Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା୪-୮-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଅଗଷ୍ଟ ତା ୪ ରିଖ ମଙ୍ଗଳବାର କର୍କଟ ୨୦ ଦିନ ଭାଦ୍ରବ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥି ଧନିଷ୍ଠା ନକ୍ଷତ୍ର ମକର ଚନ୍ଦ୍ର ଘାତ ବାର-: ମକର ରାଶିର ଘାତ ଚନ୍ଦ୍ର: ସିଂହ ରାଶି ପୁରୁଷଙ୍କର ଆଜି: ପାଣି କଖାରୁ…

ନ୍ୟୁଜ ଆଙ୍କର ଅର୍ଣ୍ଣବଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡର ବିବାଦୀୟ ଫିଲ୍ମ ନିର୍ମାତା ରାମ ଗୋପାଳ ବର୍ମା ଏବେ ନ୍ୟୁଜ ଆଙ୍କର ଅର୍ଣ୍ଣବଙ୍କ ଉପରେ ଫିଲ୍ମ ନିର୍ମାଣ କରିବେ । ଏ ନେଇ ସେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଫିଲ୍ମର ଟାଇଟଲ ରହିଛି ‘ଅର୍ଣ୍ଣବ- ଦି ନ୍ୟୁଜ ପ୍ରଷ୍ଟିଚ୍ୟୁଟ୍‌’ । ରିପବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ…

ସୁଶାନ୍ତଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଫେବ୍ରୁଆରୀ ମାସରୁ ମୁମ୍ବାଇ ପୋଲିସକୁ ଜଣାଇଥିଲେ ବାପା କେ.କେ ସିଂ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗି ରହିଥିବା ବେଳେ ଏବେ ତାଙ୍କ ବାପାଙ୍କର ଏକ ବିବାଦୀୟ ବୟାନ ନଜରକୁ ଆସିଛି । ତାଙ୍କ ପୁଅ(ସୁଶାନ୍ତ) ପ୍ରତି ବିପଦ ରହିଥିବା ସେ ମୁମ୍ବାଇ ପୋଲିସକୁ ଜଣାଇଥିଲେ ମଧ୍ୟ ପୋଲିସ କୌଣିସ କର୍ଯ୍ୟାନୁଷ୍ଠାନ ନେଇ ନ…

୭୫ କୋଟି ଟଙ୍କା ମୂଲ୍ୟର ବିଶ୍ୱର ଦାମୀ କାର କିଣିଲେ ରୋନାଲ୍ଡୋ

ନୂଆଦିଲ୍ଲୀ: ପର୍ତୁଗାଲର ଷ୍ଟାର ଫୁଟବଲ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋ ବିଶ୍ୱର ଦାମୀ କାର ବୁଗାଟି ଲା ଭାଓଏଭର କିଣିଛନ୍ତି । ଏହାର ମୂଲ୍ୟ ୭୫ କୋଟି ଟଙ୍କା ରହିଛି ।  ଯେଉଁ କାରକୁ ରୋନାଲ୍ଡୋ କିଣିଛନ୍ତି, ତାକୁ ତିଆରି କରୁଥିବା କମ୍ପାନୀ ଏଭଳି ୧୦ଟି କାର ତିଆରି କରିଛି । ବୁଗାଟି ଲ…

କରାଳ କ୍ଲେଶର କଂଟକରେ କ୍ରୁଶବିଦ୍ଧ କୃଷକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ…

ଆସନ୍ତାକାଲିଠୁ ପୁଣି ଚାଲିବ ମୋ ବସ୍

ଭୁବନେଶ୍ୱର : ରାଜଧାନୀରେ ଆସନ୍ତାକାଲିଠୁ ପୁଣି ଗଡିବ ମୋ ବସ୍ । ଆଠଟି ରୁଟ୍‌ରେ ବସ ଚଳାଚଳ କରିବ ବୋଲି କ୍ରୁଟ୍ ବା କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ଏହି ରୁଟ୍‌ଗୁଡିକ ହେଉଛି ୧୧, ୧୬,୧୮, ୨୦,୨୩, ୨୫, ୨୭ ଓ ୩୩ ନମ୍ବର । ସକାଳ ୭ଟାରୁ…

ଜିମ୍ ଓ ଯୋଗ କେନ୍ଦ୍ର ଲାଗି ଗାଇଡଲାଇନ୍ ଜାରି କଲେ ସରକାର

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୫ ତାରିଖରେ ଖୋଲିବାକୁ ଯାଉଛି ଜିମ୍ ଓ ଯୋଗ କେନ୍ଦ୍ର । ଯାହାକୁ ନେଇ ସୋମବାର ଦିନ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି । ଜାଣନ୍ତୁ, ଗାଇଡଲାଇନରେ କ’ଣ ସବୁ ରହିଛି... କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ଯୋଗ କେନ୍ଦ୍ର ଓ…

ରାକ୍ଷୀ ପୂର୍ଣ୍ଣିମାରେ ଅଘଟଣ, ବାଲେଶ୍ୱରରେ ବଜ୍ରାଘାତରେ ଭାଇଭଉଣୀ ମୃତ

ସୋର: ରାକ୍ଷୀ ପୂର୍ଣ୍ଣିମା ପାଇଁ ଭଉଣୀ ଆସିଥିଲା ଭାଇ ହାତରେ ରାକ୍ଷୀ ବାନ୍ଧିବା ପାଇଁ । କିନ୍ତୁ କିଏ ଜାଣିଥିଲା ଏଇ ହସଖୁସି ଥିଲା କ୍ଷଣିକ ପାଇଁ । ଗୋଟିଏ ମିନିଟରେ ସବୁ କିଛି ଓଲଟପାଲଟ ହୋଇଗଲା । ଲିଭି ଗଲା ଦୁଇ ଦୁଇଟି ଜୀବନ ଦୀପ । ଘଟଣାଟି ଘଟିଛି ବାଲେଶ୍ୱର ଖନ୍ତାପଡା ଥାନା ମଣ୍ଡ…

ଚୀନ ଚାଲାକି: ଲୋକମାନେ ପାର୍ସଲ ମାଧ୍ୟମରେ ପାଉଛନ୍ତି ରହସ୍ୟମୟ ମଞ୍ଜି

ବେଜିଂ: ଚୀନର ଏକ ପ୍ରକାର ରହସ୍ୟମୟ ଓ ଅଜଣା ମଞ୍ଜି ବିଭିନ୍ନ ଦେଶରେ ଦେଖିବାକୁ ମିଳୁଛି । ଆମେରିକା, ଜାପାନ ଓ ଭାରତ ପ୍ରମୁଖ ଦେଶ ସତର୍କତା ଅବଲମ୍ବନ କରିବା ନେଇ ଆଲର୍ଟ ଜାରି କରିଛନ୍ତି । ଏହି ମଞ୍ଜି ପଠାଇବା ପଛରେ ଚୀନର କଣ ଚାଲାକି ରହିଛି ତାହା ଜଣା ପଡି ନାହିଁ । ଚୀନରୁ ବାହାରିଥିବା…

ରାକ୍ଷୀ ପୂର୍ଣ୍ଣିମାରେ ଗୁଲସାନଙ୍କ ପାଇଁ ଦୁଃଖ ଭରା ଚିଠି ଲେଖିଲେ ତାଙ୍କ ରାନୀ ଦି

ଭୁବନେଶ୍ୱର : ‘୩୫ ବର୍ଷରେ ପ୍ରଥମ ଥର ବନ୍ଦାଣ ଥାଳି ସଜ ହୋଇଛି । ଦୀପ ଲାଗିଛି, ସିନ୍ଦୂର, ମିଠା, ରାକ୍ଷୀ ସବୁ ଅଛି । କିନ୍ତୁ ତୋର ସେ ହସ ହସ ମୁହଁଟି ନାହିଁ । ଟିକା ଲଗାଇବା ପାଇଁ ସେ ମଥା ନାହିଁ, ରାକ୍ଷୀ ବାନ୍ଧିବା ପାଇଁ ସେ ହାତ ନାହିଁ କି ମିଠା ଖୁଆଇବା ପାଇଁ ସେ ପାଟି ନାହିଁ । ମୋ…