ଖୁବ୍ ଶୀଘ୍ର ଟିକା ନେଇପାରନ୍ତି କଙ୍ଗନା
ନୂଆଦିଲ୍ଲୀ: ଦେଶରେ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। AIIMS ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କରୋନା ଟିକା ନେଇଛନ୍ତି। ଆଗାମୀ କିଛି ମାସ ମଧ୍ୟରେ ସମସ୍ତଙ୍କୁ ଟିକାକରଣ କରାଯିବ। ଅନେକ ମାସର ସଂଘର୍ଷ ପରେ ମୈଜ୍ଞାନିକମାନେ କରୋନାଭାଇରସ୍ ଟିକା ତିଆରି କରିବାରେ ସଫଳ ହୋଇଛନ୍ତି। AIIMS…