Latest Odisha News

BREAKING NEWS

ରାଜ୍ୟରେ କମୁଛି ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ପାଇବା ସହ କମୁଛି ଶୀତର ପ୍ରକୋପ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଆଗାମୀ ୩ ଦିନ ମଧ୍ୟରେ ରାତିର ତାପମାତ୍ରା ଆଉ ୨-୩ ଦିନ ଡିଗ୍ରୀ ଯାଏଁ ବଢ଼ିବାର ସମ୍ଭାବନା ଅଛି। ମଙ୍ଗଳବାର ରାତିରୁ ଗୁରୁବାର ପର୍ଯ୍ୟନ୍ତ ସର୍ବନିମ୍ନ…

ଜାତୀୟ ରାଜପଥରେ ବାଇକ ଆରୋହୀଙ୍କୁ ଗୁଳି କରି ଟଙ୍କା ଲୁଟ ଉଦ୍ୟମ  

ଭୁବନେଶ୍ୱର: ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁର୍ବୁତ୍ତଙ୍କ ଦୌରାତ୍ମ୍ୟ। ଜାତୀୟ ରାଜପଥରେ ଦୁଇ ବାଇକ ଆରୋହୀଙ୍କୁ ଗୁଳି କରିବା ସହ ସେମାନଙ୍କ ଠାରୁ ଲୁଟ କରିବାକୁ ୮ କିଲୋମିଟର ଗୋଡାଇଛନ୍ତି ଲୁଟେରା । ଏଭଳି ଏକ ଲୋମ ଟାଙ୍କୁରା ଖବର ଆଡ଼ିଛି ବାଲେଶ୍ୱର ଜିଲ୍ଲାରୁ ଖବର ଅନୁଯାୟୀ, ବାଲେଶ୍ଵର…

ଗଜପତିରେ ୧୭ କୋଟିରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

ମୋହନା : ଗଜପତି ଜିଲ୍ଲା ମୋହନରେ ଆନୁମାନିକ ୧୭ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ। ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢାଉରେ ପ୍ରାୟ ୮୯ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ସୂଚନାନୁସାରେ, ସ୍ଥାନୀୟ ଲେଖରୀପଟା ଗାଁ ନିକଟରେ ଗଞ୍ଜେଇ ହେଉଥିବା କୌଣସି ଏକ ବିଶେଷ…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ ତା ୫-୧-୨୦୨୧ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୧ ମସିହା ଜାନୁଆରୀ ତା ୫ ରିଖ ମଙ୍ଗଳବାର ଧନୁ ୨୨ ଦିନ ପୌଷ ମାସ କୃଷ୍ଣ ପକ୍ଷ ସପ୍ତମୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର କନ୍ୟା ଚନ୍ଦ୍ର ଘାତ ବାର: ମକର ରାଶିର ଘାତ ଚନ୍ଦ୍ର: ବୃଷ ରାଶି ପୁରୁଷ ଓ ଧନୁ ରାଶି…

ଟିକାଦାନ କେନ୍ଦ୍ର ଚୂଡ଼ାନ୍ତ କରିବାକୁ ଜିଲ୍ଲା ଓ ବ୍ଲକ ପ୍ରଶାସନକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଟିକାକରଣ ପାଇଁ ରାଜ୍ୟରେ ଆରମ୍ଭ ହେଲାଣି ତତ୍ପରତା । ଟିକା ଆସିଲେ ପ୍ରଥମ ପର୍ଯ୍ୟାୟରେ ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ । ଏଥିପାଇଁ କୋଭିଡ୍ ଟିକାଦାନ କେନ୍ଦ୍ରଗୁଡ଼ିକୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗ…

ରାଜଧାନୀର ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ ପୋଲିସର ବସ୍ତିକୁ ଚାଲ ଅଭିଯାନ

