ବିଷାକ୍ତ ଶାଗ ଖାଇ ପ୍ରାଣ ହରାଇଲା ୩ ବର୍ଷୀୟ ଶିଶୁ; ୩ ଗୁରୁତର
ନୟାଗଡ଼: ବିଷାକ୍ତ ଶାଗ ଖାଇ ଚାଲିଗଲା ନିରିହ ଶିଶୁର ଜୀବନ। ଏଭଳି ଏକ ଅଭାବବନୀୟ ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ବରସାହି ଗାଁରେ। ବିଷାକ୍ତ ଶାଗ ଖାଇ ୩ବର୍ଷର ଶିଶୁର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଅସୁସ୍ଥ ହୋଇଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା…