Latest Odisha News

BREAKING NEWS

ଭଲଖବର: କିପରି ‘ମୋବାଇଲ୍ ଆପ୍ସ’ ଚାଷ ଅମଳକୁ ଦ୍ୱିଗୁଣିତ କଲା , ଜାଣନ୍ତୁ…

ବରଗଡ଼: ବରଗଡ଼ ଜିଲ୍ଲା ବାଇଗପାଲି ଗ୍ରାମର ବଂଶୀଧର ନାୟକ ହେଉଛନ୍ତି ଜଣେ ସାଧାରଣ ଚାଷୀ । ଏହି ୨୯ ବର୍ଷୀୟ ଯୁବଚାଷୀ ଜଣକ ଗାଁ ପାଖ କଲେଜରୁ କଳାରେ ସ୍ନାତକ ପାଶ୍ କରିବା ପରେ ପରିବାର ଲୋକଙ୍କୁ ଚାଷକାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ । ବଂଶୀଧରଙ୍କ ବାପାଙ୍କର ପ୍ରାୟ ୧୫ ଏକର ଚାଷଜମି…

ଭାରତୀୟ ଐତିହ, କଳା ଓ ସଂସ୍କୃତିର ଏକ ଝଲକ ‘ଅଯନ୍ତା ଏଲୋରା ଗୁମ୍ଫା’

ଭୁବନେଶ୍ୱର: ସଂସ୍କୃତି ଓ ଇତିହାସରେ ଭରିରହିଛି ଭାରତର କଳାକାରିଗରି । ଏହାର ପ୍ରତ୍ୟେକଟି ଐତିହ୍ୟ ପଛରେ ଲୁଚି ରହିଛି ସେଠାକାର ଗାରିମାର ଗାଥା । ସେହିପରି ଏକ ସ୍ଥାନ ହେଉଛି 'ଅଯନ୍ତା ଏଲୋରା ଗୁମ୍ଫା' । ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଲାରେ ରହିଛି ଏହି ଅଯନ୍ତା ଏଲୋରା ଗୁମ୍ଫା । ଭାରତର…

ବଲିଉଡରେ ୧୮ ବର୍ଷ ପୂରଣ କଲେ ବିପାଶା, ସୋସିଆଲ ମିଡିଆରେ ସେୟାର କଲେ ଏହି ଇମୋସନାଲ ନୋଟ

ମୁମ୍ବାଇ: ବଲିଉଡ ବ୍ଲାକ ବିୟୁଟି ବୋଲାଉଥିବା ଅଭିନେତ୍ରୀ ବିପାଶା ବସୁ ନିଜ ଫିଲ୍ମ କ୍ୟାରିୟରରେ ପୂରଣ କରୁଛନ୍ତି ୧୮ ବର୍ଷ । ୨୦୦୧ ମସିହା ସେପ୍ଟେମ୍ବର ୨୧ରେ ବିପାଶାଙ୍କ ପ୍ରଥମ ଫିଲ୍ମ 'ଅଜନବୀ' ରିଲିଜ୍‌ ହୋଇଥିଲା । ଏଥିରେ ତାଙ୍କର ଅଭିନୟକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ । ବଲିଉଡ୍‌ରେ…

ପାଲା ଜଗତର ଖ୍ୟାତନାମା ଗାୟକ: ଘନଶ୍ୟାମ ନାୟକ

ଭୁବନେଶ୍ୱର: ପାଲା ଜଗତରେ ଜଣେ ପ୍ରସିଦ୍ଧ ନର୍ତକ ଗାୟକ ଭାବେ ପରିଚିତ ଘନଶ୍ୟାମ ନାୟକ । ପାଲାରେ ଦକ୍ଷିଣୀ, ପଡି, ଆଠତାଳି, ନଦିଆ କୀର୍ତନ, ମନ୍ଦିରା ବାଦନ କରି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବାରେ ବେଶ ସିଦ୍ଧହସ୍ତ ଥିଲେ ଗାୟକ ଭୂଷଣ ଘନଶ୍ୟାମ ନାୟକ । ଏହି ପ୍ରଖ୍ୟାତ ପାଲା ଗାୟକ ୧୯୧୧…

‘ଡ୍ୟାନ୍ସ ଦିୱାନେ’ ଫାଇନାଲରେ ଓଡିଆ ପୁଅ ଓମ୍

ଭୁବନେଶ୍ୱର: କଲର୍ସ ଟିଭି ଚ୍ୟାନେଲରେ ପ୍ରସାରିତ ଡ୍ୟାନ୍ସ ଭିତ୍ତିକ ରିଆଲିଟି ଶୋ’ ‘ଡ୍ୟାନ୍ସ ଦିୱାନେ’ ସିଜନ-୨ର ଫାଇନାଲରେ ପ୍ରବେଶ କରିଛନ୍ତି ଓଡିଆ ପୁଅ ଓମ୍ ଶୁଭମ୍ ମହାପାତ୍ର । ଫାଇନାଲରେ ପ୍ରବେଶ କରିବା ସହିତ ବାରିପଦାର ଏହି ଓଡିଆ ପୁଅ ଜଣକ ମାତ୍ର ୧୦ ବର୍ଷ ବୟସରେ ନିଜର ଜବରଦସ୍ତ…

ଭାରତ-ଦକ୍ଷିଣ ଆଫ୍ରିକା ଅନ୍ତିମ ଟି-୨୦, କ୍ଲିନସୁଇପ୍‌ ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ରବିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ । ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜକୁ ୨-୦ରେ ହାତେଇବାକୁ ପ୍ରୟାସ କରିବ ।…

ଅଜସ୍ର ଫୁଲର ଉପତ୍ୟକା

ଅଜସ୍ର ଫୁଲର ଉପତ୍ୟକା ମୃତ୍ୟୁଞ୍ଜୟ ଷଡ଼ଙ୍ଗୀ - କଥା ଦିଅ, ମୁଁ ସଂସାର ଛାଡ଼ି ଗଲାପରେ ଯେମିତି କହୁଛି ସେମିତି କରିବ । ଟିକେ ବି ଏପଟ ସେପଟ ହବନାହିଁ । ବାବାଙ୍କ କଥା ଶୁଣି ମୁଁ ଓ ପତ୍ନୀ ଅର୍ଚ୍ଚନା ସ୍ତବଧ ହେଇଗଲୁ । ଲାଗିଲା ଯେମିତି ହଠାତ ବହୁ ଉଚ୍ଚା ଶିଖରରୁ ଖସି ପଡ଼ୁଛୁ କୋଉ ଅତଳତଳ…

ଡ୍ରଗ୍ସ ମାଫିଆ ରାଜା ଘରେ ଏସଟିଏଫ୍ ଟିମର ଚଢାଉ

ବାଲେଶ୍ୱର: କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାକ୍ସ ଫୋର୍ସ ରବିବାର ଦିନ ବାଲେଶ୍ୱର ସ୍ଥିତ ଅରଡ ବଜାରର ଗଳାପୋଲରେ ଥିବା ଡ୍ରଗ୍ସ ମାଫିଆ ଶେଖ୍ ରାଜାର ଘର ଉପରେ ଚଢାଉ କରିଛି । ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ଏସଟିଏଫର ଏହି ୫ ଜଣିଆ ଟିମ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ରାଜା ଘରେ ଚଢାଉ…

ଆକାଶ ଛୁଇଁଲା ପିଆଜ ଦର !

ଭୁବନେଶ୍ୱର: ଗରିବର ପଖାଳ କଂସାକୁ ମାଡ଼ । ପିଆଜ ଭଳି ଅତ୍ୟାବଶ୍ୟକୀୟ ପରିବା ଚଢ଼ାଦରରେ ବିକ୍ରି ହେଉଛି । କଟକ, ଭୁବନେଶ୍ୱର ସହ ସାରା ରାଜ୍ୟରେ ପିଆଜ ଦର ୫୦ ଛୁଇଁଲାଣି । କେବଳ ଗରିବ ନୁହଁନ୍ତି, ସବୁ ବର୍ଗର ଗ୍ରାହକ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଆଗକୁ ପିଆଜ ଦର ଆହୁରି ବଢ଼ିବା ନେଇ…

କୁଆଖାଇ ନଦୀରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱରର ଉପକଣ୍ଠରେ ଥିବା କୁଆଖାଇ ନଦୀରୁ ରବିବାର ଦିନ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ବାଲିଅନ୍ତା ଅନ୍ତର୍ଗତ ବାଙ୍କୁଆଳ ନିକଟରେ ଜଣେ ଯୁବକଙ୍କର ମୃତଦେହ ଭାସୁଥିବା ନେଇ ସ୍ଥାନୀୟ ବାସିନ୍ଦା ଦେଖିବାକୁ ପାଇଥିଲେ । ପରେ ଏନେଇ…