ଭୁବନେଶ୍ୱର: ନୂଆବର୍ଷରେ କମିଶରେଟ ପୋଲିସର ନୂଆ ଯୋଜନା । ବସ୍ତିକୁ ଅପରାଧ ମୁକ୍ତ କରିବା ପାଇଁ ନୂଆ ପଦକ୍ଷେପ । ପୋଲିସର ବସ୍ତିକୁ ଚାଲ ଅଭିଯାନ । ବସ୍ତିକୁ ଜଗିବ ପୋଲିସ । ରାଜଧାନୀର ବିଭିନ୍ନ ବସ୍ତିରେ ରାଜ୍ୟ ବାହାରର ଅପରାଧୀ ଭଡ଼ା ଘରେ ରହୁଛନ୍ତି । ଏଠାରେ ଲୁଚୁଛନ୍ତି । ଏହାକୁ ରୋକିବା…

ପୁଣି ଚାଷୀ-ସରକାର ଆଲୋଚନା ନିଷ୍ଫଳ, ୮ରେ ପରବର୍ତ୍ତୀ ବୈଠକ

ନୂଆଦିଲ୍ଲୀ: ଆଲୋଚନା ପରେ ଆଲୋଚନା। ଫଳ କିନ୍ତୁ ଶୂନ। ଚାଷୀ ଆନ୍ଦୋଳନରୁ ବାହାରି ପାରୁନି ସମାଧାନର ବାଟ। ଚାଷୀଙ୍କ ଦାବିକୁ ନେଇ ସହମତି ହୋଇପାରୁନାହିଁ। ଆଜି ମଧ୍ୟ ଚାଷୀ- କେନ୍ଦ୍ର ସରକାରଙ୍କ ଆଲୋଚନାରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। ଆସନ୍ତା ୮ତାରିଖରେ ପରବର୍ତ୍ତୀ ବୈଠକ ବସିବ।…

ସମାଲୋଚକଙ୍କୁ କଡା ଜବାବ ଦେଲେ ଭାରତ ବାୟୋଟେକ୍ ଏମଡି କ୍ରିଷ୍ଣା ଏଲ୍ଲା

ନୂଆଦିଲ୍ଲୀ: ଭାରତ ବାୟୋଟେକ୍ କରୋନା ଟିକା କୋଭାକ୍ସିନକୁ ଜରୁରୀ ବ୍ୟବହାର ପାଇଁ DCGI ଅନୁମତି ଦେବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ। ଏହାପରେ ଆଜି ସମାଲୋଚକ ଙ୍କୁ କଡାଗଣ୍ଡା ଜବାବ ଦେଇଛନ୍ତି ଭାରତ ବାୟୋଟେକ ଏମଡି କ୍ରିଷ୍ଣା ଏଲ୍ଲା। ସେ କହିଛନ୍ତି, ବିଶ୍ବବ୍ୟାପୀ ଲୋକଙ୍କୁ ଟିକା ଉପଲବ୍ଧ…

ଓଡ଼ିଶାରେ ୩ ଲକ୍ଷ ୨୬ ହଜାର ଟପିଲା ଆରୋଗ୍ୟ ମାମଲା

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୯୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୬ ହଜାର ୫୦୭ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ ଲାଭ କରିଛନ୍ତି।…

ମୋଇନ ଅଲୀଙ୍କୁ କରୋନା

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଦଳର ଅଲରାଉଣ୍ଡର ମୋଇନ ଅଲୀଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଶ୍ରୀଲଙ୍କା ଗସ୍ତରେ ଆସିଥିବା ଇଂଲଣ୍ଡ ଖେଳାଳିମାନଙ୍କ ମଧ୍ୟରେ ତାଙ୍କ ରିପୋର୍ଟ କେବଳ ପଜିଟିଭ ଆସିଛି । ସମସ୍ତ ଖେଳାଳିଙ୍କ ଆରଟି-ପିସିଆର ଟେଷ୍ଟ ହୋଇଥିଲା । ମୋଇନ ଏବେ ୧୦ ଦିନ ଆଇସୋଲେସନରେ…