇ ଯାଆନ୍ତୁ ସବଧାନ। ଏଣିକି ଭିଡିଓ କଲିଂ ସମୟରେ ବ୍ୟବହାରକାରୀଙ୍କୁ ଅବଲମ୍ବନ କରିବାକୁ ପଡ଼ିବ ଏହି ସବୁ ସତର୍କତା । ନଚେତ ଦେବାକୁ ପଡିପାରେ ଆଇଏସ୍‌ଡି ଚାର୍ଜ। ଏନେଇ ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ (ଟିଆରଏଆଇ) ଏକ ବିଜ୍ଞପ୍ତିରେ ସୂଚନା…

ଜାତୀୟ ପତାକାକୁ ଅପମାନ, ପଞ୍ଜାବର ମୋଗାରେ ଉଡିଲା ଖଲିସ୍ତାନ ପତାକା

ମୋଗା: ସ୍ୱତନ୍ତ୍ରତା ଦିବସରେ କିନ୍ତୁ ପଞ୍ଜାବରୁ ଏକ ଖରାପ ଖବର ଆସିଛି । କେତେକ ଅସାମାଜିକ ଗୋଷ୍ଠୀ ମୋଗା ଜିଲାର ପ୍ରଶାସନିକ ବିଭାଗ ଉପରେ ଖଲିସ୍ତାନ ପତାକା ଉଡାଇଛନ୍ତି । ପ୍ରଧାନମନ୍ତ୍ରୀ ଅମରିନ୍ଦର ସିଂ ଏହା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଅଜ୍ଞାତ…

[ଭାଇରାଲ୍ ଭିଡିଓ] ଜନ୍ମଦିନରେ ବୃଦ୍ଧାଙ୍କ ଚକିତକର କାରନାମା !

କୋଲକାତା: ସତରେ ଖୁସୀ ମନାଇବା ପାଇଁ ନାହିଁ କୌଣସି ବୟସ ସୀମା । ଏହି କଥାକୁ ସତ ପ୍ରମାଣିତ କରିଛନ୍ତି କୋଲକାତାର ଜଣେ ୯୩ ବର୍ଷୀୟ ବୃଦ୍ଧା । ନିଜ ଜନ୍ମଦିନରେ ପରିବାର ଲୋକଙ୍କ ସହ ମିଶି ବୃଦ୍ଧା ଜଣକ ଫୁଲ୍ ଦମ୍‌ରେ ଡାନ୍ସ କରିଥିଲେ । ତାଙ୍କ ଡାନ୍ସିଂ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍…

କିଏ ଦେଉଥିଲା ଅଙ୍କିତାଙ୍କ ଫ୍ଲାଟ୍‌ର ଇଏମ୍‌ଆଇ ?

ମୁମ୍ବାଇ: ଅଗଷ୍ଟ ୧୪ରେ ସୁଶାନ୍ତ ସିଂ ରାଜପୁତ ଓ ଅଙ୍କିତା ଲୋଖଣ୍ଡେଙ୍କ ସହ ଜଡିତ ଏକ ଖବର ସାମ୍ନାକୁ ଆସିଥିଲା । ଏନ୍‌ଫୋର୍ସମେଣ୍ଟ ଡିରେକ୍ଟୋରେଟ୍ (ED) କହିଥିଲା ମୁମ୍ବାଇର ମଲାଡ ସ୍ଥିତ ଅଙ୍କିତାଙ୍କ ୪.୫କୋଟି ଦାମର ଫ୍ଲାଟ୍‌ର ଇଏମ୍‌ଆଇ ସୁଶାନ୍ତ ସିଂ ରାଜପୁତଙ୍କ ଆକାଉଣ୍ଟରୁ କଟୁଥିଲା ।